Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରାଫିକ୍ ଜାମରୁ ବର୍ତ୍ତିବା ପାଇଁ ନଈରେ ଗାଡ଼ି ଚଲାଇଲେ ଡ୍ରାଇଭର

ନୂଆଦିଲ୍ଲୀ,: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ କାର ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା

ନୂଆଦିଲ୍ଲୀ: ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା । ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି । ଏହି…

ବଡ଼ ଦିନରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍ ଖାଁ ଖାଁ

ବେଥଲ୍‌ହମ୍‌: ଜେରୁଜେଲମ୍‌ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍ । ଚଳିତ ବର୍ଷ ବଡ଼ଦିନ ଅବସରରେ ବେଥଲହମ୍ ପୁରା ଖାଁ ଖାଁ । ଏଠାରେ କୌଣସି ସାଜ୍ଜସଜ୍ଜା କି ଆଲୋକମାଳା ଦେଖିବାକୁ ମିଳିନାହିଁ । ଏମିତିକି ଉତ୍ସବମୁଖର ଦିଶୁନାହିଁ । ଇସ୍ରାଏଲ୍ ଅଧିକୃତ…

ଜାମ୍ମୁ-କାଶ୍ମୀରର ରିୟାସିରେ ଖାଇକୁ ଖସିଲା ବସ୍; ୨ ମୃତ, ୧୩ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ରିୟାସି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ବିବାହ ଶୋଭାଯାତ୍ରା ନେଇ ଯିବାବେଳେ ଖାଇକୁ ଖସି ପଡିଲା ମିନି ବସ୍। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି

ଅଯୋଧ୍ୟା : ଗୋଟିଏ ଧୂପକାଠି ଜଳିବ ୪୫ ଦିନ । ଏହାର ଓଜନ ପୁଣି ୩ ହଜାର ୪୨୮ କିଲୋଗ୍ରାମ । ଆଉ ଏହାର ମୋଟେଇ ହେଉଛି ୩.୫ ଫୁଟ୍ । ଏହି ୧୦୮ ଫୁଟ ଲମ୍ବର ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରୁଛନ୍ତି । ଏହି ବିଶାଳକାୟ ଧୂପକାଠି ଆସନ୍ତା ଜାନୁୟାରୀ ୨୨ରେ…

ପାକିସ୍ତାନ ନିର୍ବାଚନ: ସବୁ ଆସନରୁ ପ୍ରାର୍ଥୀ ଦେବ ଲସ୍କର-ଏ-ତୋଇବା

ଲାହୋର: ଆସନ୍ତା ବର୍ଷ ଫେବ୍ରୁଆରୀ ୮​‌ରେ‌ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ସରିଛି। ଆଉ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର। ନିର୍ବାଚନରେ ସମସ୍ତ ଆସନରେ ଲଢିବ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ…

ଲିଙ୍ଗ ପରିବର୍ତ୍ତନ ପରେ ବିବାହ ପାଇଁ ମନା କଲେ: ଜନ୍ମଦିନରେ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ 

ଚେନ୍ନାଇ: ବାହା ହେବାକୁ ମନା କରିବାରୁ ସାଙ୍ଗକୁ ଜିଅନ୍ତା ଜାଳିଦେଲା ସାଙ୍ଗ। ଲିଙ୍ଗ ପରିବର୍ତ୍ତନ ପରେ ଝିଅରୁ ପୁଅ ହୋଇଥିବା ଜଣେ ଟ୍ରାନ୍ସମ୍ୟାନ ଏପରି ବୀଭତ୍ସ ହତ୍ୟା କରିଛନ୍ତି। ଜନ୍ମଦିନରେ ସର୍ପ୍ରାଇଜ ଦେବାକୁ କହି ପ୍ରଥମେ ଶିକୁଳିରେ ବାନ୍ଧି ଦେଇଥିଲେ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ…

ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ। ଏନେଇ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ତାଙ୍କୁ କ୍ଷମା ଦେବାକୁ ନିବେଦନ କରିଛନ୍ତି। ଏଥିସହ ତାଙ୍କ ପାଖରେ ଅଭିଯୋଗ ସଂକ୍ରାନ୍ତରେ…

୩ଗୁଣ ବୃଦ୍ଧି ପାଇଛି କରୋନାର JN.1 ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ସମୟ ବ୍ୟବଧାନ ପରେ କରୋନା ଭାଇରସ୍ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏଥର ନୂଆ ରୂପରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢି ଯାଇଛି। ସୂଚନାନୁସାରେ, ଗୋଟିଏ ଦିନରେ JN.1 ସଂକ୍ରମଣ ତିନି ଗୁଣ ବୃଦ୍ଧି ଘଟିଛି। ପ୍ରଥମେ…

ମାନସ ସାହୁ ଙ୍କ ସ୍ୟାଣ୍ଡ୍ ଆନିମେସନ ଯାଦୁରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀ ର ପ୍ରସିଦ୍ଧ ଭାରତ ମଣ୍ଡପମ ରେ ୨୦ ମିନିଟ୍ ରେ ମୁଠାଏ ବାଲିର ଯାଦୁ ଦେଖାଇଲେ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ । ତାଙ୍କର ଏହି କଳା ଯାଦୁଗରୀ କୁ ଦେଖିଥିଲେ ଶହ ଶହ ଦର୍ଶକ । ଗଭରମେଣ୍ଟ ଅଫ ଇଣ୍ଡିଆ, ଦିଲ୍ଲୀ ଗଭରମେଣ୍ଟ, ଗେଲ (GAIL), ବିପିସିଏଲ (BPCL),…