Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବାଦ ଘେରରେ ଥିବା କୁସ୍ତିଯୋଦ୍ଧା ସଂଘକୁ ନିଲମ୍ବନ କଲା କ୍ରୀଡା ମନ୍ତ୍ରାଳୟ

ନୂଆଦିଲ୍ଲୀ: ନବନିର୍ବାଚିତ ଡବ୍ଲ୍ୟୁଏଫ୍ଆଇ ସଭାପତି ଏବଂ ସଂଘରେ ଦେଖାଦେଇଥିବା ବିବାଦକୁ ଚରମସୀମାରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ରବିବାର ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନିଲମ୍ବିତ କରିଛି। ନିଲମ୍ବନର ମୁଖ୍ୟ କାରଣ ହେଉଛି କୁସ୍ତିଯୋଦ୍ଧାମାନଙ୍କୁ…

୨୦୨୪ ନିର୍ବାନନ ପାଇଁ ଗଡ଼ ସଜାଡୁଛି କଂଗ୍ରେସ: ତିନି ରାଜ୍ୟରେ ପରାଜୟ ପରେ ଏବେ ଆସଛି ବଡ ପରିବର୍ତ୍ତନ

ଭୁବନେଶ୍ୱର: ପାଗ ଭିଡୁଛି କଂଗ୍ରେସ । ତିଆରି କରିଛି ନୂଆ ରଣନୀତି । ୨୦୨୪ ମୁକାବିଲା ପାଇଁ ହେଉଛି ସଜବାଜ । ଏକାଧିକ ରାଜ୍ୟରେ ବଦଳାଇଛି ପ୍ରଭାରୀ । ଓଡ଼ିଶା ବି ସେଥିରୁ ବାଦ ଯାଇନି । ପ୍ରଦେଶ କଂଗ୍ରେସ ନେତା ଦିଲ୍ଲୀରୁ ଫେରିବାର ଗୋଟିଏ ଦିନ ପରେ ହୋଇଛି ଏପରି ପରିବର୍ତ୍ତନ ।…

ଦିଲ୍ଲୀର ଚିନ୍ତା ବଢାଇଲା ପ୍ରଦୂଷଣ: ଏକ୍ୟୁଆଇ ସ୍ତର ୪୫୦ ଉପରେ, ଅନଲାଇନ ହୋଇପାରେ ସ୍କୁଲ

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଛି ପ୍ରଦୂଷଣ । ଏଠାରେ  ବାୟୁମଣ୍ଡଳ ଏପରି ବିଷାକ୍ତ ହୋଇଛି ଯେ, ଜିଆରଏପି ଲାଗୁ କରାଯାଇଛି ଏବଂ ଏକ୍ୟୁଆଇ ୪୦୦ ଉପରେ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆରର ସ୍କୁଲ ଅନଲାଇନ କରାଯିବା ସମ୍ଭାବନା ଦେଖା ଦେଇଛି । ବର୍ତ୍ତମାନ ଦିଲ୍ଲୀର ବାୟୁମଣ୍ଡଳ…

ତାଇଓ୍ୱାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ତାଇଓ୍ୱାନରେ ଭୂକମ୍ପ ଝଟକା । ଦକ୍ଷିଣ ଚୀନ ସାଗରରେ ଥିବା ଛୋଟ ଦ୍ୱୀପ ତାଇଓ୍ୱାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୩ ଅଟେ । ଏହା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଝଟକା ଏତେ ଜୋର ଥିଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ…

ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ,ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହା ଫଳରେ ଅନେକ ରୋଗୀ ହସ୍ପିଟାଲରେ ଫସି ରହିଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହସ୍ପିଟାଲର ଅଧିକାଂଶ ରୋଗୀ ଗର୍ଭବତୀ ମହିଳା ଓ ଶିଶୁ ଥିବାରୁ…

ସାଣ୍ଟା ବେଶରେ ଖ୍ରୀଷ୍ଟମାସ ଉପହାର ବାଣ୍ଟିିବାକୁ ଯାଇଥିବା ବେଳେ କୋଠାରୁ ଖସି ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଉ ଗୋଟେ ଦିନ ପରେ ଖ୍ରୀଷ୍ଟମାସ । ଛୋଟ ଛୋଟ ପିଲାମାନେ ସାଣ୍ଟା ଉପହାର ନେଇ ଆସିବ ବୋଲି ଅପେକ୍ଷା କରି ରହିଛନ୍ତି । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ସାଧାରଣଲୋକମାନେ ସାଣ୍ଟାକ୍ଲଜ୍ ଭଳି ସଜାଇ ହୋଇ ଉପହାର ବ୍ୟାଗ ଧରି ଘରେଘରେ ପହଞ୍ଚି ଛୋଟଛୋଟ ପିଲାଙ୍କୁ ଖୁସି କରାଇବା ପାଇଁ…

ହିନ୍ଦୀଭାଷୀ ଲୋକ ତାମିଲନାଡୁରେ ପାଇଖାନା ସଫା କରନ୍ତି: ଏପରି ବିବାଦୀୟ ବୟାନ ଦେଇଛନ୍ତି ଡିଏମକେ ନେତା

ନୂଆଦିଲ୍ଲୀ: ହିନ୍ଦୀଭାଷୀ ଲୋକ ତାମିଲନାଡ଼ୁରେ ପାଇଖାନା ସଫା କରନ୍ତି । ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଡ଼ିଏମକେ ନେତା । ପୁଣି ଥରେ ଡିଏମକେର ଜଣେ ହିନ୍ଦୀଭାଷା ଓ ଉତ୍ତରଭାରତୀୟଙ୍କ ଉପରେ ଆପତ୍ତିଜନକ ବୟାନ ଦେଇଛନ୍ତି । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରାନ । ମାରାନ…

ନିର୍ମାଣଧୀନ ପୋଲରେ ଝୁଲିଲା କାର; ଦୁଇଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାଁପୁରରେ ସଡ଼କ ଦୁର୍ଘଟଣାରେ ଏକ କାର ନିର୍ମାଣଧୀନ ପୋଲ ଉପରେ ଝୁଲି ରହିଥିଲା । ଫଳରେ ଏଥିରେ ବସିଥିବା ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଲିଗଡ଼ ଜିଲ୍ଲାରେ ରହୁଥିବା ନୁମୈର ଖାନ ତାଙ୍କ ମା’ ଓ ସାନ ଭାଇ ଏକ କାରରେ ଯାଉଥିବା ବେଳେ ଦୁର୍ଘଟଣାର…

ସ୍ୱାମୀଙ୍କୁ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର

ନୂଆଦିଲ୍ଲୀ : ସ୍ୱାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ ବୋଲି କହିବା ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ । ତେଣୁ ସ୍ୱାମୀ ଚାହିଁଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ…

ଆଣବିକ ଅସ୍ତ୍ର ପରୀକ୍ଷା କରିବ ଚୀନ, ଉପଗ୍ରହରୁ ମିଳିଥିବା ତଥ୍ୟରୁ ଖୁଲାସା

ନୂଆଦିଲ୍ଲୀ: ୬୦ବର୍ଷ ପରେ ପୁଣି ଥରେ ଆଣବିକ ଅସ୍ତ୍ର ପରୀକ୍ଷା କରିବାକୁ ଯାଉଛି ଚୀନ । ଲପ ନୁର ନ୍ୟୁକ୍ଲିୟର ଟେଷ୍ଟ ଫାସିଲିଟିକୁ ପ୍ରସ୍ତୁତ କରୁଛି ଚୀନ । ଜିଞ୍ଜିଆନ ଅଞ୍ଚଳରେ ଏହି ପରୀକ୍ଷା ଲାଗି ଯୋଜନା ଚାଲିଛି ବୋଲି ଉପଗ୍ରହରୁ ମିଳିଥିବା ତଥ୍ୟରୁ ସୂଚନା ମିଳିଛି । ରାସାୟନିକ ବିସ୍ଫୋରଣ…