Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାରିଖ ଘୋଷଣା ହୋଇନି, ବିଜେପି ବିଧାୟକ ନିଜେ ନିଜର ନିର୍ବାଚନ କରାଇଦେଲେ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନିର୍ବାଚନ ହେଉଛି। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଏଭଳି କିଛି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ଯାଏ…

ଚନ୍ଦ୍ରରେ ପହଞ୍ଚିଲା ଭାରତ, ଏବେ ଅପେକ୍ଷା ‘ପ୍ରଜ୍ଞାନ’ର ପ୍ରଦର୍ଶନକୁ

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନ ଇତିହାସରେ ଚନ୍ଦ୍ରଯାନ-୩ ଏକ ସ୍ମରଣୀୟ ଅଭିଯାନ ହୋଇଛି। ଆମେରିକା, ଚୀନ୍ ଓ ପୂର୍ବତନ ସୋଭିଏତ ସଙ୍ଘ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେଇଛି। ସଫ୍ଟ ଲ୍ୟାଣ୍ଡିଂ ହାସଲ କରିବା କେବଳ ଯୋଜନାର ଏକ ଅଂଶ ମାତ୍ର।…

ଜହ୍ନରେ ପାଦ ଥାପିଲା ଭାରତ, ବିଶ୍ବର ପ୍ରଥମ ଦେଶ ଭାବରେ ସାଉଥ ପୋଲରେ କଲା ଅବତରଣ

ବେଙ୍ଗାଲୁରୁ: ଜହ୍ନରେ ପାଦ ଥାପିଲା ଭାରତ। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ଆମେରିକା, ଚୀନ୍ ଓ ସୋଭିଏତ ଋଷ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ସାରା ଦେଶରେ ପ୍ରାର୍ଥନା ହୋଇଥିଲା। ଗତ ଜୁଲାଇ…

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଜୋହାନ୍ସବର୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସେରେ ବୁଧବାର ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା…

ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ, ଜାଣନ୍ତୁ କେଉଁ ସରକାର କଲେ ଘୋଷଣା

ଲକ୍ଷ୍ନୌ: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଉପହାର। ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର…

କେବୁଲ କାରରେ ଫସିଥିବା ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଉଦ୍ଧାରକାରୀ ଦଳ

ପାକିସ୍ତାନ: ପାକିସ୍ତାନରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟର ଏବଂ ଜିପଲାଇନ ବିଶେଷଜ୍ଞ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୨ ଘଣ୍ଟା ଅପରେଶନ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ଶିକ୍ଷା ବିଭାଗରେ ବଡ ପରିବର୍ତ୍ତନ: ବର୍ଷରେ ଦୁଇଥର ହେବ ବୋର୍ଡ ପରୀକ୍ଷା, ଏକାଦାଶ, ଦ୍ୱାଦଶ ପିଲା ପଢିବେ ୨ଟି ଭାଷା

ନୂଆଦିଲ୍ଲୀ:୨୦୨୪ ଶିକ୍ଷାବର୍ଷ ପାଇଁ ଆସିଲା ନୂଆ ଶିକ୍ଷାନୀତି ।  ମିନିଷ୍ଟ୍ରି ଅଫ ଏଡୁକେଶନ ପକ୍ଷରୁ ବୁଧବାର ଜାରି ଏକ ନୂଆ ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତା ଶିକ୍ଷାବର୍ଷଠାରୁ  ବୋର୍ଡ ପରୀକ୍ଷାରେ ବଡ ପରିବର୍ତ୍ତନ କରାଯିବ । ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯିବ । ନୂଆ ନୀତି…

ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା । ଗୁଜୁରାଟର ପୋର ବନ୍ଦରରୁ ଆରମ୍ଭ ହେବ ଏହି ଯାତ୍ରା । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ପୁରା ଫୋକସ୍ ଉତ୍ତରପ୍ରଦେଶରେ ରହିବ । ୮୦ ଲୋକସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ରାହୁଲ…

ସିଡିଏସ, ଏନଏସଏ ପରି ଖୋଲିବ ନୂଆ ପଦବୀ ସିଆଇଓ: ଇଡି ଓ ସିବିଆଇର ହେବେ ମୁଖ୍ୟ

ନୂଆଦିଲ୍ଲୀ: ସିଡିଏସ ଏବଂ ଏନଏସଏ ପରି ଆଉ ଏକ ନୂଆ ସର୍ବୋଚ୍ଚ ପଦବୀ ଖୋଲିବେ କେନ୍ଦ୍ର ସରକାର । ଏ ନେଇ ଚାଲିଛି ବିଚାର ବିମର୍ଷ । ଏହି ନୂଆ ପଦବୀଟି ହେଉଛି ଚିଫ ଇନଭେଷ୍ଟିଗେସନ ଅଫିସର ଅଫ ଇଣ୍ଡିଆ ବା ସିଆଇଓ (CIO)  ।  ଚିଫ ଅଫ ଡିଫେନ୍ସ ଷ୍ଟାଫ (CDS)ଏବଂ ନାଶନାଲ ସିକ୍ୟୁରିଟି ଆଡଭାଇଜର…