Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା; ସତର୍କ କଲା ଗୁଇନ୍ଦା ବିଭାଗ, କଡା ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଜୋରସୋରରେ ଚାଲିଛି ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମୟରେ ହତଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ରାମ ମନ୍ଦିରର ଉଦଘାଟନ…

ଯିଏ ଅଯୋଧ୍ୟା ନଯିବ ସେ ଜୀବନ ସାରା ପସ୍ତେଇବ, କଂଗ୍ରେସକୁ ରାବଣ ସହ ତୁଳନା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏନେଇ କଂଗ୍ରେସକୁ କଡା ଜବାବ ଦେଇଛି ବିଜେପି । ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଆଧିର…

ପାସପୋର୍ଟ ରାଙ୍କିଙ୍ଗରେ ସବୁଠୁ ଖରାପ ପାକିସ୍ତାନ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ରହିଛି । ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ କ୍ଷେତ୍ରରେ ଏହି ୬ଟି ଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ପାକିସ୍ତାନ ଏହି…

ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଗୁଳିକାଣ୍ଡ, ୪ ନିଖୋଜ

ଇମ୍ଫାଲ: ବିଷ୍ଣୁପୁର ଜିଲ୍ଲାରେ ବୁଧବାର ଏକ ଗୁଳିକାଣ୍ଡ ଘଟଣା ଘଟିବା ପରେ ମଣିପୁରରେ ପୁଣି ଥରେ ହିଂସା କାଣ୍ଡ ଘଟିଛି। ବିଷ୍ଣୁପୁର ଜିଲ୍ଲାର କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଛି। ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା ସେହି ଅଞ୍ଚଳ ନିକଟରେ ଅଦା…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆସିବେ ନାହିଁ କଂଗ୍ରେସ ନେତା, କହିଲେ ଆରଏସଏସ-ବିଜେପି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବରିଷ୍ଠ ନେତାମାନେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ…

କେଉଁ ଆଧାରରେ ମହାରାଷ୍ଟ୍ର ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଲେ?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାବାଚସ୍ପତି ରାହୁଲ ନର୍ଭେକର ବୁଧବାର ବିଧାୟକ ଅଯୋଗ୍ୟତା ମାମଲାରେ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଶୁଣାଇଛନ୍ତି। ଗତବର୍ଷ ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀକୁ ସରକାରୀ ଶିବସେନା ଦଳ ଭାବେ ମାନ୍ୟତା ଦେଇଥିଲେ। ସେହି ସମୟରେ ନିର୍ବାଚନ ଆୟୋଗ କେଉଁ ଆଧାରରେ ଏହି…

ମାଳଦ୍ୱୀପକୁ ବଏକଟ୍ କରିବାକୁ ଫିଲ୍ମ ନିର୍ମାତାମାନଙ୍କୁ FWICEର ଅପିଲ୍, ଲାକ୍ଷାଦ୍ୱୀପ ରେ ସୁଟିଂ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ (FWICE) ବୁଧବାର ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପରେ ଶୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ…

୪ ବର୍ଷର ପୁଅକୁ ମାରିବାକୁ ସିଇଓ ମା’ କଫ୍ ସିରଫ ଆଣିଥାଇପାରନ୍ତି: ପୋଲିସ

ପାଣାଜି: ୪ ବର୍ଷର ପୁଅର ମୃତଦେହକୁ ସୁଟକେସ୍ ରେ ନେଇ ଗୋଆରୁ ଫେରାର ହେଉଥିବା ବେଳେ ନାଟକୀୟ ଭାବେ ଗିରଫ ହୋଇଛନ୍ତି। ହତ୍ୟାର କାରଣ ଖୋଜା ଚାଲିଛି। ଏହି ହତ୍ୟାକାଣ୍ଡ ହଠାତ ଘଟିଛି ମା ଯୋଜନାବଦ୍ଧ ସେ ନେଇ ତଦନ୍ତ ଚାଲିଛି। ଏହାରି ଭିତରେ ପୋଲିସ କହିଛି, ଏଭଳି କିଛି ପ୍ରମାଣ ମିଳିଛି ତାହା…

ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ!

ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା…

ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ !

ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ । ନିକଟରେ ବୈଜ୍ଞାନିକମାନଙ୍କ ଏକ ଗବେଷଣାରେ ଏହି ତଥ୍ୟ ଉଜାଗର ହୋଇଛି । ବିଭିନ୍ନ ବ୍ଲଡ ଗ୍ରପକୁ ନେଇ ସେମାନେ ଗବେଷଣା କରିବା ପରେ ସେମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏ ଗ୍ରୁପ ବ୍ଲଡର ବ୍ୟକ୍ତି ଧୈର୍ଯ୍ୟବାନ, ବିଚାରଶୀଳ ଓ…