Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ରାଜନୀତି ମାହୋଲ ଏବେ ସରଗରମ ରହିଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନପୁରୁଣୁ ମନୋହର ବିଧାୟକ ପଦରୁ…

‘ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲେ ପୋଷ୍ଟ ଅଫିସରେ ଡିପୋଜିଟ ବଢିବ’

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହାଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ମନ୍ତ୍ରୀ ବିଜୟ ଶାହା, ଆଜି ଖଣ୍ଡବା ସ୍ଥିତ ଏକ ପୋଷ୍ଟ ଅଫିସର ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ ସମୟରେ ଯୋଗଦେଇଥିଲେ । ଯେଉଁଠି ସେ ଏପରି କିଛି କହିଛନ୍ତି ଯାହା ଏବେ ବେଶ୍…

ନିର୍ବାଚନ ଲଢ଼ିବା ନେଇ ଘୋଷଣା କଲେ ଭୋଜପୁରୀ ଅଭିନେତା ପଓ୍ବନ ସିଂ

ନୂଆଦିଳ୍ଲୀ: କଥା ବଦଳାଇଲେ ଭୋଜପୁରୀ ଅଭିନେତା । ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଛନ୍ତି ଭୋଜପୁରୀ ସୁପରଷ୍ଟାର ପୱନ ସିଂ । ଏକ୍ସ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ସମାଜରେ ଲୋକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଲଢ଼ିବେ । ଆପଣ ସମସ୍ତଙ୍କ ଆଶୀର୍ବାଦ…

ଆଧାର କାର୍ଡ ଅପଡେଟ୍ ପାଇଁ ବଢ଼ିଲା ସମୟସୀମା

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆଧାର କାର୍ଡ ଦଶ ବର୍ଷରୁ ଅଧିକ ପୁରୁଣା ହୋଇଯାଇଛି କିମ୍ୱା କେବେବି ଆପଣ ଆଧାର କାର୍ଡକୁ ଅପଡେଟ୍ କରିନାହାନ୍ତି, ତେବେ ଆପଣ ନିଜ ଆଧାର କାର୍ଡର ବିବରଣୀ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଅପଟେଡ୍ କରିପାରିବେ । ଏଥିଲାଗି ସମୟସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ…

ଶାସନକୁ ଆସିଲେ ବିନା ସର୍ଭେରେ ମିଳିବ ମହିଳାଙ୍କୁ ସଂରକ୍ଷଣ: ରାହୁଲ ଗାନ୍ଧୀ

ମହାରାଷ୍ଟ୍ର: ଲୋକସଭା ନିର୍ବାଚନକୁ ଦୃ୍ଷ୍ଟିରେ କଂଗ୍ରେସର ପକ୍ଷରୁ ବଡ଼ ପ୍ରତିଶ୍ରୁତି । ଶାସନକୁ ଆସିଲେ ବିନା ସର୍ଭେରେ ମହିଳାଙ୍କୁ ମିଳିବ ସଂରକ୍ଷଣ । ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ରାଲିକୁ ସମ୍ବୋଧିତ କରି ମହିଳାମାନଙ୍କୁ ବିନା ସର୍ଭେରେ ସଂରକ୍ଷଣ ଦିଆଯିବ…

ସିଏଏକୁ ନେଇ ମିଥ୍ୟା ରାଜନୀତି ବନ୍ଦ କର: ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ:  ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କ୍ରମାଗତ ଭାବରେ ବୟାନ ଦେଉଥିବା  ବିରୋଧୀ ଦଳର ନେତାମାନଙ୍କୁ  ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ତାଗିଦ କରିଛନ୍ତି । ସେ କହିଛନ୍ତି,‘‘ ସିଏଏକୁ ନେଇ ବିରୋଧୀ ଦଳମାନେ  କ୍ରମାଗତ ଦ୍ୱନ୍ଦ୍ୱ ବଢ଼ାଉଛନ୍ତି । ସେମାନେ ମିଥ୍ୟା…

କଂଗ୍ରେସକୁ ଝଟକା, ହାତ ଛାଡ଼ି ବିଜେପିରେ ଯୋଗଦେବେ ଅଜୟ କପୁର

ଲକ୍ଷ୍ନୌ: ବିଜେପିରେ ମିଶିବେ ଉତ୍ତରପ୍ରଦେଶର କଂଗ୍ରେସର ପୂର୍ବନେତା ଅଜୟ କପୁର । ଆଜି ସେ ହାତ ଛାଡ଼ି ପଦ୍ମ ଧରିବା ନେଇ ସୂଚନା ରହିଛି ।୩ ଥର ବିଧାୟକ ଥିବା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଛନ୍ତି । ବିହାରରେ କଂଗ୍ରେସ ପ୍ରଭାରୀ ମଧ୍ୟ ରହିଥିଲେ ଅଜୟ କପୁର । କାନପୁର ବଡ଼…

ଧରାପଡ଼ିଲେ ନକଲି କ୍ୟାନସର ଔଷଧ ତିଆରି କରୁଥିବା ଗ୍ୟାଙ୍ଗ; ୭ ଗିରଫ

ନୂଆଦିଲ୍ଲୀ: ନକଲି କ୍ୟାନସର ଔଷଧ ତିଆରି କରିବା ସହ ଅନ୍ୟ ଦେଶକୁ ପଠାଉଥିବା ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଦିଲ୍ଲୀର ଏକ କ୍ୟାନସର ହସପିଟାଲର  ଦୁଇ ଜଣ କର୍ମଚାରୀଙ୍କୁ ବି…

ଫେସବୁକ୍, ଟିକଟକ୍ କୁ ପଛରେ ପକାଇ ଇନଷ୍ଟାଗ୍ରାମ ହେଲା ବିଶ୍ବର ନମ୍ବର ଓ୍ବାନ୍ ଆପ୍

ନୂଆଦିଲ୍ଲୀ: ପୂର୍ବରୁ ଫେସବୁକ୍ କିମ୍ବା ଟିକଟକ୍ ପ୍ରଥମ ସ୍ଥାନରେ ରହୁଥିବା ବେଳେ, ବର୍ତ୍ତମାନ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି । କହିବାକୁ ଗଲେ ଟିକଟକ୍ କେତେକ ଦେଶରେ ନିଷେଧାଦେଶ ହେତୁ ଇନଷ୍ଟାଗ୍ରାମ ଲାଭ ରେ ଅଛି । କାରଣ ଏବେ ରିଲ୍ସ ର ଯୁଗ କହିଲେ କିଛି…

ଇସି ନିକଟକୁ ନିର୍ବାଚନୀ ବଣ୍ଡ ପଠାଇଲା ଷ୍ଟେଟ ବ୍ୟାଙ୍କ, ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମବାର ସନ୍ଧ୍ୟାରେ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି। ବ୍ୟାଙ୍କର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ…