Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୩୮ ଜଣଙ୍କ ବିବାହ ବିଚ୍ଛେଦ ରୋକିଥିବା ଓକିଲଙ୍କ ପରିବାର ଭାଙ୍ଗିଲା

ଅହମ୍ମଦାବାଦ: ଗୁଜରାଟର ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୧୬ ବର୍ଷ ଓକିଲାତି କ୍ୟାରିୟରରେ ୧୩୮ ଦମ୍ପତିଙ୍କ ବିବାହ ବିଚ୍ଛେଦ ରୋକିଥିବା ଜଣେ ଓକିଲଙ୍କ ବିବାହ କିନ୍ତୁ ତିଷ୍ଠି ପାରିନି । ଆର୍ଥୀକ ଅସୁବିଧା ଯୋଗୁ ତାଙ୍କର ବିବାହ ବିଚ୍ଛେଦ ଘଟିଛି । ତାଙ୍କ ଝିଅ ଏବେ ଓକିଲାତି…

କେଉଁଠି ପ୍ରଥମେ ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁଲା, ପବନର ବେଗ କେତେ ରହିଥିଲା?

ଅହମଦାବାଦ: ଗୁଜରାଟର ଜଖଉ ବନ୍ଦରରେ ବାତ୍ୟା 'ବିର୍ପଯ୍ୟୟ' ସ୍ଥଳଭାଗ ଛୁଇଁ ସାରିଛି। ଏହି ସମୟରେ ୧୨୫-୧୪୦ କିଲୋମିଟର ବଗେରେ ପବନ ବହୁଛି। ଏହା ପୂର୍ବରୁ ଗୁଜରାଟ ସରକାର ଉପକୂଳର୍ବତ୍ତୀ ଅଞ୍ଚଳର ୧୦ କିଲୋମିଟର ଦୂରତାରୁ ୭୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ସାରିଥିଲା। ସେମାନଙ୍କୁ ଏବେ…

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ…

ଶସ୍ତା ହେବ ଖାଇବା ତେଲ, ଆମଦାନୀ ଶୁଳ୍କ କମାଇଲେ ସରକାର

ନୂଆଦିଲ୍ଲୀ: ଖାଇବା ତେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ କମାଇଛନ୍ତି । ଫଳରେ ଆଗାମୀ ଦିନରେ ଖାଇବା ତେଲ ଦର ହ୍ରାସ ପାଇବ । ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ସରକାର ପୂର୍ବରୁ ୧୭.୫ ପ୍ରତିଶତ ଆମଦାନୀ ଶୁଳ୍କ ନେଉଥିଲେ ଯାହାକି ୧୨.୫ ପ୍ରତିଶତକୁ ଖସି ଆସିଛି ।…

ଗୁଜରାଟ ନିକଟତର ହେଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଜଖଉ ବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ରହିଥିବା ବେଳେ ଦ୍ୱାରକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମରେ ୧୭୦ କିଲୋମିଟର ଦୂରରେ…

ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ-‘ଏପରି ମାନସିକତା ପାଇଁ ଆମ ପାଖରେ କେବଳ ସହାନଭୂତି ଅଛି’

ନୂଆଦିଲ୍ଲୀ: ଜାତିସଂଘରେ ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ । ପାକିସ୍ତାନ ସ୍ଥାୟୀ ସଦସ୍ୟଙ୍କ ଭାରତ ବିରେଧୀ ବକ୍ତବ୍ୟ ଉପରେ କଡ ଟୀପ୍ପଣୀ ଶୁଣାଇଛି ଭାରତ ।  ଜାତିସଂଘର ସ୍ଥାୟୀ ପ୍ରତିନିଧି  ରୁଚିରା କମ୍ବୋଜ ପାକିସ୍ତାନକୁ ତାହାର ଅଜ୍ଞାନ ମାନସିକତା ଏବଂ ଶାନ୍ତିର ସଂସ୍କୃତି ବୁଝିବାରେ…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍

 ନୂଆଦିଲ୍ଲୀ:ରେସଲିଂ ଫେଡେରେସନ ଅଫ ଇଣ୍ଡିଆା (WFI)ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ଚାର୍ଜସିଟ ଦାଖଲ କରିଛି । ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ କୁମାରଙ୍କ ପାଖରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ  । ଏଥିରେ ପଟିଆଲା…

ଖଲିସ୍ତାନ ଆତଙ୍କୀ ଅବତାର ଖାଣ୍ତାର ମୃତ୍ୟୁ; ଅମ୍ରିତପାଲର ଥିଲା ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ:ଆତଙ୍କୀ ସଂଗଠନ ଖଲିସ୍ଥାନ ଲିବରେଶନ ଫୋର୍ସ (କେଏଲଏଫ)ର ପ୍ରମୁଖ ଅବତାର ସିଂହ ଖାଣ୍ଡାର ବର୍ମିଂହୋମର ସେଣ୍ଡବଲ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅବତାର ସିଂ ଖାଣ୍ଡା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିଲେ ହେଁ…