Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସୁପ୍ରିୟା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ…

ଅକାଳୀ ଦଳ ସହ ହେବନି ମେଣ୍ଟ, ପଞ୍ଜାବରେ ଏକାକୀ ଲଢିବ ବିଜେପି

ଚଣ୍ଡିଗଡ: ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବର୍ତ୍ତମାନ ରାଜ୍ୟରେ ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ପଞ୍ଜାବରେ ଲୋକସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ଏନେଇ ଆଜି ବିଜେପି ପକ୍ଷରୁ…

ତେଲେଙ୍ଗାନା ଫୋନ୍ ଟ୍ୟାପିଂ ବିବାଦ: ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ନମ୍ବର ୧ ଅଭିଯୁକ୍ତ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଦେଖାଦେଇଛି । ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କ ନାଁରେ ଫୋନ୍ ଟାପିଂ ନେଇ ସଙ୍ଗୀନ ଅଭିଯୋଗ ରହିଛି । ବିଆରଏସ୍ ସରକାର ସମୟରେ ରାଓଙ୍କ ନିର୍ଦ୍ଦେଶରେ…

ଭାରତୀୟ ଇସ୍ପାତ ସଂଘର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସଏ)ର ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଦିଲ୍ଲୀପ ଓମେନଙ୍କ…

ଦଳୀୟ ଟିକଟ ମିଳିଲାନି ବୋଲି ବିଷ ଖାଇଲେ ଆଶାୟୀ

ଚେନ୍ନାଇ:ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକେଟ ନ ମିଳିବାରୁ ଜଣେ ଆଶାୟୀ ସାଂସଦ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନେଇ ସୂଚନା ରହିଛି। ତେବେ ବିଷ ପିଇଥିବା ଆଶାୟୀ ଜଣକ ହେଉଛନ୍ତି ଏମଡିଏମକେର ସାଂସଦ ଗଣେଶମୂର୍ତ୍ତି। ଗଣେଶ ରବିବାର ଦିନ ବିଷ…

ପଶ୍ଚିମବଙ୍ଗରେ ବିଜେପିର ମାଷ୍ଟର ଷ୍ଟ୍ରୋକ୍, ମହୁଆ ମୋଇତ୍ରଙ୍କ ବିରୋଧରେ ରାଜ ପରିବାରରୁ ଅମୃତା ରାୟଙ୍କୁ ଟିକେଟ

କୋଲକାତା: ରବିବାର (୨୪ ମାର୍ଚ୍ଚ) ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି ବିଜେପି । ଏଥିରେ ୧୧୧ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରାୟଙ୍କୁ ଟିକେଟ୍ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ସହ…

ଗୋଆରେ ପ୍ରଥମଥର ମହିଳା ପ୍ରାର୍ଥୀ ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ ଦେଲା ବିଜେପି

ପଣଜୀ: ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ…

ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ପ୍ରଥମେ ପୋଷ୍ଟର ଲଗାନ୍ତୁ: ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଚଳିତ ବର୍ଷର ଲୋକସଭା ନିର୍ବାଚନରେ ନାଗପୁର ଲୋକସଭା ଆସନରୁ ଲଢିବେ । ଏହି ସମୟରେ ନାଗପୁରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିର ବରିଷ୍ଠ ନେତା ଗଡକରୀ ବିରୋଧି ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ।…

ଜେଜେ ମାଆର ଜୀବନ ବଂଚାଇ ରଖିବା ପାଇଁ ଅଭିନବ ପନ୍ଥା ଗ୍ରହଣ କଲା ନାତି

ବେଜିଂ: ଜୀବନ ମୂଲ୍ୟବାନ । ମୃତ୍ୟୁ ନିଶ୍ଚିତ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଗ୍ରହଣ କରିବା ଏତେ ସହଜ ନୁହେଁ । ଆଉ ଯଦି ପରିଜନଙ୍କ ମୃତ୍ୟୁ ଘଟିଥାଏ ତାହାହେଲେ ତ କଥା ସରିଲା । ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଡିପ ଫେକ ଟେକ୍ନୋଲୋଜିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଜେଜେ…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ…