Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା,ଜଳିଗଲା ୬ ଜୀବନ

ହାଇଦ୍ରାବାଦ:ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଆଜି ସକାଳେ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଥିରେ  ୩୨ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ୩୨…

ଜହ୍ନରେ ଗଡିବ ଟ୍ରେନ୍

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପ୍ରଥମ ରେଲୱେ ଷ୍ଟେସନ ନିର୍ମାଣ କରିବ ନାସା । ଜହ୍ନରେ ତିଆରି ହେବ ରେଳ ବ୍ୟବସ୍ଥା । ବିଭିନ୍ନ ପରୀକ୍ଷଣ ପାଇଁ ପରିବହନ ବ୍ୟବସ୍ଥାକୁ ସହଜ କରିବ ଏହି ରେଳ ବ୍ୟବସ୍ଥା । । ପେଲୋଡ୍ ପରିବହନ ପାଇଁ ନିର୍ମାଣ ହେଉଥିବା ଏହି ରେଳ ଷ୍ଟେସନ୍ ଚନ୍ଦ୍ରରୁ ମଙ୍ଗଳ ଓ RLSO2…

ସ୍କ୍ରାଚ୍ କାର୍ଡରେ ୧୫ ଲକ୍ଷ ଟଙ୍କାର ଲାଳସା ଦେଖାଇ ୧୮ ଲକ୍ଷ ଟଙ୍କାର ଚୁନା ଲଗାଇଲେ ସାଇବର ଲୁଟେରା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ସହ ସାଇବର ଠକେଇ ହୋଇଛି। ଅଭିଯୋଗ ହୋଇଛି ଯେ ଠକମାନେ ମହିଳାଙ୍କୁ ସ୍କ୍ରାଚ୍ କାର୍ଡ ଫାନ୍ଦରେ ପକାଇ ତାଙ୍କଠାରୁ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୀଡିତା ନ୍ୟାୟ ପାଇଁ ପୋଲିସକୁ…

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାରଜାନ୍ ମାଜିଦ୍

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ 'ମାନବ ଚାଲାଣକାରୀ' ବାର୍‌ଜାନ୍‌ ମାଜିଦ୍‌ । ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍‌ ମାଜିଦ୍‌ । ଇରାକର କୁର୍ଦ୍ଦିସ୍ତାନରୁ ବାରଜାନ୍‌ ମାଜିଦକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି ।…

ବିଦେଶୀ କମ୍ପାନି ହାତକୁ ଯାଇପାରେ ଘରେ ପରିଚିତ ‘ହଲଦୀରାମ୍

ନୂଆଦିଲ୍ଲୀ: ବିଦେଶୀ କମ୍ପାନି ହାତକୁ ଯାଇପାରେ ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି 'ହଲଦୀରାମ୍' । ପୂର୍ବରୁ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ ଉଠିଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଦେଶର ୩ଟି ବଡ଼ ବଡ କମ୍ପାନି ଏହାର ପୂରା ବ୍ୟବସାୟ କିଣିବାକୁ ବିଡ୍ ଦାଖଲ…

କାଶୀ, ବାରଣାସୀ, ବନାରସ… ଏଥି ମଧ୍ୟରୁ କେଉଁଟି କାଶୀ ବିଶ୍ଵନାଥର ସର୍ବପୁରାତନ ନାମ

ବାରାଣାସୀ: ବାରାଣାସୀ ଅର୍ଥାତ୍ କାଶୀର ନାମ ମନକୁ ଆସିବା ମାତ୍ରେ ଗଙ୍ଗା କୂଳରେ ଅବସ୍ଥିତ ଭଗବାନ ଶିବଙ୍କ ପ୍ରାଚୀନ ସହର କାଶୀ ମନକୁ ଆସେ। କାଶୀ ଯଥା ବାରାଣାସୀର ଇତିହାସ ହଜାରେ ବର୍ଷ ପୁରୁଣା | ବିଶ୍ଵାସ କରାଯାଏ ଯେ ବନାରସ ହେଉଛି ବିଶ୍ୱର ସର୍ବ ପୁରାତନ ସହର। ହିନ୍ଦୁ ବିଶ୍ୱାସ ଅନୁଯାୟୀ…

ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏଥର ବିଜେପି ଟିକେଟରୁ ହିମାଚଳରୁ ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ନିକଟରେ ସେ ମଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚି ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ ତାଙ୍କର ମୁକାବିଲା ହେଉଛି ।…

ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର

ନୂଆଦିଲ୍ଲୀ: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ଏହାକୁ ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତି ବୋଲି କହିଥାନ୍ତି । ଏମିତି ବି ଲୋକ ଅଛନ୍ତି,…

୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ

ନୂଆଦିଲ୍ଲୀ: ଦିୱାନ ହାଉସିଂ ଫାଇନାନ୍ସ କପୋରେଶନ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ନିର୍ଦ୍ଦେଶକ ଧୀରଜ ୱଧାୱନଙ୍କ ସିବିଆଇ ଗିରଫ କରିଛି । ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଠକେଇ ମାମଲାରେ ସିବିଆଇ ତାଙ୍କ ବିରୋଧରେ…

ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ପୂରିଛି ଦୁଇ ମାସ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ପରେ ଆୟୋଗ ନିଜର ପାରଦର୍ଶୀ ପଦକ୍ଷେପ ଗ୍ରହଣ କରି ସଦ୍ୟତମ ରିପୋର୍ଟ ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଆୟୋଗ ଏଭଳି ରିପୋର୍ଟ…