Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସଂକ୍ରମଣ ବୃଦ୍ଧି ଏବଂ ଦେଶରେ JN.1 ଭାରିଆଣ୍ଟକୁ ଦେଖି ରାଜ୍ୟଗୁଡ଼ିକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କେରଳରେ ଚାରି ଜଣ ଏବଂ ୟୁପିରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ JN.1 ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଉ…

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କ୍ରାଉଡ ଫଣ୍ଡିଂ, କ’ଣ ହୋଇପାରେ ଉଦ୍ଦେଶ୍ୟ?

ନୂଆଦିଲ୍ଲୀ: ଗତ ୯ ବର୍ଷ ଧରି କଂଗ୍ରେସ କ୍ଷମତାରୁ ବାହାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣିଥରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି…

ଭୁଲରେ ଟ୍ରାନ୍ସଫର ହୋଇଥିବା ୭୦୫ କୋଟି ଫେରାଇ ଆଣିଲା ୟୁକୋ ବ୍ୟାଙ୍କ 

ନୂଆଦିଲ୍ଲୀ: ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କରଦ। ଆଇଏମପିଏସ ପେମେଣ୍ଟ…

ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କୁ ଦ୍ବିତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ଯ଼ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।। ଡିସେମ୍ବର ୨୧ରେ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ଇଡି କେଜ୍ରିୱାଲଙ୍କୁ କହିଛି। ଏହାପୂର୍ବରୁ ନଭେମ୍ବର ୨ ରେ ଇଡି କେଜ୍ରିୱାଲଙ୍କୁ…

ଲୋକସଭା ପରେ ରାଜ୍ୟ ସଭାରୁ ୩୪ ସାଂସଦ ନିଲମ୍ବିତ: ଦିନକରେ ସସପେଣ୍ଡ୍ ହେଲେ ୬୭

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାର ୩୪ ସାଂସଦଙ୍କ ନିଲମ୍ବିତ କରାଯାଇଛି । ସଭାପତିଙ୍କ କଥା ନ ଶୁଣିବା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସଭାର ଯେଉଁ ୩୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗ୍ନିକ, ନାରା୍ରଣ ଭାଇ…

ଜମ୍ମୁକଶ୍ମୀର ଓ ଲଦାଖରେ ୫.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲଗାତାର ଅନୁଭୂତ ହେଉଛି । ଆଜି ପୁଣି ଅପରାହ୍ନରେ ଜମ୍ମୁକଶ୍ମୀର ଏବଂ ଲଦାଖର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପାହାଡିଆ ଅଞ୍ଚଳ…

ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧   ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ…

ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର ‘ସ୍ୱର୍ବେଦ ମହାମନ୍ଦିର’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର…

ବାରଣାସୀ: ଦୁଇ ଦିନିଆ ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୧.୩୦ ରେ ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର 'ସ୍ୱର୍ବେଦ ମହାମନ୍ଦିର'ର ଉଦଘାଟନ କରିଛନ୍ତି । ଏହି ସ୍ୱର୍ବେଦ ମନ୍ଦିର ହେଉଛି ବିଶ୍ୱର ବୃହତ୍ତମ ଯୋଗ ଏବଂ ମେଡିଟେସନ କେନ୍ଦ୍ର । ପ୍ରାୟ ଏକ ହଜାର କୋଟି…

ରାଷ୍ଟ୍ରପତି ବାଇଡେନଙ୍କ ଗାଡିକୁ ଧକ୍କା ଦେଲା କାର: ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଘେରିଗଲେ ସୁରକ୍ଷାକର୍ମୀ

ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି  ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ…

ହିନ୍ଦୁଙ୍କ ଉଦ୍ଦେଶ୍ୟରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ କଲେ ଟୁଇଟ: ପାକିସ୍ତାନ, ବଂଲାଦେଶକୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ଇସଲାମ ବିରୋଧୀ ନେତା ତଥା ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ  ଗୀର୍ଟ ବିଲ୍ଡର୍ସ ଅନେକ ସମୟରେ ତାଙ୍କର କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିଲ୍ଡର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବିଲ୍ଡର୍ସ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ…