Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କନ୍ନୌଜରୁ ନିର୍ବାଚନ ଲଢିବେ ଅଖିଳେଶ, ପରିବାର ସହ ଆସି ନାମାଙ୍କନ ଭରିଲେ

ଲକ୍ଷ୍ନୌ: କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖଳେଶ ଯାଦବ । ଏନେଇ ସେ ଆଜି ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ୍ ପ୍ରତାପ ଯାଦବଙ୍କୁ ଏହି…

ଦିଲ୍ଲୀରେ କିପରି ନିର୍ବାଚିତ ହୁଅନ୍ତି ମେୟର, ଏମସିଡିର କାମ କ’ଣ ?

ନୂଆଦିଲ୍ଲୀ: ଏପ୍ରିଲ ୨୬ ତାରିଖରେ ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହେବାକୁ ଯାଉଛି। ଦିଲ୍ଲୀର ଛୋଟ ସରକାର ବାଛିବା ପାଇଁ ୨୫୦ ୱାର୍ଡରେ ଭୋଟ୍ ଦିଆଯିବ। ଆମ୍ ଆଦମୀ ପାର୍ଟି ମେୟର ପଦ ପାଇଁ ମହେଶ ଖିଚି ଏବଂ ରବିନ୍ଦର ଭରଦ୍ୱାଜଙ୍କୁ ଡେପୁଟି ମେୟର ପଦ ପାଇଁ ମନୋନୀତ…

ପାକିସ୍ତାନୀ ଯୁବତୀଙ୍କ ଦେହରେ ପ୍ରତିରୋପଣ ହେଲା ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: ନୂଆ ଜୀବନ ପାଇଲେ ପାକିସ୍ତାନୀ ଯୁବତୀ । ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ । ଏହି କାହାଣୀ ହେଉଛି ଫ୍ୟାଶନ୍ ଡିଜାଇନର ହେବାକୁ ଚାହୁଁଥିବା ଜଣେ ୧୯ ବର୍ଷିୟ ପାକିସ୍ତାନୀ ଝିଅ ଆୟେଶା ରଶନର । ସୂଚନା ଅନୁସାରେ, ଆୟେଶା ରଶନ ଗତ ୧୦ ବର୍ଷ ଧରି ହୃଦଘାତରେ…

ହୋଟେଲରେ ଅଗ୍ନିକାଣ୍ଡ, ଏଯାବତ ୬ ଜଣଙ୍କର ମୃତ୍ୟୁ ସୂଚନା

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ପାରିଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ,…

ସ୍ତ୍ରୀର ସମ୍ପତ୍ତି ଉପରେ ସ୍ବାମୀ ଅଧିକାର ଜାହିର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ବିବାହ ସମୟରେ କିମ୍ବା ପରେ ମହିଳାଙ୍କୁ ଦିଆଯାଇଥିବା ସମ୍ପତ୍ତି 'ସ୍ତ୍ରୀଧନ' ହିଁ ତାଙ୍କର ସ୍ୱତନ୍ତ୍ର ସମ୍ପତ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପତ୍ନୀଙ୍କ…

ପ୍ରଚାର ବେଳେ ମୋଦୀ, ରାହୁଲଙ୍କ ବୟାନକୁ ନେଇ ଆପତ୍ତି, ନିର୍ବାଚନ କମିଶନ ମାଗିଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ପ୍ରଚାର ଭାଷଣ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖ ସକାଳ ସୁଦ୍ଧା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ…

ଅଡୁଆରେ ବାହୁବଳୀ ଫେମ୍ ତମନ୍ନା ଭାଟିଆ, ସମନ୍ ପଠାଇଲା ସାଇବର ସେଲ

ମୁମ୍ବାଇ: ଅଡୁଆରେ ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ର ସାଇବର ସେଲ୍ ବଲିଉଡ ଅଭିନେତ୍ରୀଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଭାବେ ପ୍ରସାରଣ କରି କୋଟି କୋଟି ଟଙ୍କା କ୍ଷତି ଘଟାଇବା ଘଟଣାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ…

ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ଭାସିଗଲା ଚାଇନା ସୀମାକୁ ସଂଯୋଗ କରୁଥିବା ରାସ୍ତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଗୁରୁବାର ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ତେଣୁ ଚୀନ ସୀମାକୁ ସଂଯୋଗ କରୁଥିବା ରାଜପଥର ଏକ ଅଂଶ ଧୋଇ ଯାଇଛି। ଏହା ହେଉଛି ଏକମାତ୍ର ମାର୍ଗ ଯାହା ଦିଭଙ୍ଗ ଉପତ୍ୟକା ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରେ। ତେଣୁ ସଡ଼କପଥ ଯୋଗେ ହେଉଥିବା ଯୋଗାଯୋଗ…

ପଦ୍ମ ଧରିବେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ, ସାଂସଦ ମନୋଜ ତିୱାରୀଙ୍କ ସହ ଦିଲ୍ଲୀ ପହଞ୍ଚିଲେ ମନୀଷ

ପାଟନା: ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ ତାରିଖରେ ବିହାରରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହାପୂର୍ବରୁ ଲୋକପ୍ରିୟ ୟୁଟ୍ୟୁବର୍ ମନୀଷ କାଶ୍ୟପ ଆଜି ବିଜେପିରେ ଯୋଗଦେବେ। ଖବର ଅନୁଯାୟୀ ମନୀଷ କାଶ୍ୟପ ଦିଲ୍ଲୀରେ…

ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା: ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ଗୁଳି ବିନିମୟରେ…