Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜି-୨୦ ରାତ୍ରୀ ଭୋଜନରେ ଯୋଗ ଦେବେ ମନମୋହନ ସିଂ, ସାମିଲ ହେବେନି ଖଡ଼ଗେ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ ପହଞ୍ଚି ଗଲେଣି। ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି। ସେପ୍ଟେମ୍ବର ୯ ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଶ୍ୱ ନେତାଙ୍କ…

ଦେବଦୂତ ସାଜିଲେ ଡାକ୍ତର: ୫ ହଜାର ଇଞ୍ଜେକ୍ସନ ଦେଇ ରୋଗୀ ଶରୀରରୁ ବାହାର କଲେ ୬୦୦ ଏମଏଲ କୀଟନାଶକ ବିଷ

ରାଜସ୍ଥାନ : ୩୫ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଲା ୬୦୦ଏମଏଲ କୀଟନାଶକ ବିଷ । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର ପାଲିରେ । ନିଜ ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଛିଞ୍ଚା ଯାଉଥିବା କୀଟନାଶକ ଔଷଧ ଚାଷୀଙ୍କ ଶରୀରରେ…

ବିଜେପି-ଜେଡିଏସ୍‌ ମଧ୍ୟରେ ବୁଝାମଣା, ୪ ଆସନ ଦେବାକୁ ଅମିତ ଶାହଙ୍କ ସହମତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ ମଧ୍ୟରେ ଏକ ବୁଝାମଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜେଡିଏସକୁ ୪ଟି ଆସନ ଦେବାକୁ ବିଜେପି ରାଜି ହୋଇଥିବା ଦଳର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି। ସେ…

ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଘଟଣ: ପିରାମିଡ ଭାଙ୍ଗି ୧୯୫ ଆହତ

ମୁମ୍ବାଇ: ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଯାଇଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ଏହାରି ଭିତରେ ମୁମ୍ବାଇ ସହରରେ ଘଟିଛି ବଡ ଅଘଟଣ । ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନେକ ଯୁବକ ପିରାମିଡ ଭାଙ୍ଗିବା…

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍…

ହାଇଦ୍ରାବାଦରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ , ୩ ଓଡିଆ ଶ୍ରମିକ ମୃତ, ୩ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଘଟଣ  । ଏକ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ୩ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି  । ମୃତକ ମାନେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ବଡପଦା ଗାଁର ସନ୍ତୁ ବଡ ନାୟକ , ସୋନିଆ ବଡନାୟକ ଓ ସୋନିଆ କଲମ ବୋଲି ଜଣାପଡିଛି  ।…

ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ଜଓ୍ୱାନ, କଲା ଏତିକି ଟଙ୍କା ଆୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ ଶାହରୁଖ ଖାନ ପୁଣିଥରେ 'ଜୱାନ' ସହିତ ବଡ ପରଦାରେ ଏଣ୍ଟ୍ରି ମାରିଛନ୍ତି।  ଆଶ୍ଚର୍ଯ୍ୟଜନକ କଥା ହେଉଛି କିଙ୍ଗ ଖାନଙ୍କ 'ଜୱାନ୍' ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ଇଣ୍ଡଷ୍ଟ୍ରିର ଦୀର୍ଘ ଦିନର ଇତିହାସକୁ ବଦଳାଇ ଦେଇଛି । ଅଧିକାଂଶ ଚଳଚ୍ଚିତ୍ରର…

ଏଠାରେ ଯୋଡି ହୁଏ ଭଙ୍ଗା ହାଡ : ହସ୍ପିଟାଲ ନ ଯାଇ ମନ୍ଦିର ଆସନ୍ତି ଲୋକ !

ଦିଲ୍ଲୀ: ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି…

ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ: ଆଜି ଆମେରିକା, ବାଂଲାଦେଶ ଏବଂ ମରୀସସ ରାଷ୍ଟ୍ରମୁଖ୍ୟଙ୍କ ସହ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ  ପହଞ୍ଚି ଗଲେଣି । ଏହି ସମ୍ମିଳନୀରେ ଜି-୨୦ର ସଦସ୍ୟୃ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ୯ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ…

ସୋରିଷ ତେଲରେ ମିଶାନ୍ତୁ ମାତ୍ର ଗୋଟିଏ ଜିନିଷ : ୨ ଦିନରେ କେଶ ଝଡିବାରୁ ମୁକ୍ତି ପାଆନ୍ତୁ

ଦିଲ୍ଲୀ: ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ…