Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କ ବଡ ନିଷ୍ପତି, ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଇ-ସ୍ଵାସ୍ଥ୍ୟ ଧାମ ଆପ୍

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ବଡ ପଦକ୍ଷେପ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ୱିସ୍ ଫାଉଣ୍ଡେସନ ଦ୍ୱାରା ଇ-ସ୍ଵାସ୍ଥ୍ୟ ଧାମ ଆପ୍ ଲଞ୍ଚ କରାଯାଇଛି। ଭକ୍ତମାନଙ୍କୁ ଏହି ଆପରେ ସେମାନଙ୍କର ସମସ୍ତ…

ଏଠାରେ ହୋଇଛି ଶତ ପ୍ରତିଶତ ମତଦାନ

ଲଳିତପୁର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଛି । ଏହା ସତ୍ୱେ ଭୋଟ ପ୍ରତିଶତ ହାର ଏବେ ବି ଉତ୍ସାହଜନକ ରହି ନାହିଁ । ଉତରପ୍ରଦେଶର ଲଲିତପୁର ମହାରୈନୀ ସୋଲଦାରେ ଦ୍ୱିପ୍ରହର ସୁଦ୍ଧା ଶତ ପ୍ରତିଶତ ମତଦାନ ହୋଇଥିଲା । ଏହି ଆଦିବାସୀ ବହୂଳ ଗ୍ରାମର ଜଣେ…

ଅସମ୍ଭାଳ ରାଜଧାନୀ, ସତର୍କ ଜାରି କଲା ଆଇଏମଡି

ନୂଆଦିଲ୍ଲୀ:  ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ। ୪୭ ଡିଗ୍ରୀ ଡେଇଁ ରେକର୍ଡ ଭେଙ୍ଗିଛି ରାଜଧାନୀ ପାରଦ। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଏଥିପାଇଁ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି ।…

ମନୀଷ ସିସୋଦିଆଙ୍କୁ ପୁଣି ଝଟକା; ନ୍ୟାୟିକ ହେପାଜତ ମେ ୩୧ କୁ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ ଝଟକା । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଭିଡିଓ କନଫରେନ୍ସିଂ…

ମେଘାଳୟରେ ଭାରତ-ଫ୍ରାନ୍ସର ମିଳିତ ସାମରିକ ଅଭ୍ୟାସ, ପାର୍ବତ୍ୟ ଯୁଦ୍ଧ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ

ନୂଆଦିଲ୍ଲୀ: ମେଘାଳୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଶକ୍ତିର ସପ୍ତମ ସଂସ୍କରଣ ଆୟୋଜିତ ହେଉଛି। ଯୁଦ୍ଧ ଅଭ୍ୟାସ ପାଇଁ ସମ୍ପୂର୍ଣ୍ଣ ବିକଶିତ ତଥା ଆଧୁନିକ ବିଦେଶୀ ତାଲିମ ମୋଡରେ ମେଘାଳୟର ଉମ୍ରୋଇରେ ଏହି ମିଳିତ ସାମରିକ ଅଭ୍ୟାସ ଚାଲିଛି। ଦୁଇ ଦେଶ ମଧ୍ୟରେ ଏହି ଅଭ୍ୟାସ…

ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି, ଆସନ୍ତାକାଲି ପୁଣିଥରେ ଶୁଣାଣି

ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଲୋକସଭା ନିର୍ବାଚନରେ ​​ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ । ଆସନ୍ତାକାଲି ପୁନର୍ବାର ଏହି ମାମଲାରେ ଶୁଣାଣି ହେବ । ଶୁଣାଣି ସମୟରେ ସୋରେନଙ୍କ…

ଜୁନ୍ ୪ରେ ଭଲ ଦିନ ଆସିବାକୁ ଯାଉଛି, ମୋଦିଜୀ ବିଦାୟ ନେବାକୁ ଯାଉଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ନିର୍ବାଚନ ବୈଠକ କରିଛନ୍ତି। ଏହି ସମୟରେ ସୁନୀତା କେଜ୍ରିୱାଲ ମଧ୍ୟ ଲୋକଙ୍କୁ ସମ୍ବୋଧିତ କରି ଆମ୍ ଆଦମୀ ପାର୍ଟି ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସୁନୀତ କହିଛନ୍ତି, ଏହା…

ସାଂସଦ ସ୍ବାତି ମାଲିଓ୍ବାଲଙ୍କୁ ଅସଦାଚରଣ ମାମଲାର ଯାଞ୍ଚ କରିବ ଏସଆଇଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ଓ ମାରପିଟ୍ ମାମଲା । ଏବେ ଏହି ଘଟଣାର ତଦନ୍ତ କରିବ ଏସଆଇଟି ଟିମ୍ । ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲାଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ…

ମତଦାନ ବୁଥର ଶୌଚାଳୟ ଭିତରୁ ଉଦ୍ଧାର ହେଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ: ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଶିବସେନା (ୟୁବିଟି) ପୋଲିଂ ବୁଥ ଏଜେଣ୍ଟ ମନୋହର ନଲଗେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁମ୍ବାଇର ଏନଏମ ଯୋଶୀ ମାର୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଏଡିଆର (ADR)ରେ…

ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ହରିଦ୍ୱାର: ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟ ଏକ ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁ ଏତେ ଜୋର୍ ଲାଗିଥିଲା ଯେ ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଛି। ଏହି କାରଖାନାରେ ଥର୍ମୋକଲ୍ ପ୍ଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ…