Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଘବ ଚାଢାଙ୍କୁ ଆଶ୍ୱସ୍ତି, ସାଂସଦଙ୍କୁ ଖାଲି କରିବାକୁ ପଡିବନି ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କୁ ଆଶ୍ୱସ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ରାଘବ ଚାଢାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଦାଲତ କହିଛନ୍ତି ଯେ ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ୍ ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ। ରାଜ୍ୟସଭା…

୧୧ ଦିନର ଯୁଦ୍ଧ, ୪୨୦୦ ମୃତ, ତଥାପି ଥମୁନି ଯୁଦ୍ଧ: ଆଜି ଜର୍ମାନ ଚାନସେଲର ଓ ଆସନ୍ତାକାଲି ବାଇଡେନ ଇସ୍ରାଏଲ ଗସ୍ତରେ

ନୂଆଦିଲ୍ଲୀ: ଇତି ମଧ୍ୟରେ ୧୧ ଦିନ ବିତିଗଲାଣି । ଯୁଦ୍ଧ ଥମିବାର ନାଁ ଧରୁନି । ରକ୍ତରେ ଭିଜୁଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ ମାଟି । ଯୁଆଡେ ଚାହିଁବ ସିଆଡେ ଖାଲି ଧ୍ୱଂସସ୍ତପ, କରୁଣ ଚିତ୍କାର । ଉଭୟ ପକ୍ଷରୁ ଚାଲିଛି ରକେଟ ମାଡ ।  ଉପୟ ପକ୍ଷରୁ ପ୍ରାୟ ୪୨୦୦ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି…

ଗଗନୟାନ ମିଶନ ସମୀକ୍ଷା ବୈଠକ କଲେ ମୋଦି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଭାରତର ଗଗନୟାନ ମିଶନର ଅଗ୍ରଗତି ସମ୍ବନ୍ଧୀୟ ଆକଳନ କରିଛନ୍ତି। ଏହାସହ ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତକୁ ବର୍ଣ୍ଣନା…

ବଂଶବାଦ ରାଜନୀତି ପ୍ରସଙ୍ଗକୁ ନେଇ ରାଗିଗଲେ ରାହୁଲ: କହିଲେ, ଅମିତ ଶାହଙ୍କ ପୁଅ କ’ଣ କରୁଛନ୍ତି ?

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲକୁ ନେଇ  ଏବେ ରାଜନୀତି ସରଗରମ । ସମସ୍ତଙ୍କ ମୁହଁରେ ବିସ୍ଫୋରକ ବୟାନ । ଦିନକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ମିଜୋରାମରେ ପହଞ୍ଚିଛନ୍ତି । ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେପି ଉପରେ ଜୋରଦାର…

ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୪ ମୃତ

ମେରଟ: ଉତ୍ତରପ୍ରଦେଶ ମେରଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହାର କିଛି ସମୟ ପରେ ଅର୍ଥାତ ୮ଟା ୪୮ ମିନିଟରେ ପୁଣି ଦ୍ୱିତୀୟ ଥର ବିସ୍ଫୋରଣ ହୋଇଥିଲା । ଲଗାତାର ବିସ୍ଫୋରଣରେ ପୁରା ଘର ଧ୍ୱଂସ ହୋଇ ଯାଇଛି । ବିସ୍ଫୋରଣରେ…

ସୁନ୍ଦର ପିଚାଇଙ୍କ ସହ ମୋଦିଙ୍କ ଚର୍ଚ୍ଚା, ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବ ଗୁଗୁଲ

ନୂଆଦିଲ୍ଲୀ: ଡିଜିଟାଲ ମାଧ୍ୟମରେ ଗୁଗୁଲ ଏବଂ ଆଲଫାବେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବାକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗୁଗୁଲର ଯୋଜନା…

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଝଟକା:ମାନ୍ୟତା ଦେବାକୁ ମନା କରିଦେଲେ ସିଜେଆଇ

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି, ଏହା ସଂସଦ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲିଙ୍ଗୀ ବିବାହ ସମ୍ପର୍କରେ ଉଚିତ…

ହମାସ-ଇସ୍ରାଏଲ ଯୁଦ୍ଧ : ରୁଷ ଆଣିଥିବା ପ୍ରସ୍ତାବକୁ ଖାରଜ କଲା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ

ମସ୍କୋ: ଗାଜା ହିଂସା ଉପରେ ରୁଷିଆ ଆଣିଥିବା ପ୍ରସ୍ତାବକୁ ଆଜି ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଖାରଜ କରିଦେଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ସାଧାରଣ ନାଗରିକ ହିଂସାର ଶୀକାର ହେଉଛନ୍ତି । ଏହି ଯୁଦ୍ଧକୁ ବିରାମ ଦେବା ପାଇଁ ରୁଷ ଶାନ୍ତି ପ୍ରସ୍ତାବ ଆଣିଥିଲା । ତେବେ ଏହି…

ଟିକେଟ ପାଇ ନ ଥିବା ଅସନ୍ତୁଷ୍ଟ ନେତାଙ୍କୁ କମଳନାଥଙ୍କ ଜବାବ: ‘ଦିଗବିଜୟ ସିଂହ ଏବଂ ଜୟବର୍ଦ୍ଧନଙ୍କ ପୋଷାକ ଫାଡନ୍ତୁ’

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । କଂଗ୍ରେସର ଅନ୍ତର୍କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କଂଗ୍ରେସର ଏହି ଅନ୍ତର୍କନ୍ଦଳର ଭରପୁର ଫାଇଦା ଉଠାଉଛି ବିଜେପି  । କଂଗ୍ରେସର ଦଳୀୟ ଅସନ୍ତୋଷ ନିଆଁରେ ଘିଅ ଢାଳୁଛି…

ସରକାରଙ୍କ ନିର୍ବାଚନୀ ଥୋପ: ଏଇ ରାଜ୍ୟରେ ମିଳିବ ବର୍ଷକୁ ୨ ମାଗଣା ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳିରେ ଏକ ବଡ ଉପହାର ଦେବେ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲାଣି । ଭାରତୀୟ ଜନତାପାର୍ଟି ବିଧାନସଭା ନିର୍ବାଚନ ସମୟରେ ନିଜ ଘୋଷଣାପତ୍ରରେ ମହିଳାଙ୍କ ପାଇଁ ପ୍ରତିବର୍ଷ ୨ଟି ମାଗଣା…