Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୈଷ୍ଣୋଦେବୀ ଯାଉଥିବାବେଳେ ବ୍ରିଜ ତଳକୁ ଖସିପଡିଲା ବସ୍: ୧୦ ମୃତ

ଶ୍ରୀନଗର: ବୈଷ୍ଣୋେଦବୀ ଯାତ୍ରାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜ୍ରିଓ୍ୱାଲଙ୍କ ସମର୍ଥନ ଆହ୍ୱାନକୁ କଂଗ୍ରେସ କହିଲା ନା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଦିଲ୍ଲୀ ଏବଂ ପଞ୍ଜାବର କଂଗ୍ରେସ ନେତାଙ୍କ ସହ ପୃଥକ ବୈଠକ କରିଛନ୍ତି। ଏହି ବୈଠକରେ ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ନିୟମ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବେନି ବୋଲି ଜଣାଇଛନ୍ତି। ସୂଚନାନୁସାରେ, କଂଗ୍ରେସ…

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍…

ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସହ ବୈଠକ ପରେ ଗେହଲୋଟ-ପାଇଲଟ କଳିର ହେଲା କି ସମାଧାନ?

ନୂଆଦିଲ୍ଲୀ: ଗତ କିଛି ମାସ ଧରି ରାଜସ୍ଥାନରେ ଚାଲିଥିବା କଂଗ୍ରେସର ଦୁଇ ଶୀର୍ଷ ନେତାଙ୍କ କନ୍ଦଳ ଶେଷ ହୋଇଥିବା ଲାଗୁଛି। ସୋମବାର ସନ୍ଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟ ଉପସ୍ଥିତ ଥିଲେ। କଂଗ୍ରେସ…

‘ତେଲେଙ୍ଗାନା ରାଜନୀତି’, ୱାଇଏସଆର ସହ ମେଣ୍ଟ କରିବ କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନାରେ ଆସନ୍ନ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସକ ବିଆରଏସକୁ ହରାଇବାକୁ ପ୍ରମୁଖ ଶକ୍ତି ମାନେ ଲାଗି ପଡିଛନ୍ତି। ବିଜେପିଠୁ ଆରମ୍ଭ କରି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ଜିତିବାକୁ ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି। କର୍ଣ୍ଣାଟକରେ…

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ…

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ମୋଦି ବିଜେପି ଶାସିତ ରାଜ୍ୟର…

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ…

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ…

ଦିଲ୍ଲୀ ଛାଡିଲେ ରେସଲର, ପୋଲିସର ଚେତାବନୀ ଏଥରର ଜନ୍ତରମନ୍ତରରେ ଧାରଣା କରିପାରିବନି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଉଥିଲେ । ନୂତନ ସଂସଦ ଭବନ ସାମ୍ନାକୁ ଯିବା ନେଇ ଜିଦ ଧରିବାକୁ ରେସଲର ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଏହା ପରେ କାର୍ଯ୍ୟାନୁଷ୍ଠାନ…