Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତେଲେଙ୍ଗାନାରେ ବିଆରଏସ, କଂଗ୍ରେସକୁ ଖେଳାଇବେ ବିଜେପିର ରାଜା !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ।ତେଲେଙ୍ଗାନା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ବିଜେପି ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ…

ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ, ୭୬ ବର୍ଷ ପରେ କରତାରପୁର କରିଡରରେ ଭାଇ ଭଉଣୀ ଏକାଠି

ନୂଆଦିଲ୍ଲୀ: ୭୬ ବର୍ଷ ତଳେ ଦେଶ ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ସମ୍ପର୍କୀୟ ଭାଇ ଭଉଣୀ ରବିବାର ପାକିସ୍ତାନର କରତାରପୁର କରିଡରରେ ଏକାଠି ହୋଇଥିଲେ। ଦୁଇ ସମ୍ପର୍କୀୟ ଭାଇ ମହମ୍ମଦ ଇସ୍ମାଇଲ ଏବଂ ସୁରିନ୍ଦର କୌର ଦୀର୍ଘ ଦଶନ୍ଧି ପରେ କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଭେଟ ହୋଇଥିଲେ।…

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଅଧିକ ସଂଖ୍ୟକ ଲୋକ ଆହତ ହୋଇଥିବାରୁ ମୃତ୍ୟୁସଙ୍ଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଅନ୍ତର୍ଜାତୀୟ…

ବିଜେପି ନେତାଙ୍କ ସହ ବନ୍ଧୁତ୍ୱ ରହିବ: ନୀତୀଶଙ୍କ ବୟାନ ପରେ ତେଜସ୍ବୀଙ୍କ କଟାକ୍ଷ

ପାଟଣା: ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର କଟାକ୍ଷ କରିଛନ୍ତି। ନୀତୀଶ କୁମାର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ବିଜେପି ନେତାଙ୍କ ସହ ବନ୍ଧୁତାରେ…

ତୃଣମୂଳ ସ୍ତରରେ ଯୋଜନା ପହଁଚାଇବେ ‘ବାବୁ’, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ରର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆଣିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରୀ କର୍ମଚାରୀଙ୍କୁ ପ୍ରଚାର ପାଇଁ ବ୍ୟବହାର…

ଜୟ ଶ୍ରୀରାମ ନାରା ଲଗାଇବାକୁ ପ୍ରସ୍ତୁତ ମୁସଲମାନ ଯୁବକ, ଜାଣନ୍ତୁ କାରଣ…

ଲକ୍ଷ୍ନୌ: ଚଳିତବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ  ଆସନ୍ତା ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ପୁଣି ଥରେ ହିନ୍ଦୁ-ମୁସଲମାନ ଉପରେ ରାଜନୀତି ସରଗରମ ହୋଇଛି । ଜଣେ ମୁସଲମାନ ବ୍ୟକ୍ତି ଜୟ ଶ୍ରୀରାମ ସ୍ଲୋଗାନ ଦେବାପାଇଁ ପ୍ରସ୍ତୁତ ଥିବା…

ମହୁଆ ମୋଇତ୍ରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଶଶି ଥରୁର: କହିଲେ, ସେଠାରେ ଆହୁରି ଅନେକ…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ସହ ତାଙ୍କର ଫଟୋ ଭାଇରାଲକୁ ନେଇ ମୁହଁ ଖୋଲିଛନ୍ତି । ଶଶି ଥରୁରୁ ଏକ ବୟାନ ଦେଇ ଏହା ନିମ୍ନସ୍ତରର ରାଜନୀତି ବୋଲି କହିଛନ୍ତି । ଥରୁର କହିଛନ୍ତି, ଏହି ଫଟେ ଏକ ଜନ୍ମଦିନ ଭୋଜି ସମୟରେ ଉଠା…

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ପରୀକ୍ଷା ସମୟରେ ମୁସଲମାନ ଛାତ୍ରୀ ପିନ୍ଧି ପାରିବେ ହିଜାବ

ବେଙ୍ଗାଲୁରୁ: ହିଜାବକୁ ନେଇ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ସରକାର ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀମାନେ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ। କର୍ଣ୍ଣାଟକ…

ଦିନ ଦିପହରେ ବିଏମଡବ୍ଲ୍ୟୁ କାଚ ଭାଙ୍ଗଲେ, ୧୩ ଲକ୍ଷ ଲୁଟି ଚମ୍ପଟ ମାରିଲେ ଲୁଟେରା

ନୂଆଦିଲ୍ଲୀ: ପୂଜାରେ ଲୁଟେରାଙ୍କର ଯେମିତି ରାଜ ଚାଲିଛି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦିପହରେ ବି ଚାଲିଛି ଲୁଟ । ଦିନ ଦ୍ୱିପହରରେ ବାଇକରେ ଆସିଲେ, ବିଏମଡବ୍ଲୁର କାଚ ଭାଙ୍ଗିଲେ । ଗାଡି ଭିତରୁ ୧୩ ଲକ୍ଷ ଟଙ୍କା ଲୁଟି ନେଲେ । ଏମିତି ଘଟଣା ଶୁକ୍ରବାର ଘଟିଛି ବେଙ୍ଗାଲୁରରେ । ତେବେ…

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବ ଭାରତ-ଆମେରିକାର ଟୁ-ପ୍ଲସ-ଟୁ ବୈଠକ

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଆୟୋଜିତ ହେବ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ। ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆଦିଲ୍ଲୀରେ ଏହି ଟୁ ପ୍ଲସ ଟୁ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ସଚିବ ଲୟର୍ଡ ଜେ…