Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ସରକାରଙ୍କ ନିର୍ଦ୍ଦେଶରେ ଆପଲ୍ ଏବଂ ଗୁଗଲ୍ ବ୍ୟାନ୍ କଲା ଏହି ୨ ଟି ଆପ୍, ଫୋନରୁ କରନ୍ତୁ ତୁରନ୍ତ ଡିଲେଟ

ନୂଆଦିଲ୍ଲୀ: ଗୁଗୁଲ ଏବଂ ଆପଲ୍ ଭାରତରେ ଥିବା ସେମାନଙ୍କର ଆପ୍ ଷ୍ଟୋରରୁ ଦୁଇଟି ଆପ୍ ହଟେଇଛନ୍ତି । ଯାହା ବିଦେଶୀ ସିମ୍ କାର୍ଡ (ଇ-ସିମ୍) ସେବା ଯୋଗାଉଥିଲା | ଏହି ଆପଗୁଡିକ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି | ଭାରତ ସରକାରଙ୍କ ଟେଲିକମ୍ ବିଭାଗ (DoT) ଏହି ଆପଗୁଡିକୁ…

ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ କିଛି ନେତା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯେଉଁ ମାମଲା ଏବେ ବେଶ ଗୁରୁତର ହୋଇ ପଡ଼ିଛି। ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ‘ବୟକଟ୍ ମାଳଦ୍ୱୀପ’ । ଭାରତ ବିରୋଧୀ ମନ୍ତବ୍ୟ ଦେବା ପରେ…

୫ ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ୫ ଲୋକସଭା ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର । ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ଘୋଷଣା ହୋଇଛି । ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକସଭା ସଦସ୍ୟ ମନୋନୀତ ହୋଇଛନ୍ତି । ଏହାର ଆୟୋଜକମାନେ ରବିବାର ଏହି…

ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି ମହିଳା

କାନପୁର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳୁଛି । ଶୁଭ ମୁହୂର୍ତ୍ତରେ ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା ଯେଉଁମାନଙ୍କ ସେହି ଦିନବେଳକୁ…

‘ମିଜୋରାମରେ ଆଶ୍ରୟ ନେଇଥିବା ୩୧୦୦୦ ମିଆଁମାର ଶରଣାର୍ଥୀଙ୍କୁ ସହଯୋଗ କରିବେ ସରକାର’

ଆଇଜଲ: ମିଆଁମାରରୁ ଆସିଥିବା ଶରଣାର୍ଥୀ ଏବଂ ମଣିପୁରର ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ସହାୟତା କରିବେ ମିଜୋରାମ ସରକାର । କେନ୍ଦ୍ରୀୟ ସହାୟତା ମାଧ୍ୟମରେ ସମସ୍ତଙ୍କୁ ସାହାଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ…

ଚୀନରେ ଦେଶଭକ୍ତଙ୍କ ଅଭାବ! ସରକାର ଆଣିଲେ ନୂଆ ନିୟମ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିରାଶା ଏବେ ବିଶ୍ୱ ଦେଖୁଛି । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଶକୁ ଘେରି ରହିଛି। କେତେବେଳେ ଦେଶରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବା ବିରୋଧରେ ଯୁବକମାନେ ବିରୋଧ କରୁଛନ୍ତି ଆଉ କେବେ ଅର୍ଥନୀତିର ମନ୍ଥରତା ହେତୁ ଦେଶର ବ୍ୟବସାୟୀମାନେ ବିଦେଶକୁ…

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା: ମାଳଦ୍ୱୀପର ୩ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ ।ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…

ହୋସରେ ଥିବା ବେଳେ ୫ବର୍ଷୀୟ ଶିଶୁକନ୍ୟାର ବ୍ରେନ ଟ୍ୟୁମର୍ ସର୍ଜରୀ କଲେ AIIMS ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ AIIMSକୁ ମିଳିଲା ଆଉ ଏକ ସଫଳତା । ବେହୋସ ନକରି ୫ବର୍ଷୀୟ ଶିଶୁ କନ୍ୟାର ବ୍ରେନ ଟ୍ୟୁମର ସର୍ଜରୀ କଲେ ଡାକ୍ତର । ଏନେଇ AIIMS ଦାବି କରିଛି ଯେ ଏହି ଶିଶୁ ବିଶ୍ୱର ସର୍ବ କନିଷ୍ଠ ଯାହାକୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଅକ୍ଷିତା ନାମକ ଶିଶୁର…

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା, କହିଲେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ…

ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ୍ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରିବା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ସାରା ଦେଶରେ…

ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ, ନିର୍ବାଚନକୁ ବର୍ଜନ କରିଛି ବିଏନପି

ବାଂଲାଦେଶ: ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳୁ ସକାଳି ଆରମ୍ଭ ହୋଇଛି ମତଦାନ । ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଗତକାଲିଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌…