Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନରେ ପଂହଚିଲା ରୁଷ ଟ୍ରେନ, ଭାରତ ପାଇଁ ଭଲ ଖବର

ତେହେରାନ: ୟୁକ୍ରେନ ସହ ଯୁଦ୍ଧ ଅବସରରେ ପ୍ରଥମ ଥର ପାଇଁ ରୁଷରୁ ଟ୍ରେନ ସଫଳତାର ସହ ତେହେରାନରେ ପଂହଚିଛି । ରୁଷ ଆନ୍ତର୍ଜାତୀୟ ଉତର-ଦକ୍ଷିଣ ପରିବହନ ମାର୍ଗର ଉପଯୋଗ କରି ଇରାନ ରାସ୍ତା ଦେଇ ସାଉଦି ଆରବ ପର୍ଯ୍ୟନ୍ତ ପଂହଚିପାରିଛି । ଏହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶଗୁଡିକ ସହ ବ୍ୟାପାର…

ଏମପିରେ ୧୦ ହଜାର କିମି ଚାଲିବ ବିଜେପି, ଶାହା କରିବେ ଆରମ୍ଭ, ମୋଦି କରିବେ ଶେଷ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ ପଦକ୍ଷେପ ନିଆଯାଇଛି। ସେପଟେ ଦଳର…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ମଲ୍ଲିକାର୍ଜ୍ଜୁନ ଖଡଗେ ହୋଇପାରନ୍ତି ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସଂଯୋଜକ ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇରେ ହେବାକୁ ଥିବା ଆସନ୍ତା ମିଟିଂରେ ତାଙ୍କ ନାମ ଘୋଷଣା କରାଯିବ । ଏକଥା ମଧ୍ୟ…

ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ହେଲେ ପୁରନ୍ଦର ମିଶ୍ର

ରାୟପୁର; ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି । ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ,…

ମମତାଙ୍କ ପରେ ନୀତିଶଙ୍କ ବଡ ବୟାନ: ୭/୮ ମାସ ପରେ ହୋଇପାରେ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ…

ମୁକ୍ତି ମିଳିବାର କେଇ ମିନିଟ ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ୟା ବଢିଚାଲିଛି । ତୋଷଖାନା ମାମଲା ଉପରେ ତାଙ୍କୁ ଆଜି ଆଶ୍ୱସ୍ତି ମିଳିବାର ମାତ୍ର କେଇ ମିନିଟ ପରେ ଇମ୍ରାନଙ୍କୁ ପୁଣି ଆଉ ଏକ ମାମଲାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ସିକ୍ରେଟ ଲେଟର ଚୋରି (ସାଇଫର ଗେଟ ସ୍କାଣ୍ଡାଲ)…

ଦେଶରେ ବିକ୍ରି ହେଲା ଟମାଟୋର ସର୍ବନିମ୍ନ ମୁଲ୍ୟ: କେଜି ମାତ୍ର ୧୪ ଟଙ୍କା

ଭୁବନେଶ୍ଵର: ଗୋଟିଏ ନିଷ୍ପତ୍ତି ଆଉ ଦେଶରେ ବଦଳିଗଲା ଟମାଟର ଦାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବସିଡିରେ ଟମାଟର ଯୋଗାଇବା ପରେ ଏବେ ଦେଶରେ ଟମାଟର ଦାମ ନିୟନ୍ତ୍ରଣକୁ ଆସୁଛି । ଅର୍ଥାତ୍ ୧୫ ଦିନ ପୂର୍ବ ତୁଳନାରେ ଏବେ ଟମାଟର ଦର ଏକ ପ୍ରକାର ୮୦% ହ୍ରାସ ପାଇଛି । କିଛି…

ରକ୍ଷା ବନ୍ଧନର ମାନ ରଖିଲା ଭାଇ, ଜୀବନ ଦେଇ ରଖିଲା ଭଉଣୀର ସମ୍ମାନ

ପ୍ରୟାଗରାଜ: ରାତି ପାହିଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । କିନ୍ତୁ ରାକ୍ଷୀ ପୁର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଭଉଣୀକୁ ରାକ୍ଷୀ ପାଉଣା ଦେଇ ଚାଲିଗଲା ଭାଇ । ୟୁପିର ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଖେରି ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା…