Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଟର ଗ୍ୟାରେଜରେ ରାହୁଲ ଗାନ୍ଧୀ; ହାତରେ ସ୍କୃ ଡ୍ରାଇଭର ଧରି ସଜାଡିଲେ ବାଇକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବହୁରୂପୀ ବେଶ । କେତେବେଳେ କେଉଁଠି ପହଞ୍ଚି ଯାଉଛନ୍ତି, କେଉଁ ରୂପରେ ପହଞ୍ଚୁଛନ୍ତି ଏବଂ କ’ଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । କେତେବେଳେ ଚାଲି ଚାଲି ଭାରତ ଯୋଡ ଯାତ୍ରାରେ ବୁଲୁଛନ୍ତି ତ କେତେବେଳେ ଦେଶବିଦେଶରେ ଟ୍ରକରେ ବସି ବୁଲୁଛନ୍ତି ।…

‘ଅଗ୍ନିବୀର’ରେ ସାମିଲ୍ ହେଲେ ସାଂସଦ ରବି କିଶାନଙ୍କ ଝିଅ ଇଶିତା

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ଯେ, ରାଜନେତାମାନେ ନିଜର ପିଲାମାନଙ୍କୁ ସେନାରେ ପଠାଇବାକୁ ଚାହାନ୍ତିନାହିଁ । ମାତ୍ର ଏଠି କଥାଟି ସମ୍ପୂର୍ଣ୍ଣ ଅଲଗା । ଆଜ୍ଞା ହଁ ଆମେ କହୁଛୁ ଚଳଚ୍ଚିତ୍ର ଅଭିନୟରୁ ରାଜନୀତିରେ ପାଦ ଥାପି ଥିବା ବିଜେପି ସାଂସଦ ରବି କିଶାନଙ୍କ ଝିଅ ଇଶିତା ଶୁକ୍ଲାଙ୍କ କଥା ।…

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍‌ ପାଇଁ ବିଜେପି ଆଇ-ଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା…

ବେଙ୍ଗାଲୁରୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍‌ କରିଥିବାରୁ ବିଜେପି ଆଇ-ଟି  ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁ ପୁଲିସ ଅମିତଙ୍କ ବିରୋଧରେ ମାମଲା କରିଛି। ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କର ଏକ ଆନିମେଟେଡ୍ ଭିଡିଓ ଟ୍ୱିଟ୍ କରିଛନ୍ତି।…

ଗୀତ ଗାଉଥିବା ବେଳେ ଚାର୍ଜ ହୋଇଗଲା ମାଇକ୍ରୋଫୋନ୍: ବିଦ୍ୟୁତ୍ ଆଘାତରେ ଗାୟିକାଙ୍କ ମୃତ୍ୟୁ

ପାଟନା: ବିବାହ ଉତ୍ସବରେ ଗୀତ ଗାଉଥିଲେ ଗାୟିକା। ହେଲେ ହଠାତ୍ ସେ ଧରିଥିବା ମାଇକ୍ରୋଫୋନ୍‌ରେ କରେଣ୍ଟ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ଗାୟିକାଙ୍କର ମୃତ୍ୟୁ ହୋଇଛି। ବିହାର ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ।…

ପୁଣି ଭୟଙ୍କର ସଡ଼କୁ ଦୁର୍ଘଟଣା: ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ଟ୍ରକ, ୧୨ ମୃତ, ସମସ୍ତେ ବିବାହ ଉତ୍ସବକୁ ଯାଉଥିଲେ

ଦତିଆ: ଓଡ଼ିଶାର ଗଞ୍ଜାମ ପରେ ଏବେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ନିର୍ମାଣାଧିନ ପୋଲ ତଳକୁ ଯାତ୍ରୀବାହୀ ମିନି ଟ୍ରକ ତଳକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ…

ମମତା ବାନାର୍ଜୀଙ୍କ ଆଣ୍ଠୁ ଓ ଅଣ୍ଟା ଲିଗାମେଣ୍ଟରେ ଲାଗିଛି ଆଘାତ, ଘରେ ରହି ଚିକିତ୍ସିତ ହେବେ ପଶ୍ଚିମବଙ୍ଗ…

କୋଲକାତା: ଗତକାଲି ପାଗ ଖରାପ ଯୋଗୁ ଜରୁରୀ ଅବତରଣ କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହେଲିକପ୍ଟର। ପ୍ରବଳ ବର୍ଷାରେ ହେଲିକପ୍ଟରଟି ଜୋର୍‌ରେ ହଲିବାରୁ ପାଇଲ୍‌ଟ ଏହାକୁ ସେବକ ଏଯାରବେସ୍‌ରେ ଜରୁରୀ ଲ୍ୟାଣ୍ଡିଂ କରାଇଥିଲେ।  ହେଲେ ଏହି ସମୟରେ ମମତାଙ୍କ ବାମ ପଟ ଆଣ୍ଠୁ ଓ…

ଗୋଟିଏ ପଟେ ବର୍ଷାର ତାଣ୍ଡବ, ଅନ୍ୟପଟେ ବର୍ଷା ପାଇଁ ମୁଣ୍ଡ ପିଟୁଛି ଚାଷୀ

ନୁଆଦିଲ୍ଲୀ : ଦେଶକୁ ବିଳମ୍ବରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୭ଦିନ ବିଳମ୍ବରେ କେରଳ ଛୁଇଁଥିଲା ମୌସୁମୀ । ବିଳମ୍ବ ସତ୍ତ୍ୱେ ମଧ୍ୟ ଦେଶରେ ମୌସୁମୀ ତାର କରାଳ ରୁପ ଦେଖାଇବା ଆରମ୍ଭ କରିଛି । ଦେଶର ସମସ୍ତ ଭାଗକୁ ମୌସୁମୀ କବଳିତ କରିଥିଲେ ମଧ୍ୟ ଏବେବି ଦେଶର କେତେକାଂଶରେ…

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ମାଲିକ ଆର୍‌.କେ ଅରୋରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ଚେୟାରମ୍ୟାନ୍‌ ଆର୍‌.କେ ଅରୋରା। ମନିଲଣ୍ଡରିଂ ନିରୋଧକ ଆଇନ୍‌(ପିଏମ୍‌ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସ୍‌ରୁ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା…

ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଅନେକ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି। ଏହା ସତ୍ତ୍ୱେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କେତେକ ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳରୁ ଅତି…

ଏବେ ଚଳଚ୍ଚିତ୍ରରେ ଅଭିନୟ କରିବେ ଆତ୍ମସମର୍ପଣ କରିଥିବା ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ। ପୋଲିସ ଏବଂ ସରକାର ଏଠାରେ ଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ପାଇଁ ବସ୍ତି ବସେଇବାଠାରୁ ଆରମ୍ଭ କରି ନିଯୁକ୍ତି ଯୋଗାଇବା କାମ କରୁଛି ସରକାର। ଏହି କ୍ରମରେ…