Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂତନ ସଂସଦ ଭବନ ପାଇଁ ନୂଆ ଡ୍ରେସ୍ କୋଡ୍, ବିଭିନ୍ନ ପୋଷାକରେ ନଜର ଆସିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ନୂତନ ସଂସଦରେ କର୍ମଚାରୀମାନେ ପାଇବେ ନୂଆ ୟୁନିଫର୍ମ। ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଗୃହରେ ଗଣେଷ ଚତୁର୍ଥୀ ପୂଜା ହେବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ପୁରୁଣା ସଂସଦରେ ଏନେଇ ଏକ ବୈଠକ ହେବ। ଏହି ଦିନେ ପୁରୁଣା ସଂସଦର…

ତାମିଲନାଡୁ ତିରୁପଥରରେ ଦୁର୍ଘଟଣାରେ ୭ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ…

ତାମିଲନାଡ଼ୁ: ତାମିଲନାଡୁ ତିରୁପଥୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଏଥିରେ ୭ଜଣ  ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ମହିଳାଙ୍କ ଉପରେ ଟ୍ରକ୍ ମାଡିଯାଇଛି  । ମହିଳାମାନେ କର୍ଣ୍ଣାଟକରୁ ଫେରୁଥିବାବେଳେ ଏଭଳି…

ଏଣିକି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ହଜିଯିବ ନିଦ: ସୁପ୍ରିମକୋର୍ଟ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଉ ଖସିବାର ବାଟ ପାଇବେନି ଦୁର୍ନୀତିଗ୍ରସ୍ତ ଅଫିସର । ଦୁର୍ନୀତି କଲେ ଆଉ ଖସି ପାରିବେନି ବରିଷ୍ଠ IAS ଓ IPS ଅଫିସର । ମାଡି ବସିବ ସିବିଆଇ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବି ଦରକାର ପଡିବନି । ସୁପ୍ରିମକୋର୍ଟଙ୍କ ୫-ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି I…

‘ସମୁଦ୍ରଯାନ’ ଜଣାଇବ ଗଭୀର ସମୁଦ୍ରର ରହସ୍ୟ: ମିଶନରେ ଯିବେ ୩ଜଣ ମଣିଷ

ନୂଆଦିଲ୍ଲୀ: ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଛି ଭାରତ। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି…

ଲିବ୍ୟାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୦୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରକୃତିର ତାଣ୍ଡବ । ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ । ପ୍ରଳୟଙ୍କାରୀ ଡାନିଏଲର ତାଣ୍ଡବରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବନ୍ୟା ପାଣିରେ ଭାସିଯାଇ ଅନ୍ୟୁନ ୨୦୦୦ ଲୋକଙ୍କର ମୃତ୍ୟୁ…

ମରକ୍କୋ ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୩୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ବଡ ବଡ…

୧କୋଟି ଶିବଲିଙ୍ଗରେ ସ୍ଥାପିତ ଅଲୗେକିକ ମନ୍ଦିର…

ଦିଲ୍ଲୀ: ଆପଣ  ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ । ଏହି ମନ୍ଦିର ଅନେକ ଚମତ୍କାରରେ ଭରା  ।  କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଉଛି ।…

ଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ୮୯ ଉଦ୍ୟୋଗର ଉଦଘାଟନ…

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ: ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର 'ଅସ୍ୱାଭାବିକ' ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ…

ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ପାଇଁ ଅଯୋଗ୍ୟତା ଅବଧିର ସମୀକ୍ଷାକୁ ପ୍ରାଥମିକତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣାର ୬ ବର୍ଷର ଅବଧି ଯଥେଷ୍ଟ ଅଛି କି ନାହିଁ ତାହା ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫୌଜଦାରୀ ମାମଲାରେ ସାଂସଦ ଓ ବିଧାୟକଙ୍କ…