Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପାର୍କିଂ ଟ୍ରକକୁ ଧକ୍କା ମାରିଲା କ୍ରୁଜର, ୫ ମୃତ ଓ ୧୩ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ୟାଦଗିରି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗାଡି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟାଦଗିରିର ଡେପୁଟି…

ଅକ୍ସାଇ ଚୀନ ନିକଟରେ ଚୀନ କରୁଛି ହେଲିପ୍ୟାଡ, କ୍ୟାମ୍ପ, ହାଇୱେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ସହ ପୁଣି ମନମାନୀ ଆରମ୍ଭ କରିଛି ପଡୋସୀ ଦେଶ ଚୀନ। ଭାରତ ସହିତ ସୁସ୍ଥ ଏବଂ ଶକ୍ତିଶାଳୀ ସମ୍ପର୍କ ବିଷୟରେ ଆଲୋଚନା କରିବା ସତ୍ତ୍ୱେ ସର୍ବଦା ବିବାଦକୁ ଟାଣି ଆଣୁଠି ଚୀନ। ସୀମାରେ ପୁଣି ଷଡଯନ୍ତ୍ର ଚଳାଇଛି ଡ୍ରାଗନ। ବ୍ରିଟିଶ ଥିଙ୍କ୍ ଟ୍ୟାଙ୍କର ରିପୋର୍ଟ…

ସାଂସଦ ଅଭିଷେକଙ୍କ ଚ୍ୟାଲେଞ୍ଜ, ଇଡି ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବ ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ତୃଣମୂଳ କଂଗ୍ରେସର ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପରିବାରକୁ ଇଡି ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଜୁନ ୫ ତାରିଖରେ ସାଂସଦଙ୍କ ପତ୍ନୀ ରୁଜିରା ନରୁଲା ବାନାର୍ଜୀଙ୍କୁ ଅଧିକାରୀମାନେ ବିମାନବନ୍ଦରରେ ଅଟକ ରଖିଥିଲେ। ରୁଜିରା ତାଙ୍କ ଦୁଇ…

ପାକିସ୍ତାନ ଜେଲରୁ ୨୦୦ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଜେଲରୁ ମୁକ୍ତ ହେଲେ ଆଉ ୨୦୦ ମତ୍ସ୍ୟଜୀବୀ। ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ଭାରତୀୟ ମତ୍ସ୍ୟଜୀବୀମାନେ ଗୁଜୁରାଟର ବାସିନ୍ଦା। ସେମାନଙ୍କ ମଧ୍ୟରେ ଗୁଜୁରାଟର ସର୍ବାଧିକ ୧୭୧ ମତ୍ସ୍ୟଜୀବୀ ଅଛନ୍ତି। ଏହା ପରେ…

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଚ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଝଟକା। ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ଲୋକସଭା ନିର୍ବାଚନ ଲଢ଼ିବେ ଯୁବରାଜଙ୍କ ପିତା ଯୋଗରାଜ

ସୁଲତାନପୁର: କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ସୁଲତାନପୁର ଲୋଧୀସ୍ଥିତ ଐତିହାସିକ ଗୁରୁଦ୍ୱାର ଶ୍ରୀ ବୈର ସାହେବରେ ନତମସ୍ତକ ହେବାକୁ ସେ ଯାଇଥିଲେ । ଗୁରୁ ସାହେବଙ୍କ ଆଶୀର୍ବାଦ ପାଇବା ପରେ ସେ ରାଜନୀତି ସମ୍ପର୍କରେ…

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ…

ବୃନ୍ଦାବନରେ ନିର୍ମିତ ହେଡଛି ବିଶ୍ୱର ସବୁଠାରୁ ବଡ ମନ୍ଦିର

ମଥୁରା: ମଥୁରାର ବୃନ୍ଦାବନରେ ନିର୍ମିତ ହେଉଛି ଦୁନିଆର ସବୁଠାରୁ ବଡ ଓ ଭବ୍ୟ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏହି ମନ୍ଦିରର ନାମ ଚନ୍ଦ୍ରୋଦୟ ମନ୍ଦିର ରଖାଯାଇଛି । କୁତବ ମୀନାରଠାରୁ ଏହା ୩ଗୁଣ ଉଚ୍ଚତା ବିଶିଷ୍ଟ ହେବ । ଏହାର ମୂଳଦୁଆ ବିଶ୍ୱର ସବୁଠାରୁ ଉଚ୍ଚ ବୁର୍ଜ ଖଲୀଫାଠାରୁ…

ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ…

କର୍ଣ୍ଣାଟକରେ ବିଜୁଳି ରାଜନୀତି, ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ…