Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଛଟେଇ କରିବ ଗୁଗଲ୍‌: ୩୦,୦୦୦ କର୍ମଚାରୀଙ୍କ ଚାକିରି ସଙ୍କଟରେ 

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ…

ଗତ ୫ବର୍ଷରେ ଦେଶରେ ୧୩ଲକ୍ଷ ତିନି ତଲାକ ମାମଲା ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି…

ଘରର ଛାତ ଭୁଶୁଡ଼ି ୨ ଭଉଣୀ ମୃତ, ୪ ଆହତ 

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦାଦରିରେ ଘର ଛାତ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଭଉଣୀଙ୍କ ବୟସ ୩ ଓ ୫ ବର୍ଷ। ସୂଚନା ଅନୁଯାୟୀ, ଲାଲ ସିଂ ନାମକ ଜଣେ ବ୍ୟକ୍ତି ଘରଛାତ ମରାମତି…

ଇନ୍ଦୋରରେ କୁକୁର ଭୁକିବାରୁ ବୃଦ୍ଧାଙ୍କୁ ହତ୍ୟା କଲେ ଯୁବକ

ଭୋପାଳ: ଆଜିକାଲି ଲୋକ ଚୋରି, ଡକାୟତି ଓ ଅପହରଣ କରି ହତ୍ୟା କରିଥିବା ଖବର ଆମେ ଦେଖୁଛେ। ହେଲେ ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । କୁକୁର ଭୁକିବାରୁ ବୃଦ୍ଧାଙ୍କୁ ଜଣେ ଯୁବକ ହତ୍ୟା କରିଛି। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନା…

ତୃତୀୟ ଥର ମୋଦୀ ସରକାର ପାଇଁ ଓଡ଼ିଶାର ପ୍ରତି ବୁଥରେ ୫୦ ପ୍ରତିଶତ ମତଦାନ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସ୍ଥିର ସରକାରକୁ ଶ୍ରେୟ ଦେଇଛନ୍ତି। ଏହି ପ୍ରଗତି ଜାରି ରଖିବା ପାଇଁ ମୋଦୀ ସରକାର କ୍ଷମତାରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗତ ୧୦…

ପୁରୀ ଶ୍ରୀମନ୍ଦିର ଭଳି ଗୋଆରେ ମଧ୍ୟ ଅଶ୍ଳୀଳ ପୋଷାକ ପିନ୍ଧିଲେ ମନ୍ଦିରକୁ ନୋ ଏଣ୍ଟ୍ରି

ପାଣାଜି: ଗୋଟିଏ ପଟେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଶୃଙ୍ଖଳିତ ପୋଷାକ ଉପରେ ଗୁରୁତ୍ବାରୋପ କରି ମନ୍ଦିର ପ୍ରଶାସନ ଜାନୁଆରୀ ଏକରୁ ନିୟମ କଡାକଡି କରିବାକୁ ଯାଉଛି। ଏହି ସମୟରେ ଗୋଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ମନ୍ଦିରରେ ପ୍ରବେଶ ବେଳେ ଡ୍ରେସ୍ କୋଡ୍ କଡ଼ାକଡ଼ି ଲାଗୁ କରିବାକୁ…

କ୍ଷମତାକୁ ଆସୁ ଆସୁ ରାଜ୍ୟ ରାଜକୋଷ ଚିନ୍ତା, ୪୪ ହଜାର କୋଟି ଋଣରେ ମଧ୍ୟପ୍ରଦେଶ ସରକାର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଦୁଇ ସପ୍ତାହ ପରେ ମୋହନ ଯାଦବ ରାଜ୍ୟର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଋଣ ଭାର ଓ ଖାଲି ରାଜକୋଷର ସମ୍ମୁଖୀନ ହୋଇ ସେ ରାଜ୍ୟର ତତ୍କାଳ ଖର୍ଚ୍ଚ ମେଣ୍ଟାଇବା ପାଇଁ ୨୦୦୦ କୋଟି ଟଙ୍କାର ଋଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ…

ସମୁଦ୍ର ମଝିରେ ତେଲ ଟ୍ୟାଙ୍କର ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ୨୫ ଭାରତୀୟ ସୁରକ୍ଷିତ

ନୂଆଦିଲ୍ଲୀ: ଲୋହିତ ସାଗରରେ ୨୫ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଅଶୋଧିତ ତୈଳ ଟ୍ୟାଙ୍କର ଡ୍ରୋନ ଆକ୍ରମଣର ଶିକାର ହୋଇଛି। ହୁତି ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି। ଅଶୋଧିତ ତୈଳ ଟ୍ୟାଙ୍କର ଆକ୍ରମଣର ଶିକାର ପରେ ନିକଟସ୍ଥ ଆମେରିକୀୟ…

‘ସ୍ବାସ୍ଥ୍ୟର ଯତ୍ନ ନେବ’ କହି ଟଳିପଡ଼ିଲେ ପ୍ରଫେସର, ଆଇଆଇଟି କାନୁପୁରରେ ଶୋକାକୂଳ ପରିବେଶ

କାନପୁର: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)-କାନପୁର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସମୀର ଖାଣ୍ଡେକରଙ୍କର ହୃଦଘାତରେ ପରଲୋକ ଘଟିଛି। ଏକ ଆଲୁମିନି ମିଟ୍ ରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଭାଭାଷଣ…

ବିବାଦ ଘେରରେ ଥିବା କୁସ୍ତିଯୋଦ୍ଧା ସଂଘକୁ ନିଲମ୍ବନ କଲା କ୍ରୀଡା ମନ୍ତ୍ରାଳୟ

ନୂଆଦିଲ୍ଲୀ: ନବନିର୍ବାଚିତ ଡବ୍ଲ୍ୟୁଏଫ୍ଆଇ ସଭାପତି ଏବଂ ସଂଘରେ ଦେଖାଦେଇଥିବା ବିବାଦକୁ ଚରମସୀମାରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ରବିବାର ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନିଲମ୍ବିତ କରିଛି। ନିଲମ୍ବନର ମୁଖ୍ୟ କାରଣ ହେଉଛି କୁସ୍ତିଯୋଦ୍ଧାମାନଙ୍କୁ…