Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ: ଶ୍ରମଦାନ ଅଭିଯାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ଦେଶ ସାରା ସ୍ଚଚ୍ଛତା ହିଁ ସେବା ଅଭିଯାନ ଅନୁସାରେ ଶ୍ରମଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି…

ସଂସଦରେ ବାଇଡେନ୍ ଆଣିଲେ ବିଲ୍, ଆମେରିକାରେ ଶଟଡାଉନ ନିଷ୍ପତ୍ତି ସ୍ଥଗିତ

ନ୍ୟୁୟର୍କ: ଆଜିଠାରୁ ଆମେରିକାରେ ଶଟଡାଉନ୍ ହେବାର ଆଶଙ୍କା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଆଜିଠାରୁ ଏଠାରେ କୌଣସି କାମ ବନ୍ଦ ହେବ ନାହିଁ। ସରକାରୀ କାର୍ଯ୍ୟ ଜାରି ରହିବ। ଏଥିପାଇଁ ଆମେରିକାର ଲୋକସଭାରେ ଏକ ବିଲ୍ ପାରିତ ହୋଇଛି। ଲୋକସଭାରେ ଏହି ବିଲ୍ ଅନୁମୋଦନ ହୋଇଛି। ଏହାର ସପକ୍ଷରେ ୩୩୫…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଟିକୁ ବସ ଖସି ୮ମୃତ

ଚେନ୍ନାଇ: ତାମିଲନାଡୁର କୁନୁର ମାରାପଲମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଘାଟିରେ ଖସିପାଡିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କରାଯଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଓଟିରୁ…

ବଢିଲା କମର୍ସିଆଲ ଗ୍ୟାସ୍ ଦର : ୧୯କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା , ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛନ୍ତି  । ଆଜିଠାରୁ ୧୯ କେଜି ସିଲିଣ୍ଡରର ହାର ୨୦୯ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର  ୧୭୩୧…

ପ୍ରତିବାଦ ପାଇଁ ଟ୍ରେନରେ ଯିବାକୁ ମିଳିଲାନି ଅନୁମତି, ୫୦ଟି ବସରେ ଦିଲ୍ଲୀ ଅଭିମୁଖେ ଟିଏମସି ସମର୍ଥକ

କୋଲକାତା: ଶନିବାର ତୃଣମୂଳ କଂଗ୍ରେସର ଶତାଧିକ ସମର୍ଥକ ଓ ମନରେଗା ଜବ୍ କାର୍ଡଧାରୀମାନେ ୫୦ଟି ବସ୍ ଯୋଗେ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ଦିଲ୍ଲୀରେ ଦୁଇଟି ପ୍ରତିବାଦ ରାଲିରେ ଯୋଗଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଶତାଧିକ ଟିଏମସି ସମର୍ଥକ। ଏହି ବସ ଗୁଡିକ…

ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ଆରବିଆଇ

ନୂଆଦିଲ୍ଲୀ: ୨ହଜାର ଟଙ୍କିଆ ନୋଟ୍‌ର ଡିପୋଜିଟ୍ ଓ ଏକ୍ସଚେଞ୍ଜର ଅବଧି ବଢ଼ିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି, ତେଣୁ…

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି। କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ…

‘ମୋତେ ଛାଡନି, ଛାଡ଼ିଲେ ପସ୍ତେଇବ’-ରାହୁଲ ଓ ସୋନିଆଙ୍କୁ ଖୋଲା ଚାଲେଞ୍ଜ ଦେଲେ ଓବେସୀଙ୍କ ସାନଭାଇ

ନୂଆଦିଲ୍ଲୀ: ଏଆଇଏମଆଇଏମ ଏବଂ ଦଳର ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ସାନ ଭାଇ ଅକବରୁଦ୍ଦିନ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଅସଦୁଦ୍ଦିନ ଓବେସୀଙ୍କ ଦଳକୁ ବିଜେପି ସହ ଯୋଡିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଅକବରୁଦ୍ଦିନ କହିଛନ୍ତି, ‘ ମୋତେ ଛାଡନି ।…

ପୋଲିସ ଗାଡିରେ ରିଲ୍ସ କରି ଫସିଲେ ଯୁବତୀ: ଭିଡିଓ ଭାଇରାଲ ପରେ ପୋଲିସ ଅଧିକାରୀ ସସପେଣ୍ଡ

ପଞ୍ଜାବ: ପୋଲିସ ଗାଡିରେ ରିଲ୍ସ କରି ଫସିଲେ ଯୁବତୀ । ଆଉ ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଯୁବତୀ ଜଣକ  ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ  । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ…

ନିୟନ୍ତ୍ରଣ ରେଖା ନିକଟରେ ସୁଡଙ୍ଗ କରି ଅନୁପ୍ରବେଶ ଉଦ୍ୟମ : ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀମାନେ ପୁଣି ଥରେ ପାକିସ୍ତାନୀ ଆତଙ୍କୀ  ଅନୁପ୍ରବେଶ ଉଦ୍ୟମ ବିଫଳ କରି ଦେଇଛନ୍ତି । ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ସୁରକ୍ଷାକର୍ମୀମାନେ ୨ ଆତଙ୍କୀଙ୍କୁ…