Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଝି ରାସ୍ତାରେ ଫାୟାରିଂ କଲେ ଯୁବତୀ; ଭାଇରାଲ ହେଲା ଭିଡିଓ

ରାଜସ୍ଥାନ: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିକୁ ଯୁବତୀ ଜଣକ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖିବା ପରେ ପୋଲିସ ଯୁବତୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ସଂସଦରେ ଗର୍ଜିଲେ ଏମପି: ନାଚି ନାଚି ଲୋକଙ୍କ ଦାବି କଲେ ଉପସ୍ଥାପନା

ନ୍ୟୁଜିଲାଣ୍ଡ: ସାଧାରଣତଃ ଜଣେ ଲୋକପ୍ରତିନିଧିଙ୍କ ଦମଦାର ଭାଷଣ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ । ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିଥାନ୍ତି । ନିକଟରେ ଜଣେ ଏମପିଙ୍କ ନିଆରା ଢଙ୍ଗରେ ସଂସଦରେ ଦାବି ଉପସ୍ଥାପନା କରିବା ସମସ୍ତକୁ ଆକୃଷ୍ଟ…

ଅଗ୍ନିବୀରରେ ଭର୍ତ୍ତି ପାଇଁ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନିୟମରେ ଭାରତୀୟ ସେନା ଏକ ବଡ ପରିବର୍ତ୍ତନ କରିଛି। ବର୍ତ୍ତମାନ ନୂଆ ନିୟମରେ ପୋଷ୍ଟ ପାଇଁ ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା। ଏହି ନୂତନ ନିୟମ ୨୦୨୪-୨୫ରୁ ଲାଗୁ ହେବ। ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି।…

କ’ଣ ଏହି ରାସନ ଘୋଟାଲା, ଯାହାକୁ ନେଇ ଖୋଳତାଡ଼ ଚଳାଇଛି ଇଡି, ଜାଣନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ରାସନ ସ୍କାମ ମାମଲାର ଚଢାଉ କରିବାକୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦଳ ଉପରେ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଶାହାଜାହାନ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ବଢୁଛି ଅଡ଼ୁଆ, ହେମନ୍ତଙ୍କ ନିକଟ ସମ୍ପର୍କୀୟକୁ ଇଡ଼ିର ସମନ

ନୂଆଦିଲ୍ଲୀ: ଝାଡଖଣ୍ଡରେ ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ଘଟଣାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦ ଏବଂ ସାହିବଗଞ୍ଜ ଡେପୁଟି କମିଶନର ରାମ ନିୱାସ ଯାଦବଙ୍କୁ ପଚରାଉଚରା କରିଛନ୍ତି।…

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, ୧୦ରୁ ପ୍ରତିଦିନ ଉଡାଣ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କଲା ‘ଇଣ୍ଡିଗୋ’ ଏୟାରଲାଇନ୍ସ। ଆଜି ଦିଲ୍ଲୀ- ଅଯୋଧ୍ୟା ମଧ୍ୟରେ ଦୁଇଟି ବିମାନ ଉଡାଣ କରିଛି । ଉଭୟ ସହରରୁ ଦୁଇଟି ବିମାନ ଉଡାଣ ଭରି ଉଭୟ ବିମାନ ବନ୍ଦରରେ ଅବତରଣ କରିଛି । ଆଜି ପରୀକ୍ଷା…

ଗର୍ଭବତୀ ସ୍ତ୍ରୀ ଓ ଶାଶୂଙ୍କୁ ଗ୍ୟାସ୍ ବିସ୍ଫୋରଣ କରି ହତ୍ୟା: ନୌସେନା କର୍ମଚାରୀ ଗିରଫ 

ପାନାଜୀ: ଗର୍ଭବତୀ ସ୍ତ୍ରୀ ଓ ଶାଶୂଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ନୌସେନାର କର୍ମଚାରୀ ଅନୁରାଗ ସିଂହ ରାଜାୱତ ଗିରଫ। ଗୋଆର ଭାସ୍କୋଡି ଗାମା ବନ୍ଦରସହର ନ୍ୟୁ ୱେଡେମ୍‌ରେ ଏହି ହତ୍ୟାକାଣ୍ଡ ଘଟିଥିଲା।ଯୌତୁକ ପାଇଁ ସେ ଉଭୟଙ୍କୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରି ହତ୍ୟା କରିଥିବା ଅଭିଯୋଗ…

ଭୋପାଳରେ ବେଆଇନ ସେଲଟର ହୋମରୁ ୨୬ ଝିଅ ନିଖୋଜ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିଲା ବେଆଇନ ସେଲଟର ହୋମ । ଏବେ ବାଳିକା ଗୃହରୁ ୨୬ ଜଣ ଝିଅ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ଝିଅମାନେ ଗୁଜରାଟ, ଝାଡଖଣ୍ଡ ଓ ମଧ୍ୟ ପ୍ରଦେଶର ବୋଲି ଜଣା ପଡିଛି। ଭୋପାଳ ପରଭାଳିଆ ଥାନା ଅଞ୍ଚଳରେ ବେଆଇନ୍ ସେଲଟର ହୋମ ଚାଲିଥିଲା। ରାଷ୍ଟ୍ରୀୟ ବାଳ…

ମଝି ଆକାଶରେ ଉଡିଗଲା ବିମାନ କବାଟ, ଜରୁରୀ ଅବତରଣ କଲା ଅଲାସ୍କା ଏୟାରଲାଇନ୍ସ

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ବିମାନର ମୁଖ୍ୟ କବାଟ । ଅଳ୍ପକେ ବର୍ତ୍ତିଗଲେ ସମସ୍ତ ଯାତ୍ରୀ । ଉଡ଼ିବାର ମାତ୍ର କିଛି ସମୟ ପରେ ଜରୁରୀକାଳିନ ଲ୍ଯାଣ୍ଡିଂ କଲା ବିମାନ । ଏଭଳି ଘଟଣା ଘଟିଛି ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନରେ । ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିଲା…

ସ୍ମାର୍ଟଫୋନ୍ ଅଭ୍ୟାସ ଛଡ଼ାଇବାକୁ ମହିଳା ଘରେ ଆଣିଲେ ଏମିତି ନିୟମ, ଏଗ୍ରିମେଣ୍ଟ ପେପର୍ ହେଉଛି ଭାଇରାଲ୍ 

ନୂଆଦିଲ୍ଲୀ; ସ୍ମାର୍ଟଫୋନ୍ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଫୋନକୁ ନିଜ ହାତରେ ରଖିବାକୁ ପସନ୍ଦ କରିଥାନ୍ତି।  ପରିବାରର ସଦସ୍ୟଙ୍କର ଏହି ସ୍ମାର୍ଟଫୋନ୍ ଅଭ୍ୟାସକୁ ଛଡ଼ାଇବା…