Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବା ଦେଖି ବିବାହ ବାତିଲ କଲେ ବରପକ୍ଷ

ହାଇଦ୍ରାବାଦ: ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବାରୁ ବରପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ୍ ଅସ୍ଥିମଜ୍ଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବରଯାତ୍ରୀଙ୍କ ଖାଇବା ଥାଳିରେ ମଟନ୍ ଅସ୍ଥିମଜ୍ଜା ନମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି।…

ଭାରତୀୟ ସେନା ବିରୋଧରେ ଚାଇନା ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଆତଙ୍କବାଦୀ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀମାନେ ଚୀନ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ କରିବାରୁ ବ୍ୟବହାର କରୁଥିବା ଉପକରଣ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି। ଯାହା ଚୀନ୍ ଏବଂ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ…

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ : ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ…

କ୍ରାଉଡ ଫଣ୍ଡିଂ ଯୋଗେ କଂଗ୍ରେସ କେଉଁ ରାଜ୍ୟରୁ ପାଇଲାଣି କେତେ ଟଙ୍କା?

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳୀୟ ନେତା, ଦଳ ବାହାର ସମର୍ଥକ ଆଦି ଅନେକ  ଲୋକ କଂଗ୍ରେସର ଏହି ଅଭିଯାନକୁ ସହଯୋଗ କରୁଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଏକ୍ସରେ ଟୁଇଟ୍ କରି ଏବେ ସାର୍ବଜନୀନ କରିଛନ୍ତି,…

ରାମମୟ ଅଯୋଧ୍ୟା: ସରି ଆସୁଛି ଅପେକ୍ଷା , ବଢିଚାଲିଛି ଉତ୍କଣ୍ଠା

ନୂଆଦିଲ୍ଲୀ : ବଦଳୁଛି ରାମ ନଗରୀ ଅଯୋଧ୍ୟାର ରୂପ  । ପୁରା ସହରର ନବ କଳେବର କରାଯିବା ସହ ପୌରାଣିକ କଥା ବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । କେଉଁଠି ବୀଣା ତ କେଉଁଠି ଧନୁତୀର , ଦେବାଦେବୀ  । ବିଭିନ୍ନ ଉପକରଣ ର ପ୍ରତିକୃତି ଛକ ଓ ଗୁରୁତ୍ବପୂର୍ଣ୍ଣ ଜାଗାରେ ସ୍ଥାନିତ କରାଯାଉଛି । ସହରର…

ଖୁବ୍ ଶୀଘ୍ର ଅମୃତ ଭାରତ ଟ୍ରେନ୍ : ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବନ୍ଦେ ଭାରତର ସଫଳତା ପରେ ଟ୍ରାକରେ ଗଡିବାକୁ ଯାଉଛି ଅମୃତ ଭାରତ ଟ୍ରେନ୍ । ଖୁବ୍ ଶୀଘ୍ର ଏହାକୁ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଗଣ ମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ପୁସ୍ ପୁଲ…

ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ରହିବା ପରେ ଘରକୁ ଫେରିଲେ ଭାରତୀୟ ଯାତ୍ରୀ

ମୁମ୍ବାଇ: ମାନବ ଚାଲାଣ ସନ୍ଦେହରେ ୪ ଦିନ ଧରି ଫ୍ରାନ୍ସରେ ଅଟକି ରହିବା ପରେ ମଙ୍ଗଳବାର ସକାଳେ ପ୍ରାୟ ୨୭୬ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ରୋମାନିଆର ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ପ୍ରଥମେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଉଡ଼ାଣ…

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି କୌଣସି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ବାରାଣସୀ: ଆସନ୍ତା ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିର । ଏହାର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣପତ୍ର ପଠାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ହେଲେ ଏହି କାର୍ଯ୍ୟକ୍ରମରେ କୌଣସି…

ଏଆଇ ନେଲା ଚାକିରି, ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍‌

ମୁମ୍ବାଇ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାରେ ଲାଗିଛି । ଏବେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଜାର…

ଟ୍ରାଫିକ୍ ଜାମରୁ ବର୍ତ୍ତିବା ପାଇଁ ନଈରେ ଗାଡ଼ି ଚଲାଇଲେ ଡ୍ରାଇଭର

ନୂଆଦିଲ୍ଲୀ,: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ କାର ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…