Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୬ରୁ ଦେଶରେ ଆରମ୍ଭ ହେବ ପ୍ରଥମ ବୁଲେଟ୍ ଟ୍ରେନ: ସୁରଟ-ବିଲିମୋରାକୁ ଯୋଡ଼ିବ

ଗାନ୍ଧିନଗର: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ଏଥିସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗୁଜରାଟରେ ଆୟୋଜିତ ଶିଖର…

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, ଛାଡ଼ପତ୍ର ପାଇଁ ଆଧାର: ହାଇକୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ପତ୍ନୀ ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମାନସିକ ନିଷ୍ଠୁରତା ବୋଲି ବିବେଚନା କରାଯାଇପାରେ ଏବଂ ଛାଡ଼ପତ୍ର ପାଇଁ ଏକ ବୈଧ ଆଧାର ଭାବରେ ଏହାକୁ ଗ୍ରହଣ କରାଯାଇପାରେ। ଏହି ରାୟ ଏକ ମାମଲାରୁ…

ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଭୁଟ୍ଟବୀର ମୃତ୍ୟୁ ନେଇ ସ୍ପଷ୍ଟ କଲା ଜାତିସଂଘ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଛି। ଗତ ବର୍ଷ ମେ ୨୯ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର…

ଝିଅଙ୍କ ବିବାହ ବୟସ ହେବ ୨୧ ବର୍ଷ, ହିମାଚଳ ପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାସ

ସିମଲା: ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହିମାଚଳ ପ୍ରଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ ଅଣା ଯାଇଛି। ଏବେ ଝିଅମାନେ ୧୮ ବର୍ଷ ପରିବର୍ତ୍ତେ ୨୧ବର୍ଷ ବୟସରେ ବିବାହ କରିବେ। ହିମାଚଳ କ୍ୟାବିନେଟ ବୈଠକରେ ଝିଅର ସର୍ବନିମ୍ନ ବୟସକୁ ୨୧…

ବାୟୁସେନା ବିମାନ ଏଏନ-32 ର ମିଳିଲା ପତ୍ତା, ୮ ବର୍ଷ ପୂର୍ବେ ଥିଲା ନିଖୋଜ

ନୂଆଦିଲ୍ଲୀ: ୮ ବର୍ଷ ପୂର୍ବେ ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ AN-32 ର ପତ୍ତା ମିଳିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ବହୁ ପରିଶ୍ରମ ଏବଂ କୌଶଳ ବ୍ୟବହାର କରି ବିମାନର ଧ୍ୱଂସାବଶେଷ ଚିହ୍ନଟ କରିଛନ୍ତି । ବିମାନର…

ଅଟଳ ସେତୁ ଲୋକାର୍ପିତ, କମିବ ଯାତ୍ରା ସମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ବିହାରୀ ବାଜପେୟୀ ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ୧୭୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ ଅଟେ। ଡିସେମ୍ବର ୨୦୧୬ରେ ପିଏମ ମୋଦୀ ଏହି…

ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନର ବ୍ୟବହାର ମାମଲା: ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଜତିନ ମହାନ୍ତି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ।…

ନାସିକ କାଲାରାମ ମନ୍ଦିର ସଫା କଲେ ମୋଦି, ଜାନୁଆରୀ ୨୨ ସୁଦ୍ଧା ସମସ୍ତ ମନ୍ଦିରକୁ ସ୍ବଚ୍ଛ ରଖିବାକୁ କଲେ ଅପିଲ

ନାସିକ: ଦିନିକିଆ ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍-MTHL (ଅଟଳ ସେତୁ) ର ଉଦଘାଟନ କରିବେ । ଏହା ଦେଶର ଦୀର୍ଘତମ ସମୁଦ୍ର ସେତୁ ଅଟେ । ଏହି ଉଦଘାଟନୀ ସମାରୋହ ଅପରାହ୍ନ ୪ ଟା ୩୦ ସମୟରେ ହେବ । ଏହାପୂର୍ବରୁ…

ପୁଣିଥରେ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଆମେ ଏହି ପଦବୀକୁ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ଏବେ ସମଗ୍ର ଦେଶରେ ଉତ୍ସବର ମାହୋଲ । ଏହାରି ଭିତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶଙ୍କରାଚାର୍ଯ୍ୟ ଯୋଗ ନଦେବା ପ୍ରସଙ୍ଗ ମଧ୍ୟ ପୁରା ଦେଶକୁ ସରଗରମ କରିଛି । ସ୍ଵାମୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ଵତୀ ଓ ସ୍ଵାମୀ ନିଶ୍ଚଳାନନ୍ଦ…

ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ

ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ ହେଉଛନ୍ତି ସମଥା ଗାଁର ନେଲସନ୍ ଭେଙ୍ଗ୍ରା । ସୂଚନା…