Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’

ନୂଆଦିଲ୍ଲୀ: କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ସ୍ବାତୀ ମାଲିୱାଲଙ୍କ ଉପରେ ଚାପ ପକାଯାଇ କୌଣସି ସ୍ଥାନରେ ଲୁଚାଇ ରଖାଯାଇଥିଲା କି? ସ୍ବାତୀ ଜଣେ ମହିଳା ଏବଂ ମହିଳା ସମ୍ମାନ ପାଇଁ ଦଳଗତ ରାଜନୀତିରୁ ଉପରେ ବିଜେପି…

ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ

ଲକ୍ଷ୍ନୋ: ନିର୍ବାଚନ ଆୟୋଗ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ କରିଛନ୍ତି । ରଙ୍ଗୀଲା  ବାରାଣାସୀ ଲୋକସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବ ମେ ୧୪ରେ  ନିଜର…

‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’

ନୂଆଦିଲ୍ଲୀ: କୋରୋନା ଅବଧି ପରଠାରୁ କେନ୍ଦ୍ରରେ ବିଜେପି ସରକାର ଗରିବ ପରିବାର ପାଇଁ ମାଗଣା ରାସନ ପାଇଁ ବ୍ୟବସ୍ଥା କରିଛନ୍ତି, ଯାହା ଏବେବି ଜାରି ରହିଛି । ଏଥି ସହିତ, ବିଜେପିର ଏହି ଯୋଜନା ପରେ କଂଗ୍ରେସ ବର୍ତ୍ତମାନ କହିଛି ଯେ ଯଦି ଆମେ ସରକାର କରିବୁ, ତେବେ ବିଜେପିର ୫ କିଲୋଗ୍ରାମ ରାସନ…

କଂଗ୍ରେସର ‘ମିଶନ୍-୧୩୫’ କ’ଣ ? ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ୱାର ରୁମ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାତୋଟି ପର୍ଯ୍ୟାୟ ମଧ୍ୟରୁ ଚାରୋଟି ପର୍ଯ୍ୟାୟରେ ଭୋଟ୍ ସମାପ୍ତ ହୋଇଛି। ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଗୋଟିଏ ପଟେ ଗତ ନିର୍ବାଚନରେ ​​ଜିତିଥିବା ଆସନ ଅପେକ୍ଷା ଏଥର ବିଜେପି ଅଧିକ ଆସନରେ ବିଜୟ ଦାବି କରୁଛି। ଏଥି ସହିତ ଯଥାସମ୍ଭବ ଆସନ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ

ଇନ୍ଦୋର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ । ଅହମ୍ମଦାବାଦ୍ ଏନଏଚ୍ ଘାଟବିଲୋଡ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ କାର୍‌ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା…

ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା

କୋଲକାତା: ଢୋକଲା, ଦୋସା, ଇଡଲି, ପରଟା, ରୁଟି, ଭାତ, ବିରିୟାନୀ, ପୋଟଳରସା, ମାଛ ତରକାରୀ, ଚିଙ୍ଗୁଡି ମସଲା….. ପ୍ରଥମେ ମାଛ ତରକାରୀ ଆଉ ଏବେ ଚିଙ୍ଗୁଡି ମସଲା । ବିହାର ରାଜନୀତିରେ ମାଛକୁ ନେଇ ହୋଇଥିବା ମହାଭାରତ ବର୍ତ୍ତମାନ ପଶ୍ଚିମବଙ୍ଗରେ ପାଦ ଥାପିଛି । ଟିଏମସି ସୁପ୍ରିମୋ ତଥା…

୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଉଦଘାଟିତ ହେଲା ଭାରତ ମଣ୍ଡପ

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଉଦଘାଟିତ ହୋଇଛି ଭାରତ ମଣ୍ଡପମ୍‌ । ପ୍ରତିବର୍ଷ ପ୍ରତିଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ମଣ୍ଡପ ଆୟୋଜନ କରାଯାଇଥାଏ। ଏଥର ମଧ୍ୟ ଭାରତର ନୋଡାଲ…

ମେ’ ୩୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା: ଆଇଏମଡି

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ' ୩୧ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ବୁଧବାର କହିଛି, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୧ ତାରିଖରେ କେରଳ ଛୁଇଁବ। ଯାହା ଭାରତର କୃଷି ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ୪ ମାସର…

ଯାତ୍ରୀଙ୍କ ପାଇଁ ଖୁସି ଖବର: ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ଟ୍ରେନରେ ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସେବା ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ…

ଗିରଫ ହେଲେ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଆଲାମ

ରାଞ୍ଚି: ଝାଡଖଣ୍ଡ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଗିରଫ କରିଛି ଇଡି । ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୩୭ କୋଟି ଟଙ୍କା ମିଳିବା ଘଟଣାରେ ଆଜି ପଚରାଉଚରା ପାଇଁ ଇଡି ଆଲାମଗିର ଆଲାମକୁ ଡାକିଥିଲା । ତେବେ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଥିବା…