Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବକେୟା ଦରମାକୁ ନେଇ ସ୍ମୃତି ଇରାନୀଙ୍କ ନିକଟରେ ଅଭିଯୋଗ କଲେ ଶିକ୍ଷକ, ତା’ପରେ…

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ ତଥା ଆମେଠି ସାଂସଦ ସ୍ମୃତି ଇରାନୀ ନିକଟରେ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତ କରିଥିଲେ। ଏହି ସମୟରେ ବକେୟା ଦରମା ପାଇନଥିବା କହି ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତାଙ୍କ ସମସ୍ୟା କହିଥିଲେ। ଏହାପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ପୂର୍ବତନ କେନ୍ଦ୍ରଶିକ୍ଷାମନ୍ତ୍ରୀ ତଥା…

ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଗୁଳିମାଡ; ୨୪ ଘଣ୍ଟାରେ ୨୦୦ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଦୁଇ ମାସ ଧରି ଜାରି ରହିଥିବା ଯୁଦ୍ଧର ଅବସାନ ଏଯାଏ ଘଟିନି । ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ଗାଜା ପଟ୍ଟିକୁ ଟାର୍ଗେଟ କରିଛି । ରଏଟର୍ସ ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ ଗାଜା ପଟ୍ଟିରେ ଖାନ ୟୁନିସ ଉପରେ…

ଆଦିତ୍ୟ ବିର୍ଲା ଗ୍ରୁପ୍ ରୁ ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତୃପତ ମିଶ୍ରଙ୍କ ଅବସର ଘୋଷଣା

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତ୍ରୁପତ ମିଶ୍ର କର୍ପୋରେଟ୍ କ୍ଷେତ୍ରରୁ ଅବସର ନେଇ ବିକଳ୍ପ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବୁଧବାର ଆଦିତ୍ୟ ବିର୍ଲାର ମୁଖ୍ୟଙ୍କ ଦ୍ୱାରା ଆଭ୍ୟନ୍ତରୀଣ ଇ-ମେଲ୍ ଜରିଆରେ ଶ୍ରୀ ମିଶ୍ରଙ୍କ ନିଷ୍ପତ୍ତି ସମ୍ପର୍କରେ…

ଓଡ଼ିଆ ପୁଅ ଉତ୍କଳ ସାହୁ ହେଲେ ରାଜସ୍ଥାନର ପୋଲିସ ଡିଜି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଓଡ଼ିଆ ଆଇପିଏସ୍ ଅଧିକାରୀ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନର ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଡିଜିପି ଉମେଶ ମିଶ୍ରାଙ୍କ ସ୍ୱେଚ୍ଛାକୃତ ଅବସର ପରେ ଏହି ନିଯୁକ୍ତି ଦିଆଯାଇଛି। ଅକ୍ଟୋବର ୨୭, ୨୦୨୨ରେ ଡିଜିପି…

ସଜେଇ ହୋଇଛି ଅଯୋଧ୍ୟା: ଆସିବେ ପ୍ରଧାନମନ୍ତ୍ରୀ, ଭେଟି ଦେବେ ୧୬ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୬ ହଜାର କୋଟି ପ୍ରକଳ୍ପ ଭେଟି ଦେବେ ।  ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃବିକଶିତ ରେଳ ଷ୍ଟେସନ ସମେତ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ଏଥିସହିତ ଦୁଇଟି ଅମୃତ ଭାରତ ଏବଂ ୬ଟି ନୂଆ ବନ୍ଦେ ଭାରତ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡିଆ ଟୁଡେ ନ୍ୟୁଜମେକର ଅଫ ଦ ଇୟର ସମ୍ମାନ

ନୂଆଦିଲ୍ଲୀ: ଜତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଏକ ସମ୍ମାନ । ମୋଦିଙ୍କୁ  ଇଣ୍ଡିଆ ଟୁଡେର ନ୍ୟୁଜ ମେକର ଅଫ ଦ ଇୟର-୨୦୨୩ ଭାବେ ମନୋନୀତ କରାଯାଇଛି । ଇଣ୍ଡିଆ ଟୁଡେର ଏଡିଟର ଇନ ଚିଆ ତଥା ଚେୟରପର୍ସନ ଅରୁଣ ପୁରୀ ଏବଂ ଗ୍ରୁପ…

ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ,ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାରିଥିଲା

ବିହାର: ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ବିହାରର ମୋତିହାରିରେ ଥିବା ଏକ ବ୍ରିଜ୍ ତଳେ ଆଜି ଏକ ଉଡ଼ାଜାହାଜ ଫସିଯାଇଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

କର୍ମଚାରୀଙ୍କ ସ୍ଥାନ ନେବ ଏଆଇ: ଗୁଗୁଲରୁ ଛଟେଇ କରିବ ୩୦ ହଜାର କର୍ମଚାରୀ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାରେ ଲାଗିଛି । କିଛି ଦିନ ତଳେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧…

ନୂଆବର୍ଷରେ ଐତିହାସିକ ଲଞ୍ଚ କରିବ ଇସ୍ରୋ, ବିଶ୍ୱର ଏପରି ଦ୍ୱିତୀୟ ସାଟେଲାଇଟ୍ ଯାହା ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା । ପୁଣି ଇତିହାସ ରଚିବ ଇସ୍ରୋ (ISRO) । ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟା ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ XPoSAT ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ୍ ମହାକାଶରେ ଘଟୁଥିବା ରାଡିଏସନ୍ କୁ ଷ୍ଟଡି ବା…

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ସୋନିଆ !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ କିଏ କିଏ ଯୋଗ ଦେବେ ସେମାନଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି । ତେବେ ଏହି…