Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ ଚଳାଇଛି ଇରାନ, ସାଟେଲାଇଟ ଚିତ୍ରରେ ଖୁଲାସା

ତେହେରାନ: ଇସ୍ରାଏଲ ଓ ଆମେରିକାକୁ ଲୁଚାଇ ଇରାନ ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟରେ ଲାଗିଛି । ସାଟେଲାଇନ ଚିତ୍ରରୁ ଏହି ଖୁଲାସା ହୋଇଛି । ଇରାନର ନ୍ୟୁକ୍ଲିୟର ସାଇଟଠାରୁ କିଛି ଦୂରରେ ଥିବା ପାହାଡିଆ ଅଂଚଳରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲ…

ଟ୍ରକରେ ବସି ରାତିରେ ବୁଲିଲେ, ଡ୍ରାଇଭରଙ୍କ ‘ମନ କୀ ବାତ୍’ ଶୁଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲଙ୍କ ନୂଆ ଅବତାର । ଏବେ ଟ୍ରକ ଯାତ୍ରୀ ଭାବେ ଦେଖିବାକୁ ମିଳିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିଲ୍ଲୀରୁ ଟ୍ରକରେ ବସି ରାହୁଲ ଗାନ୍ଧୀ ଚଣ୍ଡିଗଡ ଉଦ୍ଦେଶ୍ୟରେ ବାହାରିଥିଲେ । ଅମ୍ବାଲରେ ଓହ୍ଲାଇଥିଲେ । ସେଠାରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ ।ତାଙ୍କ…

ମୁମ୍ବାଇରେ ବିସ୍ଫୋରଣର ମିଥ୍ୟା ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇ ପୋଲିସ ବିସ୍ଫୋରଣ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ସେ ଟୁଇଟରରେ ମୁମ୍ବାଇକୁ ବିସ୍ଫୋରଣ କରି ଉଡାଇଦେବି ବୋଲି ଲେଖିଥିଲା । ଏହି ପୋଷ୍ଟ ପୋଲିସର ନିଦ ହଜେଇ ଦେଇଥିଲା । ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି…

କଶ୍ମୀରରେ ଜି-୨୦ର ସଫଳତା ଦେଖି ରାଗିଗଲା ପାକିସ୍ତାନ; ୟୁରୋପୀୟ ଦେଶ ଉପରେ ବର୍ଷିଲେ ବିଲାବଲ

ନୂଆଦିଲ୍ଲୀ: କଶ୍ମୀରର ଶ୍ରୀନଗରେ ସୋମବାର ଜି-୨୦ ଟୁରିଜିମ ୱର୍କିଂ  ଗ୍ରୁପର ତିନି ଦିବସୀୟ ବୈଠକ ଚାଲିଛି । ଏହି ବୈଠକରେ ସଦସ୍ୟ ଦେଶ ଭାଗ ନ ନେବା ପାଇଁ ପାକିସ୍ତାନର ଶତଚେଷ୍ଟା  ବିଫଳ ହୋଇଛି ।  ବୈଠକ ସଫଳତାର ସହ ଆଗେଇ ଚାଲିଛି । ଦୁଇ-ଚାରୋଟି ଦେଶକୁ ବାଦ ଦେଲେ ସବୁ ପ୍ରମୁଖ ଦେଶ…

ମେକ୍ସିକୋରେ ଉଦଗୀରଣ ହେଲା ସବୁଠାରୁ ଭୟଙ୍କର ଆଗ୍ନେୟଗିରି

ମେକ୍ସିକୋ ସିଟି: ମେକ୍ସିକୋର ସବୁଠାରୁ ଭୟଙ୍କର ଜ୍ୱାଳାମୁଖୀ ପୁନର୍ବାର ଉଦଗୀରଣ ହୋଇଛି । ସେଂଟ୍ରାଲ ମେକ୍ସିକୋରେ ଥିବା ପପୋକେଟପେଟଲ ନାମକ ଏହି ଆଗ୍ନେୟଗିରି ଉଦଗୀରଣ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆଲର୍ଟ ଜାରୀ କରାଯାଇଛି । ସ୍କୁଲ ଓ ପାର୍କ ବନ୍ଦ କରାଯାଇଥିବା ବେଳେ ଏହା ଉପରେ ଯିବାକୁ…

୧୮ ବର୍ଷ ପରେ ଭୋଟର ତାଲିକାରେ ଆପେ ଆପେ ଚଢିଯିବ ନାଁ; ଖୁବଶୀଘ୍ର ଆସୁଛି ବିଲ୍

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଜନଗଣନାକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି । ସୋମବାର ଗୃହମନ୍ତ୍ରୀ ଅମିତ ଶାହ ରେଜିଷ୍ଟ୍ରାର…

ଖୁବଶୀଘ୍ର ବିଜେପି ବିରୋଧୀ ଦଳ ବୈଠକର ତାରିଖ ଏବଂ ସ୍ଥାନ ଘୋଷଣା ହେବ: ଜେଡିୟୁ

ନୂଆଦିଲ୍ଲୀ: ବିରୋଧୀ ଏକତା ଦିଗରେ ନିଜର ପ୍ରୟାସ ଜାରି ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଏହି କ୍ରମରେ ସୋମବାର ଦିଲ୍ଲୀରେ ପହଞ୍ଚିକଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ନୀତୀଶ। ଏହି ଅବସରରେ ବିହାରର…

କେନ୍ଦ୍ର-ଦିଲ୍ଲୀ କଳି, କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କୁ ନିଯୁକ୍ତି, ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ରାଜନୈତିକ ଉଷ୍ମତା ଭିତରେ ଆପକୁ ସମର୍ଥନ ଜଣାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସୋମବାର କହିଛନ୍ତି, ଦିଲ୍ଲୀ ସରକାର ଅଧିକାରୀଙ୍କୁ ନେଇ ସୁପ୍ରିକୋର୍ଟ ଦେଇଥିବା ରାୟ ସହ ଆମେ ଅଛୁ ।…

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା…

କଂଗ୍ରେସର ପ୍ରଚାର ମଙ୍ଗ ସମ୍ଭାଳିବେ ପ୍ରିୟଙ୍କା

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ନିର୍ବାଚନ ପ୍ରଚାର ପାଇଁ ପ୍ରମୁଖ ଚେହେରା କରିବାକୁ ବଡ଼ ଯୋଜନା କରିଛି। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ପ୍ରମୁଖ ରାଜ୍ୟର ନିର୍ବାଚନରେ ପ୍ରିୟଙ୍କା ଆଗ୍ରେସିଭ ପ୍ରଚାର କରିବେ। କର୍ଣ୍ଣାଟକ ନିର୍ବାଚନରେ ବଡ଼ ବିଜୟ…