Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଷ୍କର୍ମ ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ଗୁରୁତ୍ୱପୁର୍ଣ୍ଣ ରାୟ। ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅନୁମତି ଦେଇଛନ୍ତି। ମେଡିକାଲ ରିପୋର୍ଟ ଦେଖିବା ପରେ କୋର୍ଟ ଏହି ନିଷ୍ପତି ନେଇଛନ୍ତି।…

ଆହ୍ଲାବାଦ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜବତ ହେଲା ବୋମା ସମେତ ଦେଶୀ ବନ୍ଧୁକ ଓ ଗୁଳି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପୋଲିସ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରେ ଚଢ଼ାଉ କରି ଗୋଟିଏ କୋଠରୀରୁ ୩୦ଟି ଅଫୁଟା ବୋମା, ଦୁଇଟି ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି। ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗ ହୋଇଥିବା ନେଇ ଖବର ପାଇବା ପରେ ପୋଲିସ ହଷ୍ଟେଲ ଭିତରେ ପଶି…

ଭାରତକୁ ଧମକ ଦେଲେ ଟ୍ରମ୍ପ; କହିଲେ ମୁଁ ରାଷ୍ଟ୍ରପତି ହେଲେ…

ନ୍ୟୁୟର୍କ: ଭାରତକୁ ଧମକ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ମୁଁ ରାଷ୍ଟ୍ରପତି ହେଲେ ଭାରତକୁ ଦେବି ଉଚିତ ଶିକ୍ଷା  । କିଛି ଆମେରିକା ଉତ୍ପାଦକ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ନେଇ ଭାରତକୁ ଧମକ ଦେଇଛନ୍ତି ଟ୍ରମ୍ପ । ବିଶେଷ କରି ହାର୍ଲେ-ହେବିଡସନ…

ଲାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରପୃଷ୍ଠର ଅଦୃଶ୍ୟ ଇଲାକାର ଫଟୋ

ନୂଆଦିଲ୍ଲୀ: ଆଉ ମାତ୍ର  ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ ।  ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ…

ବିନା ଜିମରେ କମାନ୍ତୁ ଓଜନ , ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ମୁମ୍ବାଇ : ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳିପାରିନଥାଏ। ତେବେ ଆଜି ଆମେ…

ତେଜୁଛି ନାମ ବଦଳ ରାଜନୀତି: ନେହରୁଙ୍କ ପରେ ପଡ଼ିଲା ଅଟଳଙ୍କ ପାଳି

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି ।  କେତେବେଳେ  ଦଳ ବଳଦ  ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି…

ସନ୍ନି ଦେଓଲଙ୍କ ପାଇଁ ଆଶ୍ବସ୍ତି: ନିଲାମ ହେବନି ବଙ୍ଗଳା, ବ୍ୟାଙ୍କ ବଦଳାଇଲା ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲ  । ବର୍ତ୍ତମାନ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ଗଦର-୨କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ରୋଜଗାର କ୍ଷେତ୍ରରେ ବି ଏହି ଚଳଚ୍ଚିତ୍ର ବେଶ୍ ହଇଚଇ ସୃଷ୍ଟି କରିଛି  । କିନ୍ତୁ ଏହାରି ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଥିଲା । ବ୍ୟାଙ୍କ…

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ…

ରାମ ମନ୍ଦିର ଗର୍ଭଗୃହରେ କେବେ ବିରାଜମାନ କରିବେ ପ୍ରଭୁ ରାମଲଲା? ସାମ୍ନାକୁ ଆସିିଲା ତାରିଖ

ଅଯୋଧ୍ୟା:ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କେବେ ହେବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆଉ ମାତ୍ର ମାସ କେଇଟା ପରେ ଏକ ଭବ୍ୟ ଆୟୋଜନ କରାଯିବ ଏବଂ ରାମ ମନ୍ଦିରରେ ରାମଲଲା ବିରାଜମାନ କରିବେ ।…

ପୁଲୱାମାରେ ଏନକାଉଣ୍ଟର; ଟପ ଲସ୍କର କମାଣ୍ଡର ସମେତ ୨ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ । ୨ ମୃତ ଆତଙ୍କୀଙ୍କ ମଧ୍ୟରେ ଅଛନ୍ତି ଜଣେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଅଛନ୍ତି । ଜମ୍ମୁକଶ୍ମୀରର ପୁଲୱାମ ଜିଲ୍ଲାରେ ରବିବାର ଏହି…