Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୃତୀୟ ଦିନରେ ଚାଷୀ ଆନ୍ଦୋଳନ, ପଞ୍ଜାବରେ ୪ଘଣ୍ଟିଆ ରେଳରୋକ ଅଭିଯାନ, ଟ୍ରାଫିକ୍ ବ୍ୟାନ ଭିତରେ ସିବିଏସଇ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଆଜି ଚଣ୍ଡିଗଡ଼ରେ ଅପରାହ୍ନ ୫ ଟାରେ କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏସବୁ ମଧ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଭାରତୀୟ କିସାନ ୟୁନିୟନ ଉଗ୍ରାହାଁ ଦଳ ପଞ୍ଜାବରେ ରେଳ ରୋକ ଆନ୍ଦୋଳନ ଘୋଷଣା କରିଛି ।…

କାନସାସ୍ ସହରରେ ଗୁଳିମାଡ଼; ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଆହତ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ମିସୋରିର କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି । ସେମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା…

ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ପରୀକ୍ଷା ହଲ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ଏହି ପରୀକ୍ଷା ଚାଲିବ । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ…

ଗୁଡି ଉଡେଇ ଡ୍ରୋନ ଖସାଉଛନ୍ତି ଆନ୍ଦୋଳନକାରୀ

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ନେଇ ସରକାର ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ସୀମାରେ ପ୍ରବେଶ କରିବା ପାଇଁ ଆନ୍ଦୋଳନକାରୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ରଖିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ ମାଧ୍ୟମରେ ଟିୟର ଗ୍ୟାସ ପକାଯାଇଛି ।…

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ…

କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି। ଷଷ୍ଠ ଥର ପାଇଁ ସମନ ଜାରି ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛି ଇଡ଼ି। ଏହା ପୂର୍ବରୁ ୫ଥର ସମନ ଜାରି ହୋଇଥିଲା। ଯାହାକୁ…

ରାଜ୍ୟସଭା ନିର୍ବାଚନ: ଗୁଜରାଟରୁ ଜେପି ନଡ୍ଡା ଓ ମହାରାଷ୍ଟ୍ରରୁ ଅଶୋକ ଚୌହାନଙ୍କୁ ବିଜେପି ଟିକେଟ

ଅହମ୍ମଦାବାଦ: ବିଜେପିର ବଡ ଘୋଷଣା । ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନଡ୍ଡା । ସେହିଭଳି ନିକଟରେ ଦଳରେ ଯୋଗଦେଇଥିବା ଅଶୋକ ଚୌହାନ ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି…

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ଜୟପୁର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଭରିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସରୁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ…

ଏମଜେ ଆକବରଙ୍କ ଠାରୁ ସାଗରିକା ଘୋଷଙ୍କ ପର୍ଯ୍ୟନ୍ତ ଏହି ସାମ୍ବାଦିକ ପହଞ୍ଚିଛନ୍ତି ରାଜ୍ୟସଭାରେ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ନିକଟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସାମ୍ୱାଦିକ…

କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟରେ ନଜର ଆସିବେ ଭାରତୀୟ ନୗସେନା

ନୂଆଦିଲ୍ଲୀ: ଭାରତୀୟ ନୗସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୗସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୗସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ  ଭୋଜନ କକ୍ଷରେ  କାମ କରୁଥିବା କମର୍ଚାରୀ…