Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା…

କେନ୍ଦ୍ରମନ୍ତ୍ରୀ ଭିତରେ ବୈଠକ କରୁଥିଲେ, ବାହାରେ ଅସନ୍ତୁଷ୍ଟ କର୍ମୀ ତାଲା ପକାଇ ଦେଲେ

କୋଲକାତା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମଙ୍ଗଳବାର ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କୁ ନିଜ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଜିଲ୍ଲା ଶାଖା ପରିଚାଳନାରେ ସେ 'ଏକଛତ୍ରବାଦ' ଭଳି ବ୍ୟବହାର କରୁଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। କେନ୍ଦ୍ରଶିକ୍ଷା…

ମଣିପୁରରେ ପୁଣି ହିଂସା, ୩ ଜଣ କୁକି ସମ୍ପ୍ରଦାୟଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ: ମଙ୍ଗଳବାର ସକାଳେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ନିଷିଦ୍ଧ ଉଗ୍ରବାଦୀଙ୍କ କିଛି ସଦସ୍ୟମାନେ କୁକି-ଜୋ ସମ୍ପ୍ରଦାୟର ତିନି ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା କଥା ହେଲା…

ଚର୍ଚ୍ଚାରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଥିବା ଉପହାର ବାକ୍ସ, ଜାଣନ୍ତୁ ବାକ୍ସରେ କ’ଣ ରଖିଛନ୍ତି…

ନୂଆଦିଲ୍ଲୀ: ମରିସସ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶାଗୁଆନ କାଠର ବାକ୍ସରେ ଏକ ସୁନ୍ଦର ଉପହାର ଭେଟି ଦେଇଛନ୍ତି । ଜି-୨୦ ସମ୍ମିଳନୀକୁ ଆସିଥିବା ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଗୁଜରାଟ କାରିଗରମାନଙ୍କ ଦ୍ୱାରା…

ମୁହାଁମୁହିଁ ହେବ ଭାରତ-ପାକ୍ ଯୁଦ୍ଧ ବିମାନ, ମିଗ-୨୯ ଓ ଜେଏଫ-୧୭ ମଧ୍ୟରେ ପ୍ରତିଯୋଗିତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ବାୟୁସେନାର ମିଗ -୨୯ ଏବଂ ପାକିସ୍ତାନ ବାୟୁସେନାର ଜେଏଫ -୧୭ ମଧ୍ୟରେ ହେବ ପ୍ରତିଯୋଗିତା। ଉଭୟ ଦେଶର ବାୟୁସେନା ହେବେ ମୁହାଁମୁହିଁ। ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ବାୟୁସେନା ମଧ୍ୟରେ 'ଡଗ୍ ଫାଇଟ୍' ବାଲାକୋଟ ଏୟାର ଷ୍ଟ୍ରାଇକର ପରେ ଫେବୃଆରୀ ୨୦୧୯ ରେ…

କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ: ମୋହବ୍ବତର ଦୋକାନ ଖୋଲିଛ ହେଲେ ଧର୍ମ ନାଁରେ ଘୃଣାର ସାମଗ୍ରୀ ବିକୁଛ କାହିଁକି ?

ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଆକ୍ରମଣ କରିଛି । ସେତିକି ନୁହେଁ, ବିଜେପି ଅଭିଯୋଗ ଆଣିଛି ମୁମ୍ବାଇରେ ଇଣ୍ଡିଆ ବୈଠକରେ ରଣନୀତି ପରେ ବିପକ୍ଷ ସନାତନ ଧର୍ମକୁ ନେଇ ବୟାନବାଜି ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜେପି…

କେରଳର ‘ସରକାରା ମନ୍ଦିର’ରେ ପ୍ରତିଷ୍ଠା ହେବ ନାହିଁ ଆରଏସଏସ ଶାଖା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଥିରୁବନନ୍ତପୁରମ: କେରଳସ୍ଥିତ ଥିରୁବନନ୍ତପୁରମ 'ସରକାରା ଦେବୀ ମନ୍ଦିର' ପରିସରରେ ଆରଏସଏସ ଶାଖା ପ୍ରତିଷ୍ଠା ହେବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। 'ସରକାରା ଦେବୀ ମନ୍ଦିର'ରେ ଆରଏସଏସର ତାଲିମକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି ସମୟରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଅପେକ୍ଷା କର, ପାକ ଅଧିକୃତ କଶ୍ମୀର ଆପେ ଆପେ ଭାରତରେ ମିଶିଯିବ: ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: ‘ପାକ ଅଧିକୃତ କଶ୍ମୀର ଆପେ ଆପେ ଭାରତରେ ସାମିଲ ହୋଇଯିବ । ଏଥିପାଇଁ ଆପଣଙ୍କୁ ଟିକିଏ ଖାଲି ଅପେକ୍ଷା କରିବାକୁ ପଡିବ ।’ ଏମିତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବ ସେନା ମୁଖ୍ୟ ଜେନରାଲ ବିକେ ସିଂହ(ଅବସରପ୍ରାପ୍ତ) ୧ ରାଜସ୍ଥାନରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ…

ସରିଲା ଜି-୨୦ ଶିଖର ସମ୍ମିଳନୀ, ସ୍ୱଦେଶ ଫେରି ପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବିଶ୍ୱର ୨୦ଟି ଅଗ୍ରଣୀ ନେତାମାନେ ସ୍ୱଦେଶ ଫେରିଛନ୍ତି। କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଏବେବି ଅଟକି ରହିଛନ୍ତି। ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ…