Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୦ କୋଟି ସମ୍ପତ୍ତିର ମାଲିକ ରେବନ୍ତ ରେଡ୍ଡି: ତାଙ୍କ ବିରୋଧରେ ରହିଛି ୮୯ ଅପରାଧିକ ମାମଲା

ହାଇଦ୍ରାବାଦ:ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ତେଲେଙ୍ଗାନାର ୧୧୯ରୁ ୬୪ଆସନ ହାତେଇ କଂଗ୍ରେସ ଏଠାରେ ସରକାର ଗଢିବାକୁ ଯାଉଛି । ଗତ ନିର୍ବାଚନରେ ୮୮ ଆସନ ହାତେଇ ଭାରତ ରାଷ୍ଟ୍ର ସମିତି  ଏଠାରେ ସରକାର ଗଢିଥିଲା । ହେଲେ ଏଥର ମାତ୍ର ୩୯ ଆସନରେ ସନ୍ତୁଷ୍ଟ ହୋଇଛି ବିଆରଏସ ।…

ସବୁ ରାଜ୍ୟର ସିଏମଙ୍କ ଦରମା ଭିନ୍ନ ଭିନ୍ନ,ତେଲେଙ୍ଗାନା ସିଏମଙ୍କ ଦରମା ସବୁଠୁ ବେଶୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ନିର୍ବାଚନର ଫଳାଫଳ ଆସିଛି । ଖୁବ ଶୀଘ୍ର ଏହି ରାଜ୍ୟଗୁଡ଼ିକରେ ନୂତନ ସିଏମ୍ ଦାୟିତ୍ୱ ଗ୍ରହଣ କରିବେ । ତେବେ ଏହି ୫ ଟି ସିଏମ୍ ମଧ୍ୟରେ କିଏ ସର୍ବାଧିକ ବେତନ ପାଇବେ ଓ କେତେ ପାଇବେ ଜାଣନ୍ତୁ । ତେଲେଙ୍ଗାନା ସିଏମ…

ଚୀନକୁ ଶକ୍ତ ଧକ୍କା, ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭରୁ ଓହରିଲା ଇଟାଲୀ

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭ ପ୍ରୋଜେକ୍ଟକୁ ଶକ୍ତ ଧକ୍କା ଲାଗିଛି । ଇଟାଲୀ ବିଧିବଦ୍ଧ ଭାବେ ଏଥିରୁ ଓହରି ଯାଇଛି । ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ମାର୍ଚ୍ଚ ୨୦୨୪ରେ ପ୍ରୋଜେକ୍ଟ ଏକ୍ସପାୟରୀ ହେବାକୁ ଥିଲା । ଏହା ଶେଷ ହେବା ପୂର୍ବରୁ ଚୀନକୁ ଇଟାଲୀ…

ସଭାରେ କାନ୍ଦିଲେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ 

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆରେ ଜନ୍ମହାର ହ୍ରାସ ନେଇ ଚିନ୍ତାରେ କିମ୍ ଜଙ୍ଗ୍ ଉନ୍। ଏଥିପାଇଁ ସେ ସଭାରେ କାନ୍ଦୁଥିବା ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ କିମ୍ ମହିଳାଙ୍କୁ ଅଧିକ ପିଲା ଜନ୍ମ କରିବା ପାଇଁ ଅନୁରୋଧ କରିଛନ୍ତି। କାନ୍ଦି କାନ ଜନ୍ମହାର ବୃଦ୍ଧି କରିବା ପାଇଁ…

କ୍ୟାପସୁଲରେ ଅନ୍ତରୀକ୍ଷକୁ ଜୀବ ପଠାଇଲା ଇରାନ

ତେହେରାନ: ଇରାନ ସ୍ୱତନ୍ତ୍ର ଭାବେ ନିର୍ମିତ କ୍ୟାପସୁଲରେ ଗୋଟିଏ ଜୀବକୁ ଅନ୍ତରୀକ୍ଷ ପଠାଇଛି । ଏହି ପରୀକ୍ଷଣ ସଫଳ ହେଲେ ମଣିଷକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଇରାନ ଟେଲିକମ୍ୟୁନିକେଶନ ମିନିଷ୍ଟର ଈଶା ଜୋରପୋର ଏହି ସୁଚନା ପ୍ରଦାନ କରିଛନ୍ତି । ରକେଟ ସଲମାନରୁ ଏହି…

ସୀମା ହାଇଦର ପିଲାଙ୍କୁ ହିନ୍ଦୁ କରିବାକୁ କରୁଛନ୍ତି ଷଡଯନ୍ତ୍ର ! ଅଭିଯୋଗ ଆଣିଲେ ସ୍ୱାମୀ ଗୁଲାମ

ଇସଲାମାବାଦ: ସୀମା ହାଇଦରଙ୍କୁ ନେଇ ପୁଣି ଏକ ନୂଆ କଥା ସାମନାକୁ ଆସିଛି। ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବାକୁ ଏକ ଷଡଯନ୍ତ୍ର କରାଯାଇଛି। ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ସେ ପାକିସ୍ତାନ…

ପୁଅ, ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଡାକ୍ତରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ମୃତକ ଚକ୍ଷୁବିଶେଷଜ୍ଞ ଅରୁଣ ସିଂ। ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟରତ…

‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦ ତଥା ହଞ୍ଜଲା ଆଦନାନ୍‌କୁ ଗୁଳି କରି ହତ୍ୟା । କରାଚିରେ ଲସ୍କର ଆତଙ୍କବାଦୀ ହଞ୍ଜଲା ମୃତ୍ୟୁ ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ‘ଲସ୍କର୍‌-ଏ-ତୋଏବା’ର ମୁଖ୍ୟ ହାଫିଜ୍‌ ସଇଦର ଘନିଷ୍ଠ…

ରାହୁଲଙ୍କ ଫୋନ ପାଇବା ପରେ ମେଣ୍ଟ ବୈଠକକୁ ନ ଆସିବାର କାରଣ କହିଲେ ମମତା

ନୂଆଦିଲ୍ଲୀ: ମେଣ୍ଟରେ ଫାଟ ଜଳ ଜଳ ଦିଶିଲାଣି । ଏକ ହେଉଛନ୍ତି ବିରୋଧୀ ହେଲେ କଂଗ୍ରେସ ଉପରେ ଭରସା କରିପାରୁ ନାହାନ୍ତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆସ୍ଥା ହରାଇଲେଣି କି ମେଣ୍ଟ ସଦସ୍ୟ ? କାହିଁକି ମେଣ୍ଟ ବୈଠକକୁ ଆସିବା ପାଇଁ ମନା କରିଦେଲେ ?  ମେଣ୍ଟ ବୈଠକ ତାରିଖ…

୧୩ରେ ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

ନୂଆଦିଲ୍ଲୀ: ହତ୍ୟା ଷଡ଼ଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ । ଭାରତକୁ ପୁଣି ଧମକ ଦେଇଛି ପନ୍ନୁ । ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ।ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ତେବେ ଡେସେମ୍ବର ୧୩ରେ…