Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମୁଦ୍ର ଭିତରେ ୨୨ କିଲୋମିଟରର ଅଟଳ ସେତୁ, ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରରେ ଦେଶର ଦୀର୍ଘତମ ସମୁଦ୍ର ସେତୁକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାୟ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଆଜି ଠାରୁ ୧୧ଦିନିଆ ସ୍ଵତନ୍ତ୍ର ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ଏକ ସ୍ଵତନ୍ତ୍ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । …

ପଶ୍ଚିମବଙ୍ଗରେ କଂଗ୍ରେସ ଦୁର୍ବଳ ବୋଲି ସ୍ବୀକାର କଲେ ଆସନ ବାବଦରେ ଆଲୋଚନା ହେବ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ଚାହୁଁଛି ଯେ କଂଗ୍ରେସ ନେତୃତ୍ୱ ପଶ୍ଚିମବଙ୍ଗରେ ଦୁର୍ବଳ ବୋଲି ସ୍ୱୀକାର କରନ୍ତୁ। ଏବଂ ମମତା ବାନାର୍ଜୀଙ୍କୁ ରାଜ୍ୟରେ ବିଜେପି ବିରୋଧରେ ଲଢ଼େଇର ନେତୃତ୍ୱ ନେବାକୁ ଆହ୍ବାନ କରନ୍ତୁ। ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ କଂଗ୍ରେସ ସହ…

ପଙ୍କଜ କେଉଁ ରାଜନେତା ଭୂମିକାରେ ବଡ଼ ପରଦାରେ ଆସିବେ? ‘ନ୍ୟାସନାଲ ଆଇକନ୍’ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର 'ନ୍ୟାସନାଲ ଆଇକନ୍' ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ୨୦୨୨ରେ ଇସିଆଇର ନ୍ୟାସନାଲ ଆଇକନ୍ ଭାବେ ମନୋନୀତ ହୋଇଥିବା ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଆଗାମୀ ଫିଲ୍ମ 'ମୁଁ ଅଟଳ ହୁଁ'ର ପ୍ରମୋସନରେ…

ଦେଶରେ ପ୍ରତି ୫ଝିଅଙ୍କ ମଧ୍ୟରୁ ଜଣେ ଓ ପ୍ରତି ୬ ପୁଅଙ୍କ ମଧ୍ୟରୁ ଜଣେ ବାଲ୍ୟ ବିବାହର ଶିକାର: ରିପୋର୍ଟ

ନୂଆଦିଲ୍ଲୀ: ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା ।ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପାର କଲାଣି । ତଥାପି ବାଲ୍ୟ ବିବାହ ପରି କୁପ୍ରଥାର ଅନ୍ତ ଘଟିନି । ବାଲ୍ୟ ବିବାହ ବିରୁଦ୍ଧରେ କଠୋର ନିୟମ ରହିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି ପ୍ରଥା ଏଯାବତ ଚାଲିଛି । ଗତ ଦଶନ୍ଧି ତୁଳନାରେ ଏହି ବାଲ୍ୟ ବିବାହ…

କର୍ତ୍ତବ୍ୟ ପଥରେ ଇତିହାସ ରଚିବ ଦିଲ୍ଲୀ ପୋଲିସର ମହିଳା କଣ୍ଟିଜେଣ୍ଟ ଟିମ୍

ନୂଆଦିଲ୍ଲୀ: ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଦିଲ୍ଲୀର କର୍ତ୍ତ୍ୟବ୍ୟ ପଥରେ ଗଣତନ୍ତ୍ର ଦିବସରେ ପରେଡ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟପକ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । କିନ୍ତୁ ଚଳିତଥର ଦିଲ୍ଲୀ ପୋଲିସର ମହିଳା କର୍ମଚାରୀ ସମସ୍ତଙ୍କ ଆକର୍ଷଣର…

୮ ମାସ ହେବ ହୋଟେଲରେ ରହୁଛନ୍ତି ୮ ଜଣିଆ ପରିବାର

ବେଜିଂ: ପ୍ରାୟତଃ ହୋଟେଲରେ ରହିବା ସର୍ବଦା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ମାତ୍ର ଚୀନର ନାନୟାଙ୍ଗରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଏଠାରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ଏକ ଆଠ ଜଣିଆ ପରିବାର ୮ମାସ ହେବ ରହି ଆସୁଛନ୍ତି । ଏପରିକି ସେମାନେ ଆହୁରି…

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ…

ମିଳିଲା ଆଶାର ନୂତନ କିରଣ, ନିପା ଭାଇରସ ଟିକା ଉପରେ ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟି ନିପା ଭାଇରସ ଟିକା ଉପରେ ମାନବ ପରୀକ୍ଷା ଆରମ୍ଭ କରିଛି, ଯାହା କେରଳ ସମେତ ଭାରତର କେତେକ ରାଜ୍ୟ ଏବଂ ଏସିଆର ଅନେକ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି । ଏହି ମାରାତ୍ମକ ଜୀବାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ନାହିଁ । ଏହାର ପରୀକ୍ଷଣରେ,…

ଦିଲ୍ଲୀରେ ଭୁକମ୍ପ ଝଟକା, କେନ୍ଦ୍ରସ୍ଥଳ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ NCR । ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଦିଲ୍ଲୀରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ଜଣାପଡିଛି । ତେବେ ଭୁକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ବୋଲି ଜଣାପଡିଛି । ଭୁକମ୍ପରେ କୌଣସି କ୍ଷୟକ୍ଷତିର…