Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେ ନେପାଳରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା କମ୍ପାନୀ ଏମଡିଏଚ ଏବଂ ଏଭରେଷ୍ଟରେ କ୍ୟାନସର ଭଳି ଘାତକ ରୋଗର କାରକ ଥିବା ଖବର ପାଇବା ପରେ ନେପାଳ ମଧ୍ୟ ଏବେ ଏହି ମସଲାକୁ ବ୍ୟାନ କରିଛି। ହଂକଂ ଏବଂ ସିଙ୍ଗାପୁର ପରେ ଏବେ ନେପାଳରେ ବ୍ୟାନ ହେବ ଭାରତୀୟ ମସଲା। ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା…

ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍

ନୂଆଦିଲ୍ଲୀ: ଇଣ୍ଡିଆନ ମଲ୍ଟିପ୍ଲେକ୍ସ ଚେନ୍ ପିଭିଆର ଆଇନକ୍ସ ଲିମିଟେଡ ଯାହା ପିଭିଆର୍ ନାମରେ ମଧ୍ୟ ଜଣାଶୁଣା। ପୀଭିଆର ତାର ଗତ ୨୦୨୩-୨୪ ଆର୍ଥିକ ବର୍ଷର ଏକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁସାରେ ୭୦ଟି ସ୍କ୍ରିନ ବନ୍ଦ କରିଛି ପୀଭିଆର୍। ତେବେ କମ୍ପାନୀର ଆୟ ବୃଦ୍ଧି ପାଇଁ ଏପରି ନିଷ୍ପତି…

ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ କପିଲ ସିବଲ । ଗତକାଲି ଅନୁଷ୍ଠିତ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରି ୩୭୭ ଭୋଟରେ ଜିତିଛନ୍ତି କପିଲ ସିବଲ । ସିବଲଙ୍କୁ ମୋଟ…

୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ

ଅହମଦାବାଦ: ବୋର୍ଡ ପରୀକ୍ଷାରେ ଟପର୍ ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବୁଧବାର ବ୍ରେନ୍ ହେମରେଜ୍ ଯୋଗୁଁ ମୃତ୍ୟୁ ଘଟିଛି। ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (ଜିଏସ୍ଇବି)ର ଫଳାଫଳ ମେ' ୧୧ ତାରିଖରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ହୀର ଘେଟିଆ ୯୯.୭୦…

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଦେଶର ବିକାଶ ଯେଉଁମାନେ କରୁଛନ୍ତି ସେ ତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଯଦି ସେ କାହାକୁ ଅସାଧୁ ଢଙ୍ଗରେ ଫାଇଦା ଦେଇଛନ୍ତି ତେବେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୋଦୀ…

ଚାରିଧାମ ଯାତ୍ରା ବେଳେ ଭିଡିଓ କିମ୍ବା ରିଲ୍ସ କରିପାରିବେନି ଭକ୍ତ

ଡେରାଡୁନ: ଚାରିଧାମ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏହି କାରଣରୁ ଭୀଷଣ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ଏବେ ଶ୍ରଦ୍ଧାଳୁ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି । ଗଙ୍ଗୋତ୍ରୀ-ଯମୁନୋତ୍ରୀ ହାଇୱେ ସହିତ ଯାତ୍ରାର ସମସ୍ତ…

ସବୁବେଳେ ବିଜେପି ସରକାର ରହିବେନି, ଦିନେ ନା ଦିନେ ମୁଁ ପ୍ରତିଶୋଧ ନେବି: ମମତା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାରୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଆଉ ବାକି ରହିଛି ୩ ପର୍ଯ୍ୟାୟ ମତଦାନ । ଏହାରିଭିତରେ ରାଜନୈତିକ ଦଳ ଏବଂ ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ…

ପ୍ରଧାନମନ୍ତ୍ରୀଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ, ବିଶ୍ବାସ କରୁନାହାନ୍ତି ଲୋକେ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ । ତେଣୁ ମୋଦିଙ୍କ ଉପରେ ଆଉ କାହାର ଭରସା ନାହିଁ । ଉତ୍ତରପ୍ରଦେଶର ରାୟବରେଲିରେ ଆଜି ନିର୍ବାଚନୀ ପ୍ରଚାର ବେଳେ ଏପରି କରି ମୋଦି ଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ପ୍ରଧାନମନ୍ତ୍ରୀ…

କେଜ୍ରିଓ୍ବାଲଙ୍କ ବୟାନ ନେଇ ଫେରାଦ ହେଲା ଇଡି, ହେଲେ ଖଣ୍ଡନ କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେଲା ଇଡି । ହେଲେ ମିଳିଳାନି କିଛି ସୁଫଳ । ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଆଗରେ ଫେରାଦ ହୋଇଥିବା ଇଡିକୁ ମିଳିଲା ଶକ୍ତ ଝଟକା ।…

ସମ୍ବିଧାନ ପରିବର୍ତ୍ତନ କରିବା ବ୍ୟକ୍ତି ଆଜି ସମ୍ବିଧାନର ପ୍ରସଙ୍ଗ ଉଠାଉଛନ୍ତି: କଂଗ୍ରେସ ଉପରେ ସୁଦର୍ଶନ ତ୍ରିବେଦୀଙ୍କ…

ନୂଆଦିଲ୍ଲୀ: ସମ୍ବିଧାନ ବଦଳାଇଥିବା ବିରୋଧୀଙ୍କ ଅଭିଯୋଗ ଉପରେ ବିଜେପିର ରାଜ୍ୟସଭା ସାଂସଦ ସୁଦର୍ଶନ ତ୍ରିବେଦୀ ଦୃଢ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆଜି ଦେଶକୁ କହିବାର ଆବଶ୍ୟକତା ରହିଛି ଯେ କେଉଁ ସମୟରେ ଦେଶର ସମ୍ବିଧାନ ବିପଦରେ ପଡିଥିଲା ​​ଏବଂ କେତେଥର ଏହା ପରିବର୍ତ୍ତନ…