Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୧୩ ମୃତ

ଚେନ୍ନାଇ: ତାମିଲନାଡୁ ଶିବକାଶୀର ୨ଟି ସ୍ଥାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ଏଥିରେ ୧୩ ଜଣଙ୍କର ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଏହି ସମସ୍ତ ମୃତକ ଉକ୍ତ ବାଣଗୋଦାମରେ କାମ କରୁଥିବା ଜଣାପଡିଛି । ଘଣାଟାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ମହାରାଷ୍ଟ୍ର ବାଚସ୍ପତି ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିପାରିବେନି କହି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଦାଖଲ କରିଥିବା ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ଏକ ସମୟ ସୀମା ଦେବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ଚୂଡ଼ାନ୍ତ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି ଅକ୍ଟୋବର ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।…

ଏମପିରେ କଂଗ୍ରେସକୁ ଜିତାଇଦେବ ଲୋଭନୀୟ ‘ବଚନପତ୍ର’!

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନିଜର ବହୁ ପ୍ରତୀକ୍ଷିତ ଇସ୍ତାହାର ଜାରି କରିଛି। ବଚନ ପତ୍ର ନାଁ ରେ କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଜାରି କରାଯାଇଛି। ଭୋପାଳରେ ପିସିସି ସଭାପତି କମଳନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାର ସେନାକୁ ବ୍ୟବହାର କରୁଛି: ଖଡ଼ଗେ

ନୂଆଦିଲ୍ଲୀ: ସରକାରୀ ଯୋଜନାର ପ୍ରଚାର ପାଇଁ ସାରା ଦେଶରେ ସେଲ୍ଫି ପଏଣ୍ଟ ସ୍ଥାପନ କରିବାକୁ କହି ମୋଦୀ ସରକାର ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେପି ସୈନିକଙ୍କ…

ରାଜସ୍ଥାନ ବିଜେପିରେ ବିଦ୍ରୋହ ଦେଖି ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ହେବାକୁ ଥିବା ଦେଶର ପାଞ୍ଚୋଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଏ ଯାଏ ରାଜସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ ହେଉଛି। ଅସନ୍ତୋଷ ଓ ବିଦ୍ରୋହ ଭୟରେ କଂଗ୍ରେସ…

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ସିସୋଦିଆଙ୍କ ଓକିଲ ଅଭିଷେକ ସିଙ୍ଘଭି ଓ ଅତିରିକ୍ତ ସଲିସିଟର…

ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କଲେ ମୋଦି: ୨୩ ହଜାର କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ପ୍ରକଳ୍ପକୁ ମୋଦି ସ୍ୱୀକୃତି ପ୍ରଦାନ କରିଛନ୍ତି। ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୀର୍ଘକାଳୀନ ପ୍ରକଳ୍ପ ‘ଅମୃତ…

ରେକର୍ଡ ଭାଙ୍ଗିଲା ଚାରିଧାମ ଯାତ୍ରା, ଦର୍ଶନ କଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଡେରାଡୁନ: ଚଳିତବର୍ଷ ଇତିହାସ ରଚିଛି ଚାରିଧାମ ଯାତ୍ରା । ଅହେତୁକ ମାତ୍ରାରେ ଛୁଟୁଛି ତୀର୍ଥଯାତ୍ରୀଙ୍କ ସୁଅ। ଚାରିଧାମରେ ଜାରି ରହିଥିବା ବରଫ ବର୍ଷା ସତ୍ତ୍ବେ ଏହାକୁ ଖାତିର ନକରି କେଦାରନାଥ, ବଦ୍ରିନାଥ, ମା' ଗଙ୍ଗୋତ୍ରୀ ଓ ମା' ଯମୁନେତ୍ରୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।…

ଆମେରିକା, ଇସ୍ରାଏଲକୁ ଚେତାଇଲା ଇରାନ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ହମାସ ଆତଙ୍କବାଦୀ ଧିରେ ଧିରେ ଦୁର୍ବଳ ହେଉଛନ୍ତି । ଫଳରେ ପାଲେଷ୍ଟାଇନ ତଥା ହମାସ ସମର୍ଥକ ବ୍ୟତୀବ୍ୟସ୍ତ ହେବା ଆରମ୍ଭ ହୋଇଛି । ଗାଜା ଉପରେ ଇସ୍ରାଏଲ ଘନ ଘନ ମିସାଇଲ ମାଡ କରିବା ସହ ଲେବାନନର ହିଜବୁଲ୍ଲାଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛି । ଆମେରିକା…

ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ, ଏକେ-୪୭ ଜବତ

ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୋଲିସକୁ ବଡ ସଫଳତା। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି। ନିହତ ମାଓବାଦୀ ଜଣଙ୍କ ମଦେଡ ଏରିଆ କମିଟି ସେକ୍ରେଟାରୀ ନାଗେଶ ପଦମ ବୋଲି ଜଣାପିଛି। ନାଗେଶକୁ ଧରିବା ପାଇଁ ସରକାର ତା ମୁଣ୍ଡ ଉପରେ ପୂର୍ବରୁ ୮ ଲକ୍ଷ ଟଙ୍କାର…