Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୁର୍କୀ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ୨ ପୋଲିସ ଆହତ

ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ…

ବିସର୍ଜନ ହୋଇଥିବା ଗଣେଶଙ୍କ ମୂର୍ତି ଧରି ଜୀବନ ବଂଚାଇଲା ବାଳକ

ସୁରଟ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗଣେଶଙ୍କ ମୂର୍ତି ଯୋଗୁ ପାଣିରେ ଭାସି ଯାଉଥିବା ୧୪ ବର୍ଷୀୟ ଲଖନ ନିକଜୁ ବଂଚାଇ ପାରିଛି । ଏହାକୁ ଏକ ଚମତ୍କାର ଭାବେ ଆଖ୍ୟା କରାଯାଉଛି । ଲଖନ ଜେଜେ ମାଆ ସବିତାବେନ, ଭାଇ କରଣ ଓ ଭଉଣୀ ଅଂଜଳିଙ୍କ ସହ…

‘ସ୍ୱଚ୍ଛ ଭାରତ’କୁ ଜନଆନ୍ଦୋଳନ ରୂପ ଦେବାର ଅନନ୍ୟ ପ୍ରୟାସ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସର ଡକ୍ଟର ଜିସି ନାରଙ୍ଗ ମାର୍ଗ ଓ ଶ୍ରେୟା ମିଶ୍ର ମାର୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ…

ମୋଦୀଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ବିଜେପି-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ୱାର୍

ହାଇଦ୍ରାବାଦ: ଆସୁଛି ନିର୍ବାଚନା। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ନିଜ ଦଳର କ୍ଷମତା ପ୍ରଦର୍ଶନ କରିବା ଲାଗି କିଛି ନେତା କିଛି ରାଜ୍ୟ ଗସ୍ତ କରି ସମ୍ବୋଧିତ ମଧ୍ୟ କରୁଛନ୍ତି। ଏହାକୁ ବିରୋଧ ମଧ୍ୟ କରୁଛନ୍ତି ବିରୋଧୀ ନେତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…

ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ: ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ । ଦିଲ୍ଲୀ ସ୍ଥିତ ଦୂତବାସ ବନ୍ଦ ନେଇ ଘୋଷଣା କଲା ଆଫଗାନିସ୍ତାନ । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ତେବେ ବନ୍ଦ ହେବାରେ ମୁଖ୍ୟକାରଣ ହେଉଛି ତାଲିବାନୀ ଶାସନ । ତାଲିବାନୀ ଶାସନକୁ ଅବୈଧ ସରକରା କହି ସମାଲୋଚନା…

ଟ୍ରେନ ଲାଇନରେ ଚାଲିଥିଲା ସ୍ଲୋ-ମୋସନ ରିଲ୍ସ, ହଠାତ୍ ଆସିଲା ଟ୍ରେନ, ଆଉ ତା’ପରେ…

ଉତ୍ତରପ୍ରଦେଶ: ଆଜିକାଲି ରିଲ୍ସ ନିଶା ଯୁବପୀଢିଙ୍କୁ ଏପରି ମତୁଆଲା କରିଛି ଯାହାପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକେଇବାକୁ ମଧ୍ୟ ପଛାଉ ନାହାଁନ୍ତି । ନିକଟରେ ଏକ ୮ ସେକେଣ୍ଡର ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହକୁ ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ଏକ ୧୬ ବର୍ଷୀୟ ନାବାଳକ ଟ୍ରେନ…

ଦମ୍ପତ୍ତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର୍: ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି  । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଗତକାଲି ବିଳମ୍ବିତ ରାତିରେ ସେ ଉତ୍ତରହାଲ୍ଲିରୁ…

ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା; ରାଜସ୍ଥାନ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରିନାହାଁନ୍ତି। ଏହି ସମୟରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଖବର ରହିଛି। ରାଜସ୍ଥାନ ବିଧାନସଭା…

ଇରାନ ଆକାଶରେ ଫେକ୍ ଜିପିଏସ୍ ସିଗ୍ନାଲ ଆସୁଛି କହିଲେ ପାଇଲଟ, ଯାତ୍ରୀଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନିକଟରେ ସାଧାରଣ ଯାତ୍ରୀଙ୍କ ବିମାନକୁ ଟାର୍ଗେଟ୍ କରି ଜିପିଏସ୍ ସିଗ୍ନାଲ ଜାଲିଆତି ଘଟଣା ଘଟିବା ଫଳରେ ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିପିଏସ୍ ସ୍ପୋଫିଂ (Spoofing) ଏକ ପ୍ରକାର ହସ୍ତକ୍ଷେପ ଯେଉଁଥିରେ ବିମାନକୁ ମିଥ୍ୟା ଜିପିଏସ୍ ସିଗନାଲ ପଠାଯାଇଥାଏ,…

ଚାଷ କ୍ଷେତରେ ଜରୁରୀ ଅବତରଣ କଲା ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟର :୬ ଯବାନ ସୁରକ୍ଷିତ

ଭୋପାଳ: ଭାରତୀୟ ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି  ।  ହେଲିକପ୍ଟରରେ ୬ ଜଣ ବାୟୁସେନା କର୍ମଚାରୀ ଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,…