Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଦ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ଟି ସ୍ଥାନରେ ଇଡିର ଚଢାଉ

ରାଞ୍ଚି: ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ। ମଦ ଏବଂ ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କଡା କାର୍ଯ୍ୟାନୁଷ୍ଠାନ। ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଉରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି…

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା

ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା  । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି  । ୪୯ବର୍ଷୀୟ ହିଥ୍  କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର…

ଭୁଶୁଡି ପଡିଲା ନିର୍ମାଣାଧୀନ ପୋଲ: ୧୭ ଶ୍ରମିକ ମୃତ, ଆହୁରି ୪୦ ଭଗ୍ନସ୍ତୁପ ତଳେ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ଏକ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜ ଭୁଶୁଡି ପଡିଛି । ଫଳରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୩୦ରୁ ୪୦ ଜଣ ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଶ୍ରମିକଙ୍କୁ ସ୍ତୁପ ତଳୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ…

ଚନ୍ଦ୍ରଯାନ-୩ର ଚାରି ପେଲୋଡ୍ସ ରମ୍ଭା, ଚାଷ୍ଟେ, ଇଲ୍ସା ଏବଂ ଏରେ… ଖୋଲିଦେବେ ଚନ୍ଦ୍ରର ସବୁ ରହସ୍ୟ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୩  । ସେହି ମହାର୍ଘ ମୁହୂର୍ତ୍ତକୁ ଏବେ ସମସ୍ତଙ୍କର ଅପେକ୍ଷା । ଯଦି ସବୁକିଛି ଠିକଠାକ ହୁଏ ତେବେ ସନ୍ଧ୍ୟା ୬ଟା ୪ ମିନିଟରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଇସ୍ରୋର କହିବା ଅନୁଯାୟୀ, ପ୍ରତ୍ୟେକ ସିଷ୍ଟମକୁ ସମୟ ଅନୁସାରେ ଚେକ…

ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହେବେ ରୁଥପାଲ ଜନ,ଜାଣନ୍ତୁ ରୁଥପାଲଙ୍କ ସଂଘର୍ଷର କାହାଣୀ..

ହାଇଦ୍ରାବାଦ: ଆମ ସମାଜରେ କିନ୍ନର ମାନଙ୍କୁ ଅନେକ ଲୋକ ଛୋଟ ଦୃଷ୍ଟିରେ ଦେଖିଥାନ୍ତି । ସମାଜରେ ସେମାନଙ୍କର ସ୍ଥାନ ଅଲଗା ରହିଛି । କିନ୍ତୁ କେହି କେବେ ଭାବିଛନ୍ତି ଆମ ପରି ରକ୍ତ ମାଂସ ହାଡରେ ସେ ମଧ୍ୟ ତିଆରି । ସମସ୍ତଙ୍କ ପରି ସମାନ ଅଧିକାର ନେଇ ବଞ୍ଚିବା ମଧ୍ୟ ସେମାନଙ୍କର ହକ୍ । ଏ ସମାଜରେ…

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କୁ ବଧେଇ ଜଣେଇଲେ ପୂର୍ବତନ ପାକ୍ ମନ୍ତ୍ରୀ

ଇସଲାମବାଦ: ଭାରତର ଚନ୍ଦ୍ରଯାନ ମିଶନକୁ ପାକିସ୍ତାନରେ ପ୍ରଶଂସା ।   ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ ଦେଶର ମିଡିଆକୁ ଏକ ପ୍ରସ୍ତାବ ଦେଇ କହିଛନ୍ତି, ଆଜି ଭାରତର ଚନ୍ଦ୍ରଯାନ-୩ର ଲାଣ୍ଡିଂ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାକିସ୍ତାନରେ କରାଯିବା ଉଚିତ ।…

ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର: ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ

ଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ…

ଭାରତ ସରକାରଙ୍କ କଟକଣା ପରେ ବିଶ୍ବବ୍ୟାପୀ ଘାରିଛି ଚାଉଳ ଚିନ୍ତା

ଦିଲ୍ଲୀ : ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ବିଶ୍ବବ୍ୟାପୀ ଚାଉଳ ମହଙ୍ଗା ହେବାରେ ଲାଗିଛି  । ଆଫ୍ରିକା ମହାଦେଶରୁ ଆରମ୍ଭ କରି ଏସିଆର ଅଧିକାଂଶ  ଦେଶରେ ଚିନ୍ତା ବଢିଯାଇଛି ।  ଗତ କିଛି ବର୍ଷ ହେବ କେନିଆରେ  ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ସାର ମୂଲ୍ୟ ବୃଦ୍ଧି…

ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ବିଶ୍ୱ ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ

ଜୋହାନ୍ସବର୍ଗ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜନେସ ଫୋରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ…

ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆମେରିକା ପ୍ରଶାସନ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ…