Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେବାନନ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକ ଖାଲି କରାଇଲା ଇସ୍ରାଏଲ, ଇରାନ ଉସୁକାଉଥିବା ଅଭିଯୋଗ

ତେଲ ଅବୀବ: ହମାସର ନାରକୀୟ କାଣ୍ଡ ପରେ ଇସ୍ରାଏଲ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଉଥିବା ବେଳେ ଲେବାନନ ଏବେ ଏଥିରେ ସାମିଲ ହୋଇଛି । ଏହାକୁ ଦେଖି ଇସ୍ରାଏଲ ଲେବାନନ ସୀମା ନିକଟରେ ଥିବା ୨୮ ଗ୍ରାମର ବାସିନ୍ଦାଙ୍କୁ ଜାଗା ଖାଲି…

ଆପ୍ ସାଂସଦ ରାଘବ ଚଢାଙ୍କ ‘ନିଲମ୍ବନ’ ମାମଲା, ରାଜ୍ୟସଭା ସଚିବାଳୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନର ତର୍ଜମା କରିବାକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। "ନିୟମର ଘୋର ଉଲ୍ଲଙ୍ଘନ, ଅସଦାଚରଣ, ଏକଛାଟିଆ ମନୋଭାବ ଏବଂ ଅବମାନନାମୂଳକ ଆଚରଣ" ପାଇଁ…

ମିଜୋରାମରେ ଜିତିବାକୁ ମୋଦିଙ୍କ ବିରୋଧରେ ରାହୁଲଙ୍କ ମଣିପୁର ଅସ୍ତ୍ର !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ମିଜୋରାମ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଜୋରାମର ୪୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାହୁଲ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାରକୁ…

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ…

ଆଇଟି ରେଡ୍: ନଗଦ 94 କୋଟି ଟଙ୍କା ସହ 8 କୋଟିର ହୀରା ଓ ସୁନା ଗହଣା ଜବତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ରେଡ୍ । ରେଡ୍ ବେଳେ ମିଳିଛି ପୁଳାପୁଳା ଟଙ୍କା ଓ ଦାମୀ ଅଳଙ୍କାର ଓ ବହୁମୂଲ୍ୟର ବିଦେଶୀ ଘଣ୍ଟା। ଏହାସହ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସୂଚନାମୁତାବକ, କେନ୍ଦ୍ରୀୟ ବୋର୍ଡ ଅଫ୍…

ଏହି ସହରରେ ମରିବା ମନା

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ନିଶ୍ଚିତ । ତଥାପି ପୃଥିବୀରେ ଏ ଭଳି ଏକ ସହର ଅଛି ଯେଉଁଠାରେ ସରକାର ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି । ଯାହା ଫଳରେ ୭୦ ବର୍ଷ ହେବ ଏଠାରେ କାହାର ଅନ୍ତ୍ୟେଷ୍ଟି କ୍ରିୟା ହୋଇ ନାହିଁ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ନରୱେର ଉତରାଂଚଳରେ ଲାଙ୍ଗ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବାଇଡେନଙ୍କ ୟୁ ଟର୍ଣ୍ଣ

ୱାଶିଂଟନ: ଜାରି ରହିଛି ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ। ଏନେଇ ଗାଜା ପଟ୍ଟି ଭିତରେ ପ୍ରବେଶ କରିଛି ଆଇଡିଏଫ । ଯାହାକୁ ନାପସନ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାକୁ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ ବୋଲି କହି ଚେତାବନୀ ଦେଇଛନ୍ତି ବାଇଡେନ। ଆମେରିକାର…

ସୀମା ଟପୁଛି ଅତ୍ୟାଚାର: ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଓ ଯୌନ ହିଂସା ମାମଲା

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ସୁଡାନରୁ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ଅର୍ଦ୍ଧ ସାମରିକ ବାହିନୀ ଶାସନ କ୍ଷମତା ଅକ୍ତିଆର କରିବା ପରେ ଅଶାନ୍ତ ହୋଇଛି ସୁଡାନ। ଏଠାରେ ବଢିଯାଇଛି ସଂଘର୍ଷ। ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଏବଂ ଯୌନ ହିଂସା ମାମଲା। ଏହା…

ଆଇଟି ଚଢଉବେଳେ ବାହାରିଲା ଅଚଳାଚଳ ସମ୍ପତ୍ତି: ୯୪ କୋଟି କ୍ୟାସ, ୮ କୋଟିର ହୀରା, ୩୦ ଦାମୀ ଗାଡି

ନୂଆଦିଲ୍ଲୀ: କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ୫୫ରୁ ଅଧିକ ସ୍ଥାନରେ ଠିକାଦାର ଏବଂ ରିଅଲ ଇଷ୍ଟେଟ ଡେଭଲପର୍ସଙ୍କ ଘରେ ଚାଲିଛି ଚଢଉ । ଏହି ଚଢାଉରେ ଆଇଟି ହାତରେ ଲାଗିଛି ୯୪ କୋଟିରୁ ଅଧିକ ଟଙ୍କାର ନଗଦ କ୍ୟାସ । ସିବିଡିଟି (Central Board of Direct Taxes)…

ମଧ୍ୟପ୍ରଦେଶରେ ଏଣ୍ଟ୍ରିମାରିଲେ ହନୁମାନଜୀ: ଶିବରାଜଙ୍କୁ ଦେବେ ଚାଲେଞ୍ଜ

ଭୋପାଳ:ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନବରାତ୍ର ପୂଜା ପୂର୍ବ ଦିନରୁ ଏହି ତାଲିକା ପ୍ରକାଶ ପାଇଛି । ତେବେ ସବୁଠାରୁ ଆଲୋଚନାର ବିଷୟ ହୋଇଛି ବୁଧିନି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ନେଇ । ବୁଧିନି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…