Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମ୍ବିଧାନ ବହି ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଗାଏବ ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୁଧବାର ଅଭିଯୋଗ କରିଛନ୍ତି ଯେ ନୂଆ ସଂସଦ ଭବନର ପ୍ରଥମ ଦିନରେ ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନର ବହିରେ 'ଧର୍ମନିରପେକ୍ଷ' ଏବଂ 'ସମାଜବାଦୀ' ଶବ୍ଦର ପ୍ରସ୍ତାବନାରୁ ଗାଏବ ହୋଇଯାଇଛି। ତେବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ…

କାନାଡା-ଭାରତ ବିବାଦରେ ନାକ ପୂରେଇଲା ପାକିସ୍ତାନ; କହିଲା, ‘ଟୁଡ୍ରୋ ଯାହା କହିଛନ୍ତି ସେଥିରେ ସତ୍ୟତା ଅଛି’

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରି ବିଶ୍ୱରେ  ବଦନାମ ଅର୍ଜନ କରିଥିବା ପାକିସ୍ତାନ କାନାଡା-ଭାରତ ସମ୍ପର୍କକୁ ନେଇ ଭାରତ ଉପରକୁ ଆଙ୍ଗୁଠି ଉଠାଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଅଭିଯୋଗ ଆଣିଛନ୍ତି ଯେ, ଖଲିସ୍ତାନୀ ଆତଙ୍କୀ ହରଦୀପ…

ମହିଳା ସଂରକ୍ଷଣ ବିଲ୍ ଆମ ସମୟର ସବୁଠୁ ବଡ଼ ବୈପ୍ଲବିକ ପରିବର୍ତ୍ତନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି, ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ନ୍ୟାୟ ପାଇଁ ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ…

ମହିଳା ସଂରକ୍ଷଣ ବିଲ୍: ବିତର୍କ ବେଳେ ଅଧୀରଙ୍କ ମୁହଁ ଚୁପ୍ କରାଇଦେଲେ ଅମିତ ଶାହ!

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଗତକାଲି ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ଆଲୋଚନା କରିବା ବେଳେ ବାକ୍ ଯୁଦ୍ଧ ହୋଇଥିଲା। ଆଜି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ତରଫରୁ…

ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଓବିସି କୋଟା ପାଇଁ ରଖିଲେ ଦାବି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ନିଜର ମତାମତ ରଖିବା ସହ କଂଗ୍ରେସ ଏହି ବିଲ୍କୁ ସମର୍ଥନ କରୁଛି ବୋଲି କହିଛନ୍ତି। "ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ମୁଁ ନାରୀ ଶକ୍ତି ବନ୍ଦନ ଅଧିନିୟମ 2023କୁ ସମର୍ଥନ କରୁଛି" ବୋଲି ସେ…

ପଞ୍ଜାବ ମୁକ୍ତସରରେ ଅଘଟଣ: ସରହିନ୍ଦ କେନାଲକୁ ଖସିଲା ବସ୍ , ୮ ମୃତ

ପଞ୍ଜାବ : ପଞ୍ଜାବର ମୁକସର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  । ସରହିନ୍ଦ କେନାଲକୁ ଏକ ଘରୋଇ ବସ୍ ଖସି ପଡିଛି  । ଫଳରେ ୮ଜଣ ଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡିଛି  । ୧୦ ଆହତଙ୍କୁ…

ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା: କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଆଜି ହେଉଛି ୩ୟ ଦିନ । ଗତକାଲି ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ ନେଇ ଆଜି ଆଲୋଚନା ହେବ  । ଏହି ବିଲର ନାମ ରହଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ।…

ଦୁନିଆର ଏମିତି ଏକ ଦେଶ , ଯେଉଁଠି ବର୍ଷକୁ ୧୨ ମାସ ନୁହେଁ ୧୩ ମାସ ହୁଏ….

ନୂଆଦିଲ୍ଲୀ : ଯେତେବେଳେ ବି ଆପଣ ବିଦେଶରେ ଛୁଟି କଟାଇବା କଥା ଭାବନ୍ତି , ସେତେବେଳେ ଇଥିଓପିଆର ନାମ ମନକୁ ଆସେ  । ଏହାକୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ବିବେଚନା କରାଯାଏ  । କୁହାଯାଏ ଏହି ଦେଶର ଇତିହାସଦ ବହୁ ପୁରୁଣା  । ଏଠାକାର ଲୋକଙ୍କ ଜୀବନଶୈଳୀ ଏବଂ ସଂସ୍କୃତି ସାଧାରଣ ଲୋକଙ୍କଠାରୁ…

ଭାରତ ଚନ୍ଦ୍ରରେ, ବିଶ୍ବଠୁ ଭିକ ମାଗୁଛି ପାକିସ୍ତାନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ଦୁରବସ୍ଥା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଦେଶର ପୂର୍ବତନ ଜେନେରାଲ ଓ ବିଚାରପତିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଚନ୍ଦ୍ରରେ ପହଞ୍ଚି ସଫଳତାର ସହ ଜି-୨୦ ସମ୍ମିଳନୀ ଆୟୋଜନ କରିସାରିଥିବା ବେଳେ ପାକିସ୍ତାନ ସାରା ବିଶ୍ୱକୁ ଭିକ…

ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହରର ଟିମ୍ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହର ଅଂଶଗ୍ରହଣ କରିବା ସହିତ ସ୍ୱଚ୍ଛ ଭାରତ ମିଶନ ସହରକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ…