Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେହେରୁ ମେମୋରିଆଲର ନାଁ ବଦଳାଇଲେ ମୋଦୀ ସରକାର, ତାତିଲା କଂଗ୍ରେସ

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ (NMML)କୁ ବର୍ତ୍ତମାନ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି (PMMS) କୁହାଯିବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଭାବରେ କାର୍ଯ୍ୟ କରୁଥିବା ତିନ୍ ମୁର୍ତ୍ତୀ ପରିସରରେ…

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ଚାଲିଛି ଏନକାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି…

ମଣିପୁରରେ ପୁଣି ହିଂସା, କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ

ଇମ୍ଫାଲ: ଗୁରୁବାର ରାତିରେ ମଣିପୁରର ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ। ଅଧିକାରୀଙ୍କ କହିବାନୁସାରେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିଲେ। କେବଳ ଏତିକି ନୁହେଁ ନ୍ୟୁ ଚେକଅନରେ ଦୁଇଟି ଘର ମଧ୍ୟ ପୋଡି ଦେଇଛନ୍ତି ହିଂସା…

ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’; ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ୨୨ ଆହତ ୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଝିରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟର ଜଖଉ ପୋର୍ଟ ନିକଟରେ ମାଡ ହେଲା ବାତ୍ୟା। ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା 'ବିପର୍ଯ୍ୟୟ'। ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରବଳ ବର୍ଷା ଓ ପବନରେ…

ଦଳୀୟ ସାଂସଦଙ୍କ ସହ ବିଜେପି ସଭାପତିଙ୍କ ବୈଠକ, ଆସନ୍ତା ସପ୍ତାହରେ ବିରୋଧୀଙ୍କ ସମାବେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ବିଜେପିରେ ମଧ୍ୟ ନିରନ୍ତର ବୈଠକ ପ୍ରକ୍ରିୟା ଚଲାଇଛି। ଏହି…

ଆର୍ଥିକ ଅନିୟମିତତା ଅଭିଯୋଗ, କେନ୍ଦ୍ର ସରକାରଙ୍କ ସ୍କାନରରେ ହିରୋ ମୋଟରସାଇକେଲ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସବୁଠାରୁ ବଡ ମୋଟର ସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋକ୍ରପର ତଦନ୍ତ ଆରମ୍ଭ କରିଛନ୍ତି। ହିରୋ ମୋଟୋକ୍ରପ ଆର୍ଥିକ ନେଣଦେଣରେ ହେରଫେର କରିଥାଇ ପାରେ ବୋଲି ଅଭିଯୋଗ ହେବା ପରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଏହି ତଦନ୍ତ ନିର୍ଦ୍ଦେଶ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ! ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନାଙ୍କ ବଦଳି

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଜି(ଗୁରୁବାର) ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ପରେ ରେଳବାଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରେନ୍ ଦୁର୍ଘଟଣାର ସିବିଆଇ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ । ୪୮ ଘଣ୍ଟା ଭିତରେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ…

ଅବହେଳାରୁ ବାହାନଗାରେ ଦୁର୍ଘଟଣା? ସିଗନାଲ ବ୍ୟବସ୍ଥାକୁ ନେଇ ଅବଗତ କରାଇଥିଲା ରେଳବାଇ ବୋର୍ଡ

ଭୁବନେଶ୍ୱର: ସିଗନାଲ ପଏଣ୍ଟର ରକ୍ଷଣାବେକ୍ଷଣ କାର୍ଯ୍ୟ ପରେ ସଠିକ୍ ପରୀକ୍ଷା ନକରି ସିଗନାଲ ଗିୟରକୁ ପୁନଃ ସଂଯୋଗ କରିବା ପାଇଁ ସିଗନାଲ କର୍ମଚାରୀମାନେ "ଶର୍ଟକଟ" ବ୍ୟବହାର କରୁଥିବାରୁ ରେଳବାଇ ବୋର୍ଡ ତାଗିଦ କରିଛି। ଜୁନ ୨ରେ ବାଲେଶ୍ବର ବାହାନାଗା ଟ୍ରେନ ଦୁର୍ଘଟଣା ପୂର୍ବରୁ ଏପରି ତାଗିଦ…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…