Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ପ୍ରଯୋଜକ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାଜ୍ୟରେ ‘ଦି କେରଳ ଷ୍ଟୋରୀ’କୁ ବ୍ୟାନ୍ କରିବା ପରେ ବିବାଦ ଆହୁରି ବଢ଼ିଛି। ମମତାଙ୍କ ନିଷ୍ପତ୍ତିଙ୍କ ବିରୋଧରେ ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାନ୍ ହଟାଇବା ସହ ତାମିଲନାଡୁରେ ଫିଲ୍ମର…

ରେଳ ବିଭାଗରେ ବଡ ଦୁର୍ନୀତିର ପର୍ଦ୍ଦାଫାସ; ଉଚିତ ଦାମ ଠାରୁ ୨୫ ରୁ ୪୦% ଅଧିକ ମୂଲ୍ୟରେ କିଣା ହୋଇଛି ଡିଜେଲ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ହାଇସ୍ପିଡ୍ ଡିଜେଲ୍ କିଣିବାକୁ ନେଇ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଭିଜିଲାନ୍ସ ବିଭାଗରେ ରୁଟିନ ଚେକ୍‌ରେ ଏହି ଦୁର୍ନୀତିର ଖୁଲାସା ହୋଇଛି। ଭାରତୀୟ ରେଳବାଇ ପକ୍ଷରୁ ଦେଶର ତୈଳ କମ୍ପାନୀଗୁଡ଼ିକ ଠାରୁ କିଣାଯାଇଥିବା ହାଇସ୍ପିଡ୍ ଡିଜେଲରେ ବଡ଼ ଦୁର୍ନୀତି…

ଟେକ୍ସାସ ଗୁଳିକାଣ୍ଡରେ ମୃତ ୯ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବିଚାରପତିଙ୍କ ଝିଅ

ନୂଆଦିଲ୍ଲୀ: ନିକଟରେ ଆମେରିକାର ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଐଶ୍ୱର୍ଯ୍ୟା ଥାଟିକୋଣ୍ଡା। ଆମେରିକାରେ ସେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ଆହତ ହୋଇ ମ୍ୟାକକିନେ…

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୧୪ ମୃତ, ୨୦ରୁ ଅଧିକ ଆହତ

ଭୋପାଳ: ଗତକାଲି କେରଳ ଡଙ୍ଗାବୁଡ଼ି ଘଟଣା ସମସ୍ତଙ୍କୁ ହତବାକ୍ କରି ଦେଇଥିବା ବେଳେ ଆଜି(ମେ ୯) ଆଉ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି। ମଧ୍ୟପ୍ରଦେଶର ଖାରଗନରେ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସିପଡ଼ିବାରୁ ପାଖାପାଖି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଏହି…

ଥାଲାସେମିଆ ବାଲ୍‍ ସେବା ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଥାଲାସେମିଆ ବାଲ ସେବା ଯୋଜନା (ଟିବିଏସୱାଇ) ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଯାହା କୋଲ ଇଣ୍ଡିଆ ଲିମିଟେଡ୍…

କୋର୍ଟରୁ ମିଳୁନି ଆଶ୍ୱସ୍ତି; ମେ ୨୩ ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…

ଟିଲୁ ତାଜପୁରିଆ ହତ୍ୟା ଘଟଣା; ୭ ପୁଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିଆ ହତ୍ୟା ଘଟଣାରେ ୭ ପୁଲିସ କର୍ମୀ ନିଲମ୍ବିତ କରାଯାଇଛି। ନିଲମ୍ବନ ସହ ସେମାନଙ୍କୁ ତାମିଲନାଡୁକୁ ପଠାଇ ଦିଆଇଛି। ଏହି ପୁଲିସ କର୍ମୀମାନେ ତିହାର ଜେଲ୍‌ରେ ମୁତୟନ ଥିଲେ। ମେ ମାସ ୨ ତାରିଖରେ ତିହାର ଜେଲ୍‌ର କଡ଼ା ସୁରକ୍ଷା…

ରାଜସ୍ଥାନ ରାଜନୀତିରେ ହଲଚଲ, ପାଇଲଟ ଗଢିବେ ନୂଆ ଦଳ!

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିରେ ଖୁବ ଶୀଘ୍ର ଏକ ବଡ଼ ଧରଣର ହଲଚଲ ହେବାକୁ ଯାଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲଢେ଼ଇ ଖୁବ ଶୀଘ୍ର ବିସ୍ଫୋରକ ରୂପ ନେବ ବୋଲି ଆଲୋଚନା ହେଉଛି। ରାଜସ୍ଥାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ…