Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’, ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ଦୁର୍ବଳ ପଡିବ ମୌସୁମି। ଏନେଇ ପୂର୍ବାନୁମାନ କରିଛି ସ୍କାଏମେଟ ୱେଦର। ସେହିପରି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଛି।…

ବାତ୍ୟା ବିପର୍ଯ୍ୟୟ; ୧୫ ଜୁନ ପର୍ଯ୍ୟନ୍ତ ୯୫ ଟ୍ରେନ୍ ରଦ୍ଦ, ପ୍ରବଳ ପବନରେ ୩ ମୃତ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟକୁ ଯେତେ ପାଖକୁ ପାଖକୁ ଆସୁଛି ସେତେ ତାଣ୍ଡବର ଭୟ ମାଡି ଆସୁଛି । ସୌରାଷ୍ଟ୍ର ପ୍ରବଳ ପବନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଭୁଝ ଟାଉନ୍‌ରେ ପ୍ରବଳ ପବନ ଯୋଗୁ କାନ୍ଥ  ଭୁଶୁଡ଼ି ପଡ଼ିବାରୁ ଜଣେ ୪ ବର୍ଷର ନାବାଳକ ଓ ୬ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି।…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…

ଟୁ ହ୍ୱିଲର ଟ୍ୟାକ୍ସି ଏବେ ଦିଲ୍ଲୀରେ ଗଡିବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟୁ ହ୍ୱିଲର ଟ୍ୟାକ୍ସି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଦିଲ୍ଲୀରେ ବାଇକ ଟ୍ୟାକ୍ସି ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ଦିଲ୍ଲୀରେ ବାଇକ ଟ୍ୟାକ୍ସି ଯୋଗାଉଥିଲେ ।…

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।…

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ…

କୋୱିନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ, କୋଭିଡ ଜନିତ କୌଣସି ତଥ୍ୟ ଲିକ ହୋଇନି-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲିକ ହେଉଛି କୋଭିଡ ଟିକା ଜନିତ ତଥ୍ୟ । ଟେଲିଗ୍ରାମ୍‌ ବୋଟ୍‌ ଦ୍ୱାରା ଡାଟା ଏପଟସେପଟ ହୋଇଥିବା କୁହାଯାଇଛି । ଏମିତି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । କୋଭିଡ ଜନିତ କୌଣସି  ତଥ୍ୟ ଲିକ୍‌ କରାଯାଇ ନାହିଁ ଏବଂ ଏପରି ଅଭିଯୋଗକୁ  ସରକାରଙ୍କ ପକ୍ଷରୁ ଖଣ୍ଡନ…

ଜୟ ବଜରଙ୍ଗବାଲୀ ଧ୍ୱନି ଭିତରେ ପ୍ରିୟଙ୍କାଙ୍କ ଏମପି ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଜୟ ବଜରଙ୍ଗବାଲିରୁ କଂଗ୍ରେସ ଆରମ୍ଭ କରିଛି ପ୍ରଚାର। ରାଜ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦମଦାର ଏଣ୍ଟ୍ରି କରିବା ସହ ମଧ୍ୟପ୍ରଦେଶ ଭାବାବେଗ ସହ ଜଡିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମଧ୍ୟପ୍ରଦେଶ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମେ ନର୍ମଦା…

ଆମେରିକାରେ “ମୋଦି ଜୀ” ଥାଳି

ୱାଶିଂଟନ: ନିଜର ବିଦେଶ ଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ପ୍ରସ୍ତାବିତ ଆମେରିକା ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଧାନମନ୍ତ୍ରୀ ପୁଣିଥରେ ଆମେରିକା ଗସ୍ତରେ ଯାଉଥିବାରୁ ସେଠାରେ ଅବସ୍ଥାପିତ ମୂଳ ଭାରତୀୟମାନେ ବେଶ୍ ଉତ୍ସାହିତ ।…

ଛତିଶଗଡ଼ ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋମବାର ସକାଳେ ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସହ ମାଓବାଦୀର ଏନକାଉଣ୍ଟର। ଏହି ଏନକାଉଣ୍ଟରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଉକ୍ତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ। କିନ୍ତୁ…