Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଲିଫର୍ଣ୍ଣିଆରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ଉଗ୍ରବାଦକୁ କେଉଁଠି ସ୍ଥାନ ମିଳିବା ଉଚିତ ନୁହେଁ- ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଶ୍ରୀ ସ୍ବାମୀନାରାୟଣ ମନ୍ଦିରକୁ ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ ଭାଙ୍ଗିବା ସହ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ଏହି ଘଟଣାରେ ଭାରତୀୟ ଦୂତାବାସ ଆମେରିକା ସରକାରଙ୍କ ନିକଟରେ କଡା ଆପତ୍ତି ଉଠାଇଛି। ବୈଦେଶିକ…

ଆସନ୍ତୁ ଜାଣିବା କେଉଁଠାରେ ବୁଲେଟକୁ ପୂଜା କରାଯାଏ

ଜୟପୁର: ଭାରତରେ ବିଭିନ୍ନ ଦେବ ଦେବୀଙ୍କ ପୂଜା କରାଯାଏ । ଅବଶ୍ୟ ଏବେ ପ୍ରଚାର ଓ ପ୍ରସାର ଦୃଷ୍ଟିକୋଣରୁ ଫିଲ୍ମ ହୀରୋ, ହୀରୋଇନ, ଖେଳାଳିଙ୍କ ପାଇଁ ମନ୍ଦିର କରାଯାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଦେବ ଦେବୀ ନୁହେଁ ବୁଲେଟକୁ…

କରବା ଚୌଥରେ ଉପବାସ ବାଧ୍ୟତାମୂଳକ ନୁହେଁ, ଏହାକୁ ନିଷ୍ଠୁରତା କୁହାଯିବନି: ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: କରବା ଚୌଥରେ ଉପାସ କରିବା ଜଣେ ମହିଳାଙ୍କ ଇଚ୍ଛାଧୀନ ବ୍ୟାପାର । ଯଦି ଉପବାସ କରିବାକୁ ସ୍ତ୍ରୀ ଅଗ୍ରାହ୍ୟ ହୁଅନ୍ତି ତେବେ ଏହାକୁ ସ୍ବାମୀ ନିଷ୍ଠୁରତା ବୋଲି ଚିତ୍ରଣ କରିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ଛାଡପତ୍ର…

୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ବିଜେପି ନେତା, ନିଜ ହାତରେ ଜୋତା ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ 

ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ବିଜୟର ଦୀର୍ଘ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି ଜଣେ କର୍ମକର୍ତ୍ତା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିଜ ଦଳ ଲାଗି ଜଣେ…

ଜାନୁଆରୀ ୬ରେ ଲକ୍ଷ୍ୟପଥ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ L1: ଇସ୍ରୋ ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ସଫଳ ହେବା ଆଶା ଉଜ୍ବଳ । ଭାରତର ପ୍ରଥମ ସୋଲାର ମିଶନ୍ ‘ଆଦିତ୍ୟ L1’ ବର୍ତ୍ତମାନ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଭାରତର ହିଁ ସୂର୍ଯ୍ୟପୃଷ୍ଠରେ ପାଦ ଥାପିବ। ଆସନ୍ତା ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ L1 । ପୃଥିବୀଠାରୁ ୧୫…

୪୦ ଦିନରେ ୧୯ ହଜାର କିମି ଯାତ୍ରା, ୧୮ଟି ଦେଶକୁ ପାର୍ କରି ସୁଦୁର କାନାଡାରୁ ଭାରତରେ ପହଞ୍ଚିଲେ ଯୁବକ

ପଞ୍ଜାବ: ମନରେ ଯୋଶ୍ ଆଉ କିଛି କରି ଦେଖେଇବାର ଆଶା ପ୍ରତ୍ୟକ ମଣିଷକୁ ଏକ ଅସାଧାରଣ ଦୁନିଆକୁ ଟାଣିନେଇଥାଏ । ସେହି ଯୁଦ୍ଧରେ ସେ କେବେ ହାରିନଥାଏ । ଜିତିବାର ଇଚ୍ଛା ତାକୁ ପାର କରିଦିଏ ସାତ ସିନ୍ଧୁ ତେର ନଇ । ଆଜି ଆମେ ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ୪୦ଦିନରେ ୧୯,୦୦୦…

ଅଭୁଲା ୨୦୨୩: ଡିଗିକୁ ନୂତନ ଜିଲ୍ଲା କରିଥିଲେ ଅଶୋକ ଗେହେଲୋଟ୍, ତଥାପି ମିଳିଲାନି ଜନତାଙ୍କ ସାଥ୍

ରାଜସ୍ଥାନ: ଅଗଷ୍ଟ ୨୦୨୩ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିଲା ଏବଂ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ସେ ରାଜ୍ୟର ୧୯ ଟି ନୂତନ ଜିଲ୍ଲା ଘୋଷଣା କରିଥିଲେ। ସେହିପରି ଡିଗିକୁ ମଧ୍ୟ ଭରତପୁରରୁ ଅଲଗା କରାଯାଇ ଏକ ନୂତନ ଜିଲ୍ଲା କରାଯାଇଥିଲା । ଡିଗିକୁ ଜିଲ୍ଲାର ମାନ୍ୟତା…

ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ

ପୁଞ୍ଚ: ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଜ ଏବଂ ରଜୌରୀରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ପାଇଁ ଏଭଳି କରାଯାଇଥିବା ସୂଚନା ମିଳିଛି । ପୁଞ୍ଜରେ ୪ଜଣ ଯବାନ ସହିଦ ହେବା ପରେ କଡାକଡି ଭାବେ…

ଜିଭକୁ ନିୟନ୍ତ୍ରଣରେ ରଖ-ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ପଇସା’ ମନ୍ତବ୍ୟ ଉପରେ ନିର୍ମଳାଙ୍କ ଜବାବ

ନୂଆଦିଲ୍ଲୀ:ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଶୁକ୍ରବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ଟଙ୍କା’ ମନ୍ତବ୍ୟକୁ ନେଇ ଜୋର ଦାର ବର୍ଷିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦୟନିଧିଙ୍କୁ…

ଦେଶରେ ଚିନ୍ତା ବଢାଇଲା କୋଭିଡ ୧୯: ପ୍ରତି ଘଣ୍ଟାରେ ୨୬ ଜଣ ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିବା କରୋନା ପୁଣି ଥରେ ଭାରତରେ ଚିନ୍ତା ହଜାଇ ଦେଇଛି । ଭାରତରେ ପ୍ରତି ଘଣ୍ଟାରେ ଅତି କମରେ ୨୬ରୁ ୨୭ ଜଣ ଲୋକ ସଂକ୍ରମିତ ହେଉଛନ୍ତି ।ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳି ଯାଇଛି ।…