Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ସାନ ଭାଇଙ୍କ ଆତ୍ମହତ୍ୟା ଖବର ଶୁଣି ଝୁଲିପଡିଲେ ବଡ ଭାଇ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲରେ ଗୋଟିଏ ପରିବାରର ୩ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ । ଅଲଗା ଅଲଗା ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧନାରୀ ଥାନା ଔରଙ୍ଗାବାଦ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଔରଙ୍ଗାବାଦ ଗାଁର…

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ବନ୍ଦ ଘରୁ ୫ଟି ନରକଙ୍କାଳ ଉଦ୍ଧାର 

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହୋଇଛି ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍‌ ରୋଡ୍‌ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଘରର ମାଲିକ ହେଉଛନ୍ତି…

ମୃତ୍ୟୁର ୪୦ମିନିଟ୍ ପରେ ପାଇଲେ ଜୀବନ, ସେୟାର କଲେ ମୃତ୍ୟ ପରର ଅନୁଭୂତି

ବ୍ରିଟେନ୍: ନିୟର ଡେଥ୍ ଅଭିଜ୍ଞତାର ମାମଲା ଅନେକ ଥର ଦୁନିଆରେ ଦେଖିବାକୁ ମିଳିଥାଏ । ଏଥିରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ କରିଦେଉଥିବା ଭଳି ଅନେକ ଜିନିଷ ଦେଖେଇବାର ଦାବି କରିଥାନ୍ତି । ସାମ୍ପ୍ରତିକ ସମୟରେ, ଏପରି ଅନେକ ଖବର ଆସିଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ମୃତ୍ୟୁର କିଛି…

୨୨୫ଦିନର ରେକର୍ଡ ଭାଙ୍ଗିଲା କରୋନା, ୨୪ଘଣ୍ଟାରେ ୭୯୭ ନୂଆ ସଂକ୍ରମିତ ଚିହ୍ନଟ, ୫ମୃତ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଏଯାଏ କରୋନାର ନୂଆ ଭ୍ୟାରିଆଣ୍ଟ JN.1ର ମୋଟ ୧୪୫ଟି କେସ ଚିହ୍ନଟ ହୋଇଛି । ଗତ ନଭେମ୍ୱର ୨୧ତାରିଖରୁ ଡିସେମ୍ୱର ୧୮ତାରିଖ ମଧ୍ୟରେ ନିଆଯାଇଥିବା ସାମ୍ପୂଲରେ ଏହି ନୂଆ ଭ୍ୟାରିଆଣ୍ଟ…

ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ସୁସଜ୍ଜିତ ହେବ ଶିବାଜୀଙ୍କ ‘ରାଜମୁଦ୍ରା’, ନୂତନ ଏପୁଲେଟ୍ ଲଞ୍ଚ…

ନୂଆଦିଲ୍ଲୀ: ଭାରତୀୟ ନୌସେନା ତାହାର ବରିଷ୍ଠ ଅଧିକାରୀଙ୍କ ପାଇଁ ନୂତନ ଏପୁଲେଟ୍ ଲଞ୍ଚ କରିଛି । ଯାହା ସେହି ଅଧିକାରୀଙ୍କ ୟୁନିଫର୍ମରେ ଲଗାଯିବ | ଏପୁଲେଟ୍ ହେଉଛି ଏକ ପ୍ରକାର ସାଜସଜ୍ଜା ସଙ୍କେତ ଯାହାକି ନୌସେନା ଅଧିକାରୀମାନେ ପିନ୍ଧିଥିବା ୟୁନିଫର୍ମର କାନ୍ଧରେ ଲଗାଯାଏ | ଛତ୍ରପତି…

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲାନ ସିଂ, ଦଳର ଭାର ସମ୍ଭାଳିବେ ନିତୀଶ

ନୂଆଦିଲ୍ଲୀ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲାନ ସିଂ । ଆଜି ଦିଲ୍ଲୀରେ ଚାଲିଥିବା ଜେଡିୟୁ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ରେ ଏହି ଇସ୍ତଫା ପତ୍ର ଦେଇଥିବା ଖବର ଜଣାପଡିଛି । ତେବେ ଲଲାନ ସିଂ ଇସ୍ତଫା ଦେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ, ଏବେ ଦଳର ଡୋର…

CISFର ପ୍ରଥମ ମହିଳା ମୁଖ୍ୟ ହେଲେ ଆଇପିଏସ୍ ନୀନା ସିଂହ

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(CISF)ର ଡିଜି ନିଯୁକ୍ତ ହୋଇଛନ୍ତି । ସିଆଇଏସଏଫ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବା ପରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହ। ୧୯୮୯ ବ୍ୟାଚ୍ ର ରାଜସ୍ଥାନ କ୍ୟାଡର…

ଏଥର ପାକିସ୍ଥାନରେ ପାଳନ କରାଯିବ ନାହିଁ ନବବର୍ଷ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସରିଆସିଲାଣି ୨୦୨୩ । କବାଟ ବାଡେଇଲାଣି ବର୍ଷ ୨୦୨୪ । ୨୦୨୪ର ସ୍ଵାଗତ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଦେଶର କୋଣ ଅନୁକୋଣରେ ନବବର୍ଷକୁ ଉତ୍ସାହର ସହ ପାଳନ କରିବା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସେପଟେ  କିନ୍ତୁ ଭାରତର ପାରମ୍ପରକ ଶତୃ ପାକିସ୍ତାନ ଚଳିତ ବର୍ଷ…

ବିଦେଶରେ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ଲୋକାର୍ପଣ ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ଜାନୁଆରୀ ୨୨ ରେ ହେବ ଶୁଭ ଉଦଘାଟନ । ଏହି ବିଶେଷ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ହିନ୍ଦୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।…

ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ କି କଂଗ୍ରେସର ପ୍ରମୁଖ ନେତା ଶଶୀ ଥରୁର?

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶଶି ଥରୁର ଶେଷ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କି? ଏହି ପ୍ରଶ୍ନର ଉତ୍ତର ସେ ନିଜେ ଦେଇଛନ୍ତି। ଯୁବପିଢ଼ିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ ବିଶ୍ୱାସ…