Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିୟନ୍ତ୍ରଣ ହରାଇ ଟ୍ରକ୍‌ରେ ପିଟି ହେଲା କାର୍; ଚାଲିଗଲା ୭ ଛାତ୍ରଙ୍କ ଜୀବନ, ୬ ଆହତ

ଗୁୱାହାଟି: ସୋମବାର ଭୋର ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଛାତ୍ରଙ୍କର ଜୀବନ ଚାଲିଯାଇଛି। ଗୁୱାହାଟି ଜାଲୁକବରି ଠାରେ ଏହି ଦୁର୍ଘଟଣା ଘଟିଛି। ଛାତ୍ରାମାନେ ଏକ କାର୍‌ରେ ଯାଉଥିବା ବେଳେ କାର୍‌ଟି ରୋଡ୍ ଡିଭାଇଡରରେ ପିଟି ହୋଇ ସାମ୍ନାପଟୁ ଆସିଥିବା ଏକ ମାଲ୍‌ବୋଝେଇ ଟ୍ରକ୍‌ ସହ ଧକ୍କା…

ମଣିପୁର ହିଂସା; ୪୦ ଆତଙ୍କବାଦୀ ସଫା, ମେ ୩୧ ଯାଏ ଇଣ୍ଟରନେଟ୍ ବନ୍ଦ, ଆଜି ଆସୁଛନ୍ତି ଶାହ

ଇମ୍ଫାଲ୍: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରବିବାର ପୁଣି ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।  ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ତେବେ ଏଥର ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୁହେଁ ବରଂ ଆତଙ୍କବାଦୀ ଓ ସେନା ମଧ୍ୟରେ ଏହି ଗୁଳିକାଣ୍ଡ ହୋଇଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ…

ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ଗୁରୁତର, ବିଷ ଦିଆଯାଇଥିବା ଆଶଙ୍କା

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେଙ୍କୋ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ବିଷ ଦିଆଯାଇଥିବା ଆଶଙ୍କା କରାଯାଉଛି । ବେଲାରୁଷ ବିରୋଧୀ ଦଳ ନେତା ଭାଲେରୀ ସେପକାଲୋଙ୍କ ମତରେ ଉଭୟ ଏକ ବନ୍ଦ ଦ୍ୱାର ଭିତରେ ଆଲୋଚନା…

ସକାଳୁ ସକାଳୁ ଏସବୁ ରାଜ୍ୟରେ ଭୂକମ୍ପ ଝଟକା

ତେଜପୁର: ସକାଳୁ ସକାଳୁ ଭୂକମ୍ପ ଝଟକ । ସୋମବାର ସକାଳୁ ଆସାମ, ମେଘାଳୟ, ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନାଶନାଲ ସେଣ୍ଟର ଫର ସିସ୍ମୋଲଜି ଅନୁସାରେ, ସୋମବାର ସକାଳେ ତେଜପୁର ନିକଟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ତେବେ ଭୂକମ୍ପ ଜନିତ କୌଣସି…

ନେହେରୁ ଓ ମୋଦୀଙ୍କ ମଧ୍ୟରେ ଫଟୋରେ ତୁଳନା, ବିଜେପି ଓ କଂଗ୍ରେସ ମଧ୍ୟରେ ଟ୍ବିଟର ଓ୍ୱାର୍

ନୂଆଦିଲ୍ଲୀ: ରବିବାର ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ଟୁଇଟର ଓ୍ୱାର ଆରମ୍ଭ ହୋଇଛି। ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିତ୍ର ସେୟାର କରାଯାଇଥିଲା। କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛି ଯେଉଁଥିରେ ନେହେରୁଙ୍କ ଛବି ସାମ୍ନାରେ…

୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକାଠି କରିବେ ବୈଠକ, ସ୍ଥିର ହେଲା ତାରିଖ ଏବଂ ସ୍ଥାନ

ନୂଆଦିଲ୍ଲୀ: ବିରୋଧୀ ଦଳ ଆସନ୍ତା ମାସର ୧୨ ତାରିଖରେ ପାଟନାରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରଣନୀତି ଏହି ବୈଠକରେ ଆଲୋଚନା କରାଯାଇପାରେ। ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ…

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ରାଜ୍ୟରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଉପରେ…

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କଲା ଟିଏମସି, କିନ୍ତୁ ସାମିଲ ହେଲେ ୨ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଗୃହର ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ବିରୋଧୀ ଦଳ ସମେତ ଟିଏମସି ଏହାକୁ ବର୍ଜନ କରିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଦୁଇ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦ୍ବିବେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ ସଂସଦ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ ।…

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ…