Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉପନିର୍ବାଚନ: ବିଜେପି ୩ଟି, ଏନଡିଏ ୪ଟି ଆସନରେ ବିଜୟୀ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ଗଠନ ପରେ , ଛଅଟି ରାଜ୍ୟରେ ଅନୁଷ୍ଠିତ ସାତଟି ଆସନର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେପି ଶୁକ୍ରବାର ତିନୋଟି ବିଧାନସଭା ଆସନ ଏବଂ ନବଗଠିତ ବିରୋଧୀ ଗୋଷ୍ଠୀ ଇଣ୍ଡିଆ ଚାରିଟି ଆସନରେ ବିଜୟୀ ହୋଇଛି। ଉତ୍ତର-ପୂର୍ବ ରାଜ୍ୟ ରାଜ୍ୟ ତ୍ରିପୁରାରେ ବିଜେପି ଉପ…

କିଟ୍‌ର ଜୟନ୍ତୀ ରୋହନ ଜିତିଲେ ଟାଟା କ୍ରୁସିବଲ୍‌ କୁଇଜ୍

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଜୟନ୍ତୀ ରୋହନ ଭାରତର ସମ୍ମାନଜନକ ଟାଟା କ୍ରୁସିବଲ୍‌ କ୍ୟାମ୍ପସ୍‌ କୁଇଜ୍ ୨୦୨୩ର କ୍ଲଷ୍ଟର ୨୧ ଫାଇନାଲ୍‌ ବିଜେତା ହୋଇଛନ୍ତି ।  ଝାଡ଼ଖଣ୍ଡ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା କ୍ଲଷ୍ଟର ୨୧…

ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ଏକ ମାନବ କୈନ୍ଦ୍ରିକ ଓ ସାମଗ୍ରିକ ବିକାଶର ନୂତନ ପଥ ପ୍ରଦର୍ଶିତ କରିବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି। ଭାରତର ଜି-୨୦ ସଭାପତିତ୍ବ ସାମଗ୍ରିକ, ଅଭିଳାଷିତ, ନିଷ୍ପତ୍ତିମୂଳକ ଓ କାର୍ଯ୍ୟାନୁଷ୍ଠାନ ଗୁଡ଼ିକୁ…

ଦିଲ୍ଲୀରେ ପହଞ୍ଚିଲେ ବାଇଡେନ: ଆଜି ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଭାଗ ନେବେ । ଜୋ ବାଇଡେନଙ୍କର ଏହା ପ୍ରଥମ ଭାରତ ଗସ୍ତ । ବାଇଡେନ ଭାରତକୁ ୩ଦିନିଆ ଗସ୍ତରେ ଆସିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଜେନରାଲ ବିକେ ସିଂହ ବାଇଡେନଙ୍କୁ ଏୟାରପୋର୍ଟରୁ ରିସିଭ କରିଥିଲେ…

ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ ଶେଷରେ ଭାରତ ଫେରିବ । ବ୍ରିଟେନ ଏହାକୁ ଫେରାଇବା ପାଇଁ ରାଜି ହୋଇଛି । ୧୬୫୯ରେ ବୀଜାପୁର ସୁଲତାନର ସେନାପତି ଅଫଜଲ ଖାଁଙ୍କୁ ମାରିବା ପାଇଁ ଶିବାଜୀ ଏହାକୁ ବ୍ୟବହାର କରିଥିଲେ । ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଆବୁ କାସିମ୍ ପାକିସ୍ତାନରେ ନହିତ

ଇସଲାମାବାଦ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା। କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ହତ୍ୟା କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି, ଯାହାକୁ ପାକିସ୍ତାନୀ ପୋଲିସ…

ସାଉଦି ଆରବରୁ ଭାରତ ଯାଏ ହେବ ରେଳ ଲାଇନ ! ଚୀନକୁ ଉଚିତ୍ ଜବାବ ଦେବା ଲାଗି ଯୋଜନା

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ ପହଞ୍ଚି ଗଲେଣି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀ ପହଞ୍ଚି…

୧୧୮ କୋଟି ଲାଞ୍ଚ ନେବା ଅଭିଯୋଗ, ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଝୁଲୁଛି କି ଗିରଫଦାରିର ଖଣ୍ଡା?

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଘାରିଲା ଗରିଫ ଭୟ। ନିଜକୁ ଅସୁରକ୍ଷିତ ଭାବୁଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ। ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଛନ୍ତି ଚନ୍ଦ୍ରବାବୁ। ଅନନ୍ତପୁର ଜିଲ୍ଲାରେ ଏକ…

ସେପ୍ଟେମ୍ବର ୩୦ରେ ଭୋପାଳରେ ହେବ ଏୟାର ଶୋ, ଆକାଶ ମାର୍ଗରେ ପରାକ୍ରମ ଦେଖାଇବ ବାୟୁସେନା

ଭୋପାଳ: ଆସନ୍ତା ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହେବାକୁ ଯାଉଛି ଏୟାର ଶୋ। ବାୟୁସେନାର ଏୟାର ଶୋ ପାଇଁ ଏୟାର ମାର୍ଶଲ ବିଭାଗ ପାଣ୍ଡେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି। ଏୟାର ମାର୍ଶଲ ପାଣ୍ଡେ ଷ୍ଟେଟ ହ୍ୟାଙ୍ଗର ଭୋପାଳରେ ଶିବରାଜ ସିଂଙ୍କୁ…