Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମ ମନ୍ଦିର ଉଦଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ସାମିଲକୁ ଜାମିୟତର ବିରୋଧ

ଲକ୍ଷ୍ନୌ: ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦେବାର ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ସମ୍ପର୍କରେ ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିୟତ ଉଲେମା-ଇ-ହିନ୍ଦର ମୁଖ୍ୟ ମୌଲାନା…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ଇଡି ସମନ୍ ଘଟଣାରେ କେନ୍ଦ୍ର ସରକାରଙ୍କୁ ଗେହଲଟଙ୍କ ଟାର୍ଗେଟ୍

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ସମନ୍ ହେବା ପରେ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, 'ଆମେ ଦେଶର ରାସ୍ତାରେ କୁକୁର ଅପେକ୍ଷା ଇଡି ଲୋକ ଅଧିକ ବୁଲୁଛନ୍ତି।' ସୂଚନା ଥାଉକି ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ…

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…

ପରିବାରବାଦକୁ ଆଗକୁ ବଢାଇବା କଂଗ୍ରେସ ଓ ବିଆରଏସର ଲକ୍ଷ୍ୟ: ଶାହ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି ଯେ, କେସିଆର ତାଙ୍କ ପୁଅ କେଟିଆରଙ୍କୁ…

ଭୁପେଶ ସରକାରଙ୍କ ଉଭୟ ନୀତି ଓ ଉଦ୍ଦେଶ୍ୟ ଠିକ ନୁହଁ: ରମଣ ସିଂ

ରାୟପୁର: ଲୋକସଭା ନିର୍ବାଚନ ଆରମ୍ଭକୁ ଆଉ ବହୁତ କମ ଦିନ ବାକି ଅଛି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ରାଜ୍ୟରେ ରାଜନୈତିକ ଦଳ ନିଜ ନିଜର ବିଜ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ଛତିଶଗଡରେ ପୁଣି ଥରେ ନିଜ କ୍ଷମତାକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଦେଇଛି । ଏହି ସମୟ…

ଅଜବ ଗଜବ: ନାଁ ବି ଅଜବ ଗାଁ ବି ଅଜବ, ଲୋକମାଙ୍କର ନାଁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ରାଜସ୍ଥାନ: ଆପଣ ଅନେକ ଅଜବ ଗାଁ ବିଷୟରେ ଶୁଣିଥିବେ । କିଛି ଗାଁ ସେଠାର ନାଁ ପାଇଁ ବିଶେଷ ହୋଇଥାଏ ତ ଆଉ କିଛି ଗାଁ ତା’ର କିମ୍ବଦନ୍ତି ପାଇଁ । କିନ୍ତୁ ରାଜସ୍ଥାନରେ ଏକ ଗାଁ ଅଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଵର୍ଯ୍ୟ ହେବେ । ଏହି ଗାଁ ର ନାଁ ଯେମିତି ଅଜବ ଗାଁ ବି ସେମିତି ଅଜବ । ଏହି ଗାଁରେ…

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରି ପାରିବେ ନାହିଁ ସରକାରୀ ଚାକିରିଆ, ଏହି ରାଜ୍ୟରେ ହେଲା ନିୟମ…

ଆସାମ:  ଏଣିକି ପ୍ରଥମ ସ୍ତ୍ରୀ/ସ୍ୱାମୀ ଜୀବିତ ଥିଲେ, ବିନା ସରକାରଙ୍କ ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ସରକାରୀ ଚାକିରିଆ । ବହୁ ବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ ଏଭଳି କଡ଼ା ଚେତାବନୀ ଜାରି କରିଛନ୍ତି । ଜୀବନ ସାଥୀ ଜୀବିତ ଥାଇ ଅନ୍ୟକାହାକୁ ବିବାହ କରିବା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ…

ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ପ୍ରକାଶ ଝା କରିବେ ଫିଲ୍ମ ପ୍ରଡ୍ୟୁସ୍

ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ କ୍ୟାରିଅରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି।…