Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାରିଧାମ ଯାତ୍ରାରେ ଯାଇ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ

ଡେରାଡୁନ: ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଚାରିଧାମ ଯାତ୍ରା ଆରମ୍ଭ ହେବାର ଇତି ମଧ୍ୟରେ ବିତିଛି ୫ଦିନ । ସବୁଠୁ ବଡ କଥା ହେଉଛି କେଦାରନାଥ ଧାମର କବାଟ ଖୋଲିବା ଦିନରୁ ହିଁ ଲାଗିରହିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ । ତେବେ ଖବର ମିଳିଛି ଯେ, ଏହି ୫ ଦିନ ମଧ୍ୟରେ ଚାରିଧାମ ଦର୍ଶନ…

୭୫ ବର୍ଷ ବୟସରେ ବାପାଙ୍କ ବିବାହ କରାଇଲେ ଝିଅ

ମହୀସାଗର: ଗୁଜରାଟର ମହୀସାଗର ଜିଲ୍ଲାରେ ୭୫ ବର୍ଷୀୟ ବାପାଙ୍କ ପାଇଁ ନିଜ ଝିଅ କନ୍ୟା ଖୋଜିଛନ୍ତି । ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଅମେଠୀ ଗ୍ରାମର ସାୟବା ଭାଇ ଡାମୋରଙ୍କ ପତ୍ନୀ ୨୦୨୦ରେ ଆରପାରିକୁ ଚାଲି ଯାଇଥିଲେ । ସେମାନଙ୍କ ଗୋଟିଏ ଝିଅ । ତାଙ୍କ ବିବାହ ହୋଇ ଯାଇଥିବାରୁ ସେ ବାପାଙ୍କ…

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି । ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଏସ୍‌ଆରପିଏଫ୍ ଯବାନ  ହେଉଛନ୍ତି ପ୍ରକାଶ କାପଡେ ।ମହାରାଷ୍ଟ୍ରର ଜାମନେର ଜିଲ୍ଲାର ତାଙ୍କ ଘର । ସୂଚନା ଅନୁଯାୟୀ, ସେ ଛୁଟିରେ…

ସିଏଏରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି । ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ଡିସେମ୍ବର ୨୦୧୯ ରେ…

ମେ’ ୩୦ ଯାଏଁ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ: ଆଜି ବି ମିଳିଲାନି ଆଶ୍ବସ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇ…

‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ । ମୋଦି ଜୀ ୪୦୦ ପାର୍ କଥା କହୁଛନ୍ତି, କିନ୍ତୁ ମୁଁ ଦାବି କରୁଛି ଯେ ସେ ୨୦୦ ମଧ୍ୟ ପାର କରି ପାରିବେ ନାହିଁ । ଉତ୍ତରପ୍ରେଦେଶର ଲକ୍ଷ୍ନୌରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ…

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ମାମଲାରେ ଗିରଫ ହୋଇଥିବା ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇଛନ୍ତି। ତାଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡ ଅବୈଧ ଅଟେ। ରିମାଣ୍ଡ ଆବେଦନ ପରେ…

ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ କ୍ରମାଗତ ୩ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ସିଟରୁ କ୍ରମାଗତ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ମୋଦିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ଜବାହାର ଲାଲ ନେହେରୁ ଓ ଅଟଳ ବିହାରୀ ବାଜପେୟୀ ଗୋଟିଏ ସିଟରୁ ୩ ଥର ନିର୍ବାଚନ ଲଢ଼ିଛନ୍ତି । ପ୍ରୟାଗରାଜର ଫୁଲପୁର…

କେବଳ ଦ୍ୱାଦଶ ଯାଏଁ ପଢ଼ିଛନ୍ତି କଙ୍ଗନା, କିନ୍ତୁ ପାଖରେ ରହିଛି ୯୧.୫ କୋଟିରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ବଲିଉଡ କୁଇନ୍ କଙ୍ଗନା ରଣାୱତ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ମଙ୍ଗଳବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । କଙ୍ଗନାଙ୍କ ନିର୍ବାଚନ ପ୍ରମାଣପତ୍ର…

EPFOଧାରୀଙ୍କ ପାଇଁ ଖୁସି ଖବର, ଏବେ ଆହୁରି ସହଜ ହେଲା ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥା

ନୂଆଦିଲ୍ଲୀ: EPFO ଉପଭୋକ୍ତଙ୍କ ପାଇଁ ଏବେ ସହଜ ହେବ ଟଙ୍କା କାଢିବା ପ୍ରକିୟା । ଏନେଇ ଉପଭୋକ୍ତାଙ୍କ ପାଇଁ ଘୋଷଣା ଜାରି କରିଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା EPFO  । EPFO ରେ ଅଟୋକ୍ଲେମ ସେଟଲମେଣ୍ଟ ବ୍ୟବସ୍ଥାକୁ ଏବେ ଆହୁରି ବିସ୍ତାର କରିଛି ସଂସ୍ଥା । ଏହାର ୨୭.୭୪ କୋଟି…