Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ: ଅମିତ ଶାହ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । କିନ୍ତୁ ବିରୋଧୀ ଏହାକୁ ବିରୋଧ କରିବା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ବିବୃତ୍ତି ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଆଇନ…

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକାକି ଲଢିବ ଏଆଇଏମଆଇଏମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକା ଲଢିବ ଏଆଇଏମଆଇଏମ । ଏନେଇ ଘୋଷଣା କଲେ ଦଳ ମୁଖ୍ୟ ଅସଦୁଦ୍ଦିନ ଓବେସୀ । ଏଆଇଏମଆଇଏମ, ସମାଜବାଦୀ ପାର୍ଟି (ଏସପି) ସହିତ ଏକ ଚୁକ୍ତି କରିବାକୁ ଚାହୁଁଥିଲା, କିନ୍ତୁ ଏହା ସଫଳ ନହେବାରୁ, ନିର୍ବାଚନରେ ​ଏକାକି ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

ସନ୍ଦେଶଖାଲିରେ ଇଡି ରେଡ୍‌; ଟିଏମସିରୁ ବହିଷ୍କୃତ ଶାହାଜାହାନଙ୍କ ସହ ଜଡ଼ିତ ୪ ସ୍ଥାନରେ ଚାଲିଛି ଚଢ଼ାଉ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଆଜି ସକାଳୁ ଟିଏମସି ନେତା ଶାହାଜାହାନ ଶେଖଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍‌ ଚାଲିଛି । ସନ୍ଦେଶଖାଲି ଓ ଏହାର ଆଖପାଖ ଅଞ୍ଚଳରେ ଜମି ହଡ଼ପ ଅଭିଯୋଗରେ ରେଡ୍‌ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

ଭାରତୀୟ କେଉଁଠାରୁ ଆସିଛନ୍ତି

ନୂଆଦିଲ୍ଲୀ: ଭାରତୀୟ କେଉଁଠାରୁ ପ୍ରକୃତରେ ଆସିଛନ୍ତି ସେ ନେଇ ଅନେକ ଥିଓରି ପ୍ରକାଶ ପାଇଛି । ପୂର୍ବରୁ ଆର୍କାଟିକ ହୋମ ଥିଓରୀରେ ଭାରତୀୟ ଉତର ଧ୍ରୁବରୁ ଆସିଥିବା କୁହାଯାଉଥିବା ବେଳେ ଅନ୍ୟ ଏକ ଗବେଷଣାରେ ୟୁରୋସିଆନରୁ ଆସିଥିବା ଅନୁମାନ କରାଯାଇଛି । ଏବେ ଆଉ ଏକ ନୂତନ ଥିଓରି ସମ୍ମୁଖକୁ ଆସିଛି…

୧୭ ତାରିଖ ମଧ୍ୟରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପାଇଁ ଗଣନା ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ, ଏହାକୁ ବର୍ତ୍ତମାନ ଯେକୌଣସି ସମୟରେ ଘୋଷଣା କରାଯାଇପାରେ। ବର୍ତ୍ତମାନ ଗ୍ରହଣ କରାଯାଉଥିବା ସୂଚନାନୁସାରେ, ମାର୍ଚ୍ଚ ୧୬ କିମ୍ବା ୧୭ ରେ ଏହା ଘୋଷଣା କରାଯାଇପାରେ। ୨୦୧୯ରେ, ମାର୍ଚ୍ଚ ୧୦ରେ ଲୋକସଭା…

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ, ୭୨ ଜଣ ପ୍ରାର୍ଥିଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଅଛି। ୭୨ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ନାଗପୁରର ନିତିନ ଗଡକରୀ ଏବଂ ହମିରପୁର ଅନୁରାଗ…

ରାଷ୍ଟ୍ରପତିଙ୍କୁ ଡକ୍ଟରେଟ ଉପାଧି ଦେଲା ମରିସସ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଛି ମରିସସ ବିଶ୍ୱବିଦ୍ୟାଳୟ। ଦ୍ୱିପାକ୍ଷିକ ସମ୍ପର୍କର ଗଭୀରତାକୁ ପ୍ରତିଫଳିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ମରିସସ୍ ବିଶ୍ୱବିଦ୍ୟାଳୟ ଡକ୍ଟର ଅଫ୍ ସିଭିଲ୍ ଲ’ର ସମ୍ମାନଜନକ ଡିଗ୍ରୀ ପ୍ରଦାନ…

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ପୂର୍ବତନ ବିଧାୟକ ମୁଖତାର ଅନସାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ବଡ଼ ଝଟକା ଲାଗିଛି । ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ଝଟକା ଲାଗିଛି । ଜାଲ ଅସ୍ତ୍ରଶସ୍ତ୍ର ମାମଲାରେ ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଏହା ସହ ୨.୨୦ ଲକ୍ଷ ଜରିମାନା…

ଅରୁଣାଚଳ ପ୍ରଦେଶର ୬୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ବୁଧବାର ବିଜେପି ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏକ ବୈଠକରେ ଏହି ନାମକୁ ଅନୁମୋଦନ କରିଛି। ମୁକ୍ତୋ…

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ରାଜନୀତି ମାହୋଲ ଏବେ ସରଗରମ ରହିଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନପୁରୁଣୁ ମନୋହର ବିଧାୟକ ପଦରୁ…