Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମମନ୍ଦିରେ ପୂଜା ପାଇବ ପ୍ରଭୁ ଶ୍ରୀରାମଙ୍କ ସୁନାରେ ତିଆରି ଚରଣ ପାଦୁକା: ସାରା ଦେଶ ବୁଲିବା ପରେ ଅଯୋଧ୍ୟାକୁ ଆସିବ

ନୂଆଦିଲ୍ଲୀ:ଅଯୋଧ୍ୟା ରାମମନ୍ଦିର ଉଦଘାଟନ ଜାନୁଆରୀ ୨୨ ତାରିଖରେ କରାଯିବ । ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କୁ ଉଦଘାଟନ ସମାରୋହକୁ…

ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ

ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ  ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦…

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ବେଜିଂ:ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ…

ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ । ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଥିଲେ । ଗୃହରେ…

ରାମଙ୍କ ପ୍ରତିଷ୍ଠା ଉତ୍ସବରେ ନ ଆସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଭବ୍ୟ ମୁହୂର୍ତ୍ତରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନର ଅଗ୍ରଭାଗରେ ଥିବା ଭାଜପା ଭେଟେରାନ ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟ ଏବଂ…

ଅନ୍‌ଲାଇନ୍‌ରୁ ଅର୍ଡର କରିଥିଲେ ଖାଦ୍ୟ, ସେଥିରୁ ଏମିତି କିଛି ବାହାରିଲା ଯାହାକୁ ଦେଖି ଲୋକେ ଚକିତ

ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ମାତ୍ର ଏଥିରୁ ବେଳେ ବେଳେ ଏମିତିସବୁ ଜିନିଷ ବାହାରେ ଯାହାକୁ ଦେଖି ଲୋକେ ତାହା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେଙ୍ଗାଲୁରୁର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କ ପାଇଁ…

ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ ହିମାଳୟ ଗ୍ଲାସିୟର

ୱାଶିଂଟନ: ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲାସିୟର । କିନ୍ତୁ ଏକ ନୂତନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିଶ୍ୱର ସର୍ବୋଚ୍ଚ ପର୍ବତମାଳାରେ ଗ୍ଲାସିୟର ତରଳିବା ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ। ଏନେଇ ନେଚର ଜିଓ…

୮ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଅପରାହ୍ନରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ…

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: ରିପୋର୍ଟ ଦାଖଲ କଲା ASI

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ଦାଖଲ କଲା ଏଏସଆଇ। ବାରାଣାସୀ କୋର୍ଟରେ ବନ୍ଦ ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇଥିଲା ସର୍ଭେ । ଡିସେମ୍ବର ୧୧ ତାରିଖରେ ସର୍ଭେ…

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କେବେ ଘୋଷଣା ହେବ, ସ୍ପଷ୍ଟ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ନୀତୀଶ, ମମତା, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ୱାରଙ୍କ ଭଳି ମୋଦୀ ବିରୋଧୀ ନେତା ମେଣ୍ଚରେ ରହିଛନ୍ତି। ଏପରି ସ୍ଥିତିରେ ଭିନ୍ନ ଭିନ୍ନ ସମୟରେ ଏହିସବୁ…